ଦର୍ଜନୀ ମାଇନର କେନାଲରେ ୧୦ ଫୁଟ ଘାଇ,ପାଣ୍ଡରା ନାଳ ଖାଉଚି କୂଳ
ଭୁବନ ବ୍ଲକ ଦେଇ ପ୍ରବାହିତ ରେଙ୍ଗାଳି ବାମ କେନାଲର କୁନିନ୍ଦା ଦର୍ଜନୀ ମାଇନର କେନାଲରେ ବର୍ଷା ପାଣି ଯାଇ ୧୦ ଫୁଟର ଘାଇ ହୋଇଛି । ଏହି କେନାଲ ଟି ନିର୍ମାଣ ସମୟରେ ସ୍ଥାନୀୟ ଚାଷୀ ବାରମ୍ବାର ଅଭିଯୋଗ କରିଥିଲେ ବି ଜଳସଂପଦ ବିଭାଗ ପକ୍ଷରୁ କୈଣସି ପଦକ୍ଷେପ ନିଆ ଯାଇନଥିଲା ।
ଫଳରେ ପ୍ରଥମ!-->!-->!-->…
ମାଟି କାନ୍ଥ ପଡ଼ି ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ପାଟଣା ସାହିରେ ମାଟି କାନ୍ଥ ପଡ଼ି ଅଳ୍ପକେ ବର୍ତ୍ତିଛନ୍ତି ବୃଦ୍ଧ ଦମ୍ପତି ।ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ପରଜଙ୍ଗ ଅଞ୍ଚଳରେ ମଧ୍ୟ ବର୍ଷା ତୁହାକୁତୁହା ଲାଗି ରହିଛି,ଯାହାକି ଏହାର ପ୍ରଭାବରେ ପରଜଙ୍ଗ ଗାଁ ଭିତରେ ରହୁଥିବା!-->…
ଲଗାଣ ବର୍ଷାରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗ୍ରାମ ରେ ଲଗାଣ ବର୍ଷା ରେ ମାଟି କାନ୍ଥ ପଡି ଜଣେ ଅସହାୟ ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଜଣଙ୍କ ହେଉଛନ୍ତି ଗୁନେଇବିଲ ଗାଁ ର ଶାନ୍ତି ଲତା ଭୋଇ ।ସୂଚନା ମୁତାବକ ସେ ଦୀର୍ଘ ଦିନ ଧରି ତାଙ୍କ ଭଉଣୀ ଘରେ ରହି ଆସୁଥିଲେ ।
ତେବେ ଆଜି!-->!-->!-->…
ପରଜଙ୍ଗରେ ଖୁଦୁରୁକୁଣୀ ଓଷା ଆରମ୍ଭ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମରେ ପ୍ରତି ସାହିରେ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି । ବହୁ ପ୍ରାଚୀନ କାଳରୁ ଆମ ରାଜ୍ୟରେ ଯେପରି ବାର ମାସରେ ତେର ପର୍ବ ପାଳନ ହୋଇ ଆସୁଛି,ଏହି ପର୍ବ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ ପର୍ବ ଅଟେ ।ଭାଦ୍ରବ ମାସର ପ୍ରଥମ ରବିବାର ଠାରୁ ଆରମ୍ଭ ହୋଇ ଚାରି!-->…
ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଖଣ୍ଡତିରୀ ଗ୍ରାମର ନିଖୋଜ ଥିବା ଜଣେ ବିବାହିତା ମହିଳା ର ଗଳିତ ଶବ କୁ ଆଜି ପୋଲିସ ଜବତ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ଖବର ରୁ ଜଣାଯାଏ ଖଣ୍ଡତିରୀ ଗ୍ରାମର ବ୍ରଜବନ୍ଧୁ ନାଏକ ଙ୍କ ପତ୍ନୀ ଭାରତୀ ନାଏକ ଗତ ୨୮ ତାରିଖରେ ରେ ମାଡୁଆ ନୂଆ!-->…
ସ୍ୱୟଂଶାସିତ ମହାବିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶିତ
ଢେଙ୍କାନାଳ ସ୍ୱୟଂଶାସିତ ମହଵିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳତି ବର୍ଷ ବିଜ୍ଞାନରେ ୯୪ ପ୍ରତିଶତ,କଳାରେ ୮୩ ଏବଂ ବାଣିଜ୍ୟରେ ୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି ।ରସାୟନ ବିଜ୍ଞାନରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଡିଷ୍ଟିନିକସନରେ ରେ ପାସ!-->…
ଲଗାଣ ବର୍ଷାରେ ଭୁଶୁଡିଲା ଘର କାନ୍ଥ ,ବାସହରା ହେଲେ ପରିବାର
ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାରି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ମାଟି ଘର ଓଦା ହୋଇ ମାଠିରେ ମିଶି ଯାଉଛି । ଏପରି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ କୁମୁସି ଗ୍ରାମରେ ।
ଅମୁଲ୍ୟ ପଣ୍ଡା(୫୦)ନିଜର ଦୁଇ ପିଲା ଏବଂ ସ୍ତ୍ରୀ ସହ ଏକମାତ୍ର ମାଟି ଚାଳ ଛପର ଘରେ ବସବାସ କରୁଥିଲେ!-->!-->!-->…
ଅଜଣା ଗାଡି ଧକ୍କାରେ ଯୁବକ ମୃତ
ମୃତ୍ୟୁ ଏମିତି ବି ଆସେ , କେଇ ପାଦ ଦୂରରେ ଘର । ପରିବାର ଲୋକେ ଚାହିଁ ବସିଥିଲେ ଆତ୍ମୀୟଙ୍କ ଆସିବା ବାଟକୁ । କିନ୍ତୁ ବାଟରେ ଜଗି ବସିଥିଲା ମୃତ୍ୟୁ । ଅଜଣା ଗାଡି ଧକ୍କାରେ ଚାଲିଗଲା ୩୨ ବର୍ଷୀୟ ଯୁବକଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା!-->…
କାମାକ୍ଷାନଗର ଠାରେ କଂଗ୍ରେସ ତରଫରୁ ତ୍ୟାଗ ଓ ବଳିଦାନର ୭୫ବର୍ଷ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ
କାମାକ୍ଷାନଗର ଠାରେ କାମାକ୍ଷାନଗର ବ୍ଲକ ଓ ଏନଏସି ତରଫରୁ ଆଜି ତ୍ୟାଗ ଓ ବଳିଦାନର ୭୫ବର୍ଷ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଜିଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବ୍ଲକ ଓ ଏନଏସି ରୁ ନେତା କର୍ମୀମାନେ!-->…
୨ ଦିନିଆ ଉଇକିମାନିଆ ମେଳଣ ଉଦ୍ଘାଟିତ
ଭୁବନେଶ୍ୱରରେ ଆଜି ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଉଇକିମାନିଆ, ଭୁବନେଶ୍ୱର ମେଳଣ ଉଦ୍ଘାଟିତ ହୋଇଯାଇଛି । ଏହି ମେଳଣରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଓ ଉଇକିମିଡ଼ିଆ ଫାଉଣ୍ଡେସନ୍ର ମାନବପ୍ରୀତ୍ କୌର୍!-->…