News
lipub
samparksetu

ସାପ କାମୁଡାରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ କାମାକ୍ଷାନଗର ଥାନା ଗୋରଡିଆ ଗ୍ରାମର ମିନାକ୍ଷୀ ସାମଲ। ସେ ରାତିରେ ସୋଇଥିବା ବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ

ଘରୁ ଝୁଲନ୍ତା ଅଵସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା ଅଧିନ ୧ ନମ୍ବର ୱ।ର୍ଡ଼ କାଠଗଡ଼ା ନୂଆସାହିରେ ଘଟିଛି ଏକ ଅଘଟଣ । ସାହି ରବି ସାହୁଙ୍କ ପତ୍ନୀ ଗୌରୀ ସାହୁଙ୍କର ମୃତଦେହ ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ରବି ସାହୁ ଗୋଟିଏ ବରା ଦୋକାନ କରି ଚଳନ୍ତି । ଗତ ଏକ ମାସ ତଳେ

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ…

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାବାସୀଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା ଆହୁରି ସୁଦୃଢ କରିବାକୁ କ୍ୟାବିନେଟ୍ ବୈଠକରେ 'ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ' ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ₹୨୨୧ କୋଟିର ଖର୍ଚ୍ଚ ଅଟକଳ ହୋଇଛି। ଏହାଦ୍ବାରା ଉଭୟ ଜିଲ୍ଲାରେ ଚାଷର ଉନ୍ନତି ସହ ୪୫ଟି ଗାଁକୁ

“ସାର୍ଥକ ଚେଷ୍ଟା”

ଅନୁଗୁଳ-ପୁରୀ-ଅନୁଗୁଳ ରେଳ ଗାଡି ଟି ନିୟମିତ ଯାତ୍ରା କରୁଥିବା ତଥା କାର୍ଯ୍ଯ ଅନ୍ବେଷଣ ରେ ଯାଉଥିବା ଯାତ୍ରୀମାନଙ୍କର ଜୀବନ ରେଖା।ସମ୍ପର୍କୀୟମାନଙ୍କର ଘରକୁ ବୁଲିଯିବା ବା କାଳିଆ ତଥା ଲିଙ୍ଗରାଜ ଙ୍କୁ ଖୁବ କମ ଖର୍ଚ୍ଚ ରେ ଦର୍ଶନ କରିବା ପାଇଁ ଏହି ଟ୍ରେନ ଟି ଏକ ଅପରିହାର୍ଯ୍ଯ ମାଧ୍ୟମ

ମେସିନ୍ ଚଢାଇ ଧାନବିଲ ଉଜାଡିଲା କମ୍ପାନୀ , କ୍ଷତିପୂରଣ ଦାବିରେ ମେସିନ୍ ଜବତ କଲେ ଚାଷୀ

କେନ୍ଦ୍ର ସରକାର ଘରେଘରେ ରନ୍ଧନ ଗ୍ୟାସ୍ ଯୋଗାଇବା ପାଇଁ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ତାଳଚେରକୁ ମାଟି ତଳେ ବଡବଡ ପାଇପ ଖଞ୍ଜା ଚାଲିଚି। ବେସରକାରୀ ଜମି ଦେଇ ପାଇପ ଲାଇନ ଗଲେ ଜମି ପଟ୍ଟାଧାରୀଙ୍କୁ ମିଳୁଛି କ୍ଷତିପୂରଣ ବାବଦକୁ ଅର୍ଥରାଶୀ। ଆଜକୁ ୫ ବର୍ଷ ହେବ ଚାଷୀମାନଙ୍କୁ ଠକି

କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

କପିଳାସ ପ୍ରାଣୀ ଉଦ୍ୟନ ପରିସର ଆଜି ଦିନଭରି ଥିଲା ସର୍ବଧିକ ଚଳଚଞ୍ଚଳ। କାରଣ ବିଶ୍ବ ହାତୀ ଦିବସ ପାଳନ ଲାଗି ଏହି ପରିସରରେ ବିଭିନ୍ନ କାର୍ଯକ୍ରମ ଆୟୋଜିତ ହୋଇଥଲା। ଏହି ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଥିଲା ସେମାନଙ୍କୁ

କାର୍ଯ୍ୟରେ ଆସୁନାହିଁ ଶୌଚାଳୟ

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ବାବା ଚନ୍ଦ୍ରଶେଖରପୂଜା ପାଉଛନ୍ତି । ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ନିମନ୍ତେ ପାହାଚ ରାସ୍ତାରେ ପୂଜା ପାଉଥିବା ବୃଷବଙ୍କ ଠାରେ ୨୦୧୯ ମସିହାରେ ଏକ ଶୌଚାଳୟ ଦେବୋତ୍ତର ବିଭାଗ ଅନୁଦାନ ରାଶିରେ ପଞ୍ଚାୟତିରାଜ ଓ ପାନୀୟଜଳ

ହିନ୍ଦୋଳ ଏନଏସି ରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ଥିତ ୱାର୍ଡ ନଂ୧୨ ବନମାଲିପୁର ସ୍କୁଲରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି।ସ୍କୁଲରେ ଅଧ୍ୟୟନ କରୁଥିବା ୧୫୦ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ, ଏକ ହଳ ଜୋତା ଓ ଦୁଇ ହଳ ମୋଜା ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ

ରାସ୍ତାରେ ଧାନ ତଳି ଲଗାଇ ପ୍ରତିବାଦ କଲେ ଗ୍ରାମବାସି

କାମାକ୍ଷାନଗର-ରାସ୍ତା ପାଲଟିଛି ମରଣଯନ୍ତା।ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଉଚାର କାଦୁଅ।ଯାତାୟତରେ ବାଧା ସୃଷ୍ଟି ହେଉଛି।ଦିର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ କଂମ୍ପାନି କର୍ତ୍ତୁପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହିଁ।।ଯାହା ଫଳରେ ଆଜି ଗ୍ରାମବାସି ତରଫରୁ ରାସ୍ତାରେ ଧାନ ଗଛ
error: Content is protected !!