ନାଳରେ ଫଶି ମାଈ ହାତୀ ର ମୃତ୍ୟୁ
ଢେଙ୍କାନାଳ ବନ ଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ଗ୍ରାମ ର ଦନାର ପୋଖରୀ ନିକଟସ୍ଥ ଏକ ନାଳରେ ଫଶି ଏକ ମାଈ ହାତୀ ର ମୃତ୍ୟୁ ହୋଇଛି |
ମୃତ ହାତୀର ଆନୁମାନିକ ବୟସ ୧୫ବର୍ଷ ହେବ |ତେବେ ଦୁଇ ଦିନ ତଳେ ଦନାର ପୋଖରୀରେ ଏକ ହାତୀ ପଲ ଦିନ ତମାମ!-->!-->!-->…
ରାକ୍ଷୀ ପୂର୍ଣ୍ଣିମା
ଭଉଣୀ ମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ର ଅଭିନନ୍ଦନ, ଭାଇ ମାନଙ୍କୁ ମୋର ହୃଦ ସମ୍ମାନ ।
ରାକ୍ଷୀ ପୂର୍ଣ୍ଣିମା ହେଉ ଖୁସିର ଦିନ, ରାକ୍ଷୀ ବାନ୍ଧି ଦେଇ କର ଶପଥ ମାନ ।
ପାଖ ଛାଡ଼ିବନି କେବେ ଦୁଃଖ ଦୁର୍ଦ୍ଦଶା ରେ, ସଦା ସାଥ!-->!-->!-->!-->!-->…
ହାତୀଙ୍କ ଉତ୍ପାତ, ଗାଁରେ ପଶି ଭାଙ୍ଗିଲେ ଘର
ଦିନକୁ ଦିନ ପରଜଙ୍ଗ ଅଞ୍ଚଳରେ ବଣୁଆ ହାତୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ହାତୀଙ୍କ ପାଇଁ ଚାଷ ଜମି ନଷ୍ଟ ହେବା ସହିତ ଧନ ଜୀବନ ଉପରେ କ୍ଷୟକ୍ଷତି ଘଟୁଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ ବନଖଣ୍ଡ ଅଁଳାକଟା ସେକ୍ସନ ଅନ୍ତର୍ଗତ ରୋଡ ଗ୍ରାମରେ ଜଙ୍ଗଲି ହାତୀ ଙ୍କ ଉପଦ୍ରବରେ ଗ୍ରାମର ଜଣେ!-->…
ହିନ୍ଦୋଳ ଏନଏସି ପରିଷଦର ମାସିକ ବୈଠକ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ପାରିଷଦ ର ଆଜି ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ ଓ ସମସ୍ତ କାଉନସିଲର,ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ,ଏନ ଏ ସି!-->…
ପୁରୁଷୋତମପୁର ସଡକ ଦୃର୍ଘଟଣାରେ ହେଟେଲ ମିସ୍ତ୍ରୀ ମୃତ ; କ୍ଷତିପୁରଣ ଦାବିରେ ରାସ୍ତାରୋକ
ଢେଙ୍କାନାଳ - ଭୁବନ ପୂର୍ତ୍ତ ବିଭାଗ ରାସ୍ତାର ପୁରୁଷୋତମପୁର ଠାରେ ଶବ ରଖି ରାସ୍ତାରୋକ । ଘଟଣାରୁ ପ୍ରକାଶ ଯେ, ଭୁବନ ବସଷ୍ଟାଣ୍ଡ ଠାରେ କୈବଲ୍ୟ ହୋଟେଲରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଦ୍ୟାଧର ନାୟକ କାମସାରି ସୋମବାର ରାତିରେ ନିଜ ଗ୍ରାମକୁ ଯାଉଥିବା ବେଳେ ଏକ ମୋଟରସାଇକେଲ ତାଙ୍କୁ!-->…
ହାତୀ ଆକ୍ରମଣରେ ଜଣେ ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କାଠକୁମ୍ପା ଠାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ କାଠକୁମ୍ପା ଗ୍ରାମର ଯୋଗିନାଥ ବାରିକ ଙ୍କ ପୁଅ ବାଜିଆ ବାରିକ ( ୫୫ବର୍ଷ ) ।
ସେ ସନ୍ଧ୍ୟାରେ ନିଜ ବିଲକୁ ଯିବା ସମୟରେ ହାତୀ ହାବୁଡ଼ରେ ପଡି!-->!-->!-->…
ପୋଖରୀ ରେ ଫସିଗଲେ ଗଜରାଜ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଫରେଷ୍ଟ ସେକ୍ସନ୍ ଅଧିନ କଙ୍କିଳି ଗ୍ରାମ ପୋଖରୀ ରେ ୫ଟି ହାତୀ ପାଣି ପିଇବାକୁ ଆସି ଫସି ଯାଇଥିଲେ ପରଜଙ୍ଗ ବ୍ଲକ ରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଆଜି ସକାଳୁ ୫ ଟିକିଆ ପଲ କଙ୍କିଳି ଗ୍ରାମ ପୋଖରୀ ରେ ହାତୀ ଫସି!-->…
ଚିକିତ୍ସା ପାଇଁ ସହାୟତା ନିବେଦନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମା' ଙ୍କୁ ହରାଇଥିବା ରୋଜଗାରକ୍ଷମ ବଡ଼ପୁଅ ଉପରେ ୩ ଭାଇଭଉଣୀ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରନ୍ତି ।
ବାପା ଦିବାକର ସିଂହ ଓ ମା' କାମିନୀ ସିଂହଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ଗୋବିନ୍ଦ ଚନ୍ଦ୍ର!-->!-->!-->…
କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
କେନାଲରେ ବୁଡି ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ କଙ୍କଡ଼ାହାଡ ଥାନା ବୁଢିବିଲି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ସୁଶିଳା ମହାନ୍ତ।
ସେ ଗତ କାଲି ବିଲକୁ କାମକରିବାକୁ ଯାଇ ସନ୍ଧ୍ୟା ବେଳକୁ ରାମିଆଳ ବାମ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ!-->!-->!-->…
ମଠକରଗୋଳା ମହାବିଦ୍ୟାଳୟ ର ସଫଳତା
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଦ୍ୱାରା ପରିଚାଳିତ ବାର୍ଷିକ +୨କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଠକରଗୋଳା ମହାବିଦ୍ୟାଳୟର ପରୀକ୍ଷାର୍ଥୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। କଳା ବିଭାଗରେ ମୋଟ ୨୧୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ୧୦୪ ଜଣ ପ୍ରଥମ ଶ୍ରେଣୀ ,୫୬ ଜଣ ଦ୍ଵିତୀୟ!-->…