News
lipub
samparksetu

୧୦୮ ଆମ୍ବୁଲାନ୍ସ ଓ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ,୨ ଚାଳକ ଆହତ

କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ

ପ୍ଲାଷ୍ଟିକମୟ ଓଡ଼ିଶାର କୈଳାସ କପିଳାସ

ଶ୍ରାବଣ ମାସର ସୋମବାର ଚଳଚଞ୍ଚଳ ହୋଇଉଠେ ଓଡ଼ିଶାର କୈଳାସ କପିଳାସ, ଜଳ ଲାଗି ହେବ ମନୋସ୍କାମନା ପୁରଣ କରିବେ ବାବା ଚନ୍ଦ୍ର ଶେଖର । ହଜାର ହଜାର କାଉଡ଼ିଆଙ୍କ ସମାଗମ ଶନିବାର ଠାରୁ ଆରମ୍ଭ ହୋଇଯାଇଥାଏ । ଶ୍ରାବଣ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ

ମୁଖ୍ୟ ଚିକିତ୍ସାଳୟରେ ବେଡ଼୍ ଖୋଜା !

ଭୂଇଁ ଉପରେ ପଡିଛି ଗଦି ଆଉ ତା ଉପରେ ଅଚେତ ଅବସ୍ଥାରେ ପଡିଛନ୍ତି ରୋଗୀ, ହାତ ରେ ଲାଗିଛି ସଲାଇନ ଚେତା ଆସିବାକୁ ଅପେକ୍ଷା । ଏହା କୌଣସି ବ୍ୟସ୍ତବହୁଳ ଏସସିବି ମେଡିକାଲ ର ଦୃଶ୍ୟ ନୁହେଁ ଏହା ହେଉଛି ଖୋଦ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ । ସୂଚନା ଅନୁଯାୟୀ ଗତକାଲି ଢେଙ୍କାନାଳ

ଖବର ପ୍ରସାରଣ ପରେ ନଣ୍ଡା ମଉସା ଙ୍କ ପରିବାର ପାଇଁ ବଢ଼ିଲା ସହାୟତାର ହାତ

କପିଳାସ ଯିବା ରାସ୍ତାରେ ବସି ବାଡ଼ି ବିକ୍ରି କରୁଥିବା ଦେଓଗାଁ ଡମ ସାହି ର ନଣ୍ଡା ନାଏକ । ପରିଣତ ବୟସରେ ସମ୍ଭାଳୁଚନ୍ତି ପରିବାର ର ବୋଝ । ସ୍ତ୍ରୀ କୌଣସି ଏକ ରୋଗରେ ଆକ୍ରାନ୍ତ ଥିବା ବେଳେ ପଇସା ଅଭାବ ରୁ ଚିକିତ୍ସା କରିପାରୁ ନାହାନ୍ତି, ଏପଟେ ପୁଅ ମାନସିକ ସ୍ଥିତି ହରାଇ ବସିଥିବା ବେଳେ,

ମାଆ କାଳିଜାଇ

ହିରା ପରି ଚିକ୍ ଚିକ୍ ସାରା ଶରୀରଗୈାରବର୍ଣ୍ଣ ଶରୀର ଅତି ମନୋରମପଦ୍ମ ପାଖୁଡ଼ା ପରି ଢଳ ଢଳ ନୟନ ଯୁଗଳଶରୀର ରେ ରେଶମୀ ଶାଢ଼ୀ ଅଳଙ୍କାର ରେ ଶରୀର ମଣ୍ଡିତପଦ୍ମ ଫୁଲ ସମ ଦୁଇପାଦ ଯୁଗଳଚିଲିକାର ନୀଳ ଲୋହିତ ପାଣି ଯେ ପବିତ୍ରମାଆଙ୍କର ପଦ ସ୍ପର୍ଶରେଚତୁଃପାଶ୍ବ ଚିଲିକାର ପାଣିଘେରପାହାଡ଼

କାର୍ଯ୍ୟକାରୀ ହେଉନି ଉଠା ଜଳସେଚନ ପଳଳ୍ପର ପମ୍ପ ; ତାତିଲେ ଚାଷୀ

ପ୍ରାୟ ଦୁଇ ସପ୍ତାହ ରୁ ଅଧିକ ବର୍ଷା ନଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷ ଜମି ଶୁଖି ଫାଟି ଆଁ କରିଲାଣି ,ଏଥିରେ ଚାଷୀ ମାନଙ୍କର ସମସ୍ୟା ଆରମ୍ଭ ହୋଇଯାଇଛି । ଆଗକୁ ବର୍ଷା ନହୁଏ ତେବେ ମରୁଡି ସମ୍ଭାବନା ରହିଛି। ଢେଙ୍କାନାଳ ଓଡ଼ାପଡ଼ା ବ୍ଳକ ଛାଟିଆ ଗ୍ରାମ ନିକଟରେ ରାଜ୍ୟ ସରକାରଙ୍କ ଉଠା

ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି

ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଓଡ଼ିଶା ଡ୍ରାଇଭର ମହାସଂଘ।ଖବରରୁ ପ୍ରକାଶ ଯେ ,ଗତ ୨୫/୬/୨୨ରିଖ ଦିନ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୮ର ଗୋଲାପ ମହମ୍ମଦଙ୍କ ଘର କାନ୍ଥରେ ପିଟିହୋଇ ଏକ ଅଭାବନୀୟ

ପାରିବାରିକ କଳହରୁ ହତ୍ୟାକାଣ୍ଡ ଅଭିଯୋଗ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବତାସିଂ ଗ୍ରାମରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ ।ଘଟଣାରୁ ପ୍ରକାଶ ଯେ , ପରଜଙ୍ଗ ଥାନା ବତାସିଂ ଗ୍ରାମର ଅମରେଶ ସାହୁ ଙ୍କ ବିବାହ ୩ ବର୍ଷ ତଳେ ଢେଙ୍କାନାଳ ସଦର ଥାନା ରଣପସି ଗ୍ରାମର ନୃସିଂହ ସାହୁଙ୍କ ଝିଅ ଲିମା ସାହୁ(୨୩) ଙ୍କ ସହ ହୋଇଥିଲା । ତେବେ

ଶାଶୁ ମାଆ

ତୁମ ମୁହଁର ସେ ଝାପ୍ସା,ମଉଳା ପ୍ରତିବମ୍ବମୋତେ ବାଧ୍ୟକରେ ବୁଝିବାକୁତୁମ ଛାତି ତଳେ କୁହୁଳୁଥିବାବିଷାଦଗ୍ରସ୍ତ ଅଧ୍ୟାୟ ମାନଙ୍କୁଯେଉଁଠି ରାତି ପାହିଲେ କବର ନିଅନ୍ତିଭବିଷ୍ୟତ ଆଶାରେ କଡ ଲେଉଟାଉଥିବା ସ୍ୱପ୍ନର କଙ୍କାଳମାନେଅନିଶ୍ଚିତତାରେ କଟୁଥିବା ବର୍ତ୍ତମାନ ଗୁଡିକଚେଷ୍ଟା କରନ୍ତି

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅନ୍‌ସାଇଟ୍ ଆପାତକାଳୀନ ମକ୍ ଡ୍ରିଲ ଆୟୋଜିତ

ନିଜ କାରଖାନାର ସୁରକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏହାର କାରଖାନା ପରିସରେ ଢେଙ୍କାନାଳର ଜିଲ୍ଳା ଆପାତକାଳୀନ ଗ୍ରୁପ୍ (ଡିସିଜି) ସଦସ୍ୟଙ୍କ ଉପସ୍ଥିତିରେ ଏକ ଆପାତକାଳୀନ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ
error: Content is protected !!