ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜେଆରଡି ଟାଟାଙ୍କୁ ତାଙ୍କ ୧୧୮ତମ ଜନ୍ମବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଜୁଲାଇ ୨୯ ତାରିଖ ଦିନ ଏହାର ନରେନ୍ଦ୍ରପୁରସ୍ଥିତ କାରଖାନାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଟିଏସ୍ଏମ୍ର ବରିଷ୍ଠ ନେତୃମଣ୍ଡଳୀ ଯଥା ସେୟାର୍ଡ଼ ସର୍ଭିସେସ୍ ବିଭାଗ ଚିଫ୍ ବେଦ!-->!-->!-->…
ସରକାରୀ ରିପୋର୍ଟ ପଜିଟିଭ୍ ଘରୋଇ ରେ ନେଗେଟିଭ୍, ଦ୍ଵନ୍ଦ ରେ ସ୍ୱାସ୍ଥ୍ୟ ସେବା !
କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ପ୍ରସ୍ତୁତି ଅସ୍ତ୍ରୋପଚାର ପରେ ଆସିଲା ନେଗେଟିଭ ରିପୋର୍ଟ । ତେବେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ରୋଗୀ ଙ୍କ ସମ୍ପର୍କିୟ । ତେବେ ଏଭଳି ଅଭିଯୋଗ କୌଣସି ଛୋଟିଆ କ୍ଲିନିକ କିମ୍ବା ଘରୋଇ ହସ୍ପିଟାଲ ଵିରୋଧ ରେ ନୁହେଁ ବରଂ ଯାହାକୁ ଏମ୍ସ ପ୍ଲସ୍!-->!-->!-->…
ହିନ୍ଦୋଳରେ ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ ସଚେତନତା ଶିବିର ଅନୁଷ୍ଠିତ
ଭାରତ ସରକାରଙ୍କ ପକ୍ଷରୁ ବିଦ୍ୟୁତ ଶକ୍ତି ସଂରକ୍ଷଣ ପାଇଁ ୨୫ ଜୁଲାଇରୁ ଚାରିଦିନ ପାଇଁ ସାରାଦେଶରେ ପାଳନ କରାଯାଇଛି ଉଜ୍ବଳଭାରତ ଉଜ୍ବଳ ଭବିଷ୍ୟତ ।ସେହି ପରିପ୍ରେକ୍ଷିରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ୱଭାଗୃହରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଶ୍ରୀ ସରୋଜ କୁମାର ସେଠୀଙ୍କ!-->…
ହାତୀ ଆକ୍ରମଣରେ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲାର ବନାଞ୍ଚଳରେ ହାତୀ ଉପଦ୍ରବ ଓ ହାତୀ ଆକ୍ରମଣରେ ମୃତାହତ ଥମିବାର ନାମ ଧରୁନାହିଁ।ଢେଙ୍କାନାଳ ବନବିଭାଗ ସବୁ କ୍ଷେତ୍ରରେ ଫେଲ ମାରିଥିବା ଏଥିରୁ ଜଣାପଡୁଛି।
ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳର ବାଉଁଶପୋଖରୀ ପଂଚାୟତ ଅନ୍ତର୍ଗତ ବରଡାପାଳ ଗ୍ରାମର!-->!-->!-->…
ବିବର୍ତ୍ତନ କ୍ରାନ୍ତି
ଶୁଭିବ ଗର୍ଜନ ଚନ୍ଦ୍ରଭାଗା କୂଳେଓଡ଼ିଶା ପଡ଼ିବ ଥରିହେବ ପୁନର୍ବାର ସତ୍ୟର ବିଜୟଫେରିବ ଅଯୋଧ୍ୟା ପୁରୀଆସ ଧର୍ମପଦ ଫେରିକର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତିଶାନ୍ତି ଯାଉ ପୁଣି ଭରି
ଖୋରଧା ମାଟିରୁ ପୁଣି ଶୁଭିବତାନ୍ତ୍ରିକର ମନ୍ତ୍ର ଡାକନିଆଁଖୁଣ୍ଟା ନିଆଁ ପୁଣି ଜଳିବଉଠ ଉଠ ହେ ପାଇକକାଟି!-->!-->!-->…
କେନାଲରୁ ଚାଷଜମିକୁ ପାଣି ନଯିବାରୁ ଚାଷୀଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଚେତାବନି
କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । କଙ୍କଡାହାଡ଼ ଗ୍ରାମର ଜଣେ ଚାଷୀ ସୁଦର୍ଶନ ପଣ୍ଡା(୪୫)ନିଜ ଚାଷ ଜମିକୁ କେନାଲରୁ ପାଣି ନଯିବାରୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କେହି ନଶୁଣିବାରୁ ଆତ୍ମହୁତି କରିବାକୁ ଚେତାବନୀ ଦେଇଥିଲେ ।ବ୍ଲକ ପ୍ରଶାସନ!-->…
ମେଡ଼ିକାଲ୍ ରେ ସନ୍ଧ୍ୟା
ଭବିଷ୍ୟ କୁ ଆଖିରେ ରଖିଖୋଲା ପଲକ ରେ ଦେଖିଥିବା ସ୍ବପ୍ନ ସବୁଉଡ଼ି ଯାଆନ୍ତି ମେଡ଼ିସିନ୍ ଗନ୍ଧ ରେ...ଇଞ୍ଜେକ୍ସନ ବୋତଲ ଭଙ୍ଗା ହେବାର ଶବ୍ଦ ଶୁଣୁଶୁଣୁହୃଦୟ ଭାଙ୍ଗି ଛଅ ଫାଳ ହୁଏ ବିନା ଶବ୍ଦ ରେ...
କେହି ସିନା ବୁଝନ୍ତି ନି ସିରିଞ୍ଜ ଫୋଡା ହେବା ର ବାଧା ଟା..!ସେ ମା ଆଖି ର ଲୁହ , ବାପ!-->!-->!-->…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଗଇଲ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଇଲ ଗ୍ରାମର ଭାରତ ଚନ୍ଦ୍ର ସାହୁଙ୍କ ଘର ପଛ ପାଖରେ ପଡିଶା ଘର ଲୋକ ବିଦ୍ୟୁତ୍ ତାର ଫସଲ କୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଟାଣିଥିଲେ। ସେହି ଗ୍ରାମର ଭରତ ସାହୁଙ୍କ ସ୍ତ୍ରୀ!-->…
ଦିନରେ ମାଙ୍କଡ଼ ର ଉତ୍ପାତ ଆଉ ରାତିରେ ହାତୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଂଜପଡା ପଂଚାୟତ ରକଲା ଗ୍ରାମରେ ଦିନବେଳେ ହନୁମାଙ୍କଡ଼ ଓ ରାତିରେ ହାତୀର ଉତ୍ପାତ ଲାଗିରହିଛି । ଏତେ ମାତ୍ରାରେ ହାତୀର ଆତଙ୍କ ଯେ ରାତିହେଲେ ଲୋକେ ଭୟରେ ରହୁଛନ୍ତି ।
କିଛିଦିନ ପୂର୍ବରୁ ୧୪ବର୍ଷର ବାଳକକୁ ହାତୀ ମାରି ଦେଇଥିଲା, ରାତି ଗାଁ ଲୋକମାନେ!-->!-->!-->…
ପ୍ରାତଃ ସ୍ମରଣୀୟ
ପ୍ରତି ଓଡ଼ିଆର ପ୍ରାତଃ ସ୍ମରଣୀୟପ୍ରଭୁ ଜଗନ୍ନାଥ ତୁମେତୁମରି ନାମରେ ଆସଇ ପ୍ରଭାତପୁଣ୍ୟ ଏ ଜଗତ ଧାମେ ll
କୋଟିଏ ପ୍ରାଣର ଗୋଟିଏ ଠାକୁରତୁମ ବିନା ନାହିଁ ଗତିସାରଜିଛ ତୁମେ ପାଳୁଛ ବି ତୁମେତୁମେ ହିଁ ଜଗତ ପତି ll
ତୁମେ ଦେଖାଇଛ ପ୍ରୀତିର ପୁଲ୍ଲକସୁମଧୁର ସମ୍ମୋହନଦେଇଛ ବି ତୁମେ ଅମୃତ!-->!-->!-->!-->!-->…