ରାଜପଥ ରେ ବିପଦ ସାଜିଛି ଦଶଫୁଟର ଖାଲ, ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଙ୍କ ଦାବି
କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ର ବସଷ୍ଟାଣ୍ଡ ନିକଟରେ ଏକ ଦଶ ଫୁଟ ବିରାଟ ଖାଲ ସୃଷ୍ଟି ହୋଇଛି l ଫଳରେ ଯାନବାହାନ ଯାତାୟତ ସହ ସାଧାରଣ ଲୋକ ମାନେ ଯିବା ଆସିବା କରିବାରେ ଅସୁରକ୍ଷିତ ମନେ କରୁଛନ୍ତି l
କାମାକ୍ଷାନଗର ବସଷ୍ଟାଣ୍ଡ ନିକଟରେ ଏହି ଖାଲଟି ହୋଇଥିବା!-->!-->!-->…
ପରଜଙ୍ଗ ବିଜେପି ଯୁବମୋର୍ଚ୍ଚା ର ବିକ୍ଷୋଭ ପ୍ରଦର୍ଶନ
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀନି ଆଦିବାସୀ ମହିଳା ଦ୍ରୈପଦୀ ମୁର୍ମୁଙ୍କ ବିଷୟରେ କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ନିନ୍ଦନୀୟ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏକ ବିଶାଳ ଶୋଭାଯାତ୍ରା!-->!-->!-->…
ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ ; କଟା ବେକ ଧରି ପୋଲିସ ପାଖକୁ ଗଲାବେଳେ ଧରିଲେ ଲୋକେ
ନିଜ ସ୍ତ୍ରୀ ର ବେକ କାଟି ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ। ଏହିଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମରେ । ଗ୍ରାମର ନାକଫୋଡି ମାଝୀ(ଜନ୍ଦା )ନିଜ ସ୍ତ୍ରୀ ଶୁଚଳା ମାଝୀ ଙ୍କ ଗତକାଲି ରାତିରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବାର!-->…
ସଖା ସହୋଦର କାଳିଆ ଠାକୁର
ଆହେ "ଦୟାମୟ "ହେ ବିଶ୍ବ ଠାକୁର ଅନ୍ତରେ ଖୋଜୁଛି ମୁଁହିଭେଟହେଉ ନାହିଁ ବାଟେ ଘାଟେ ମୋର ତୁମ୍ଭକୁ ପାଇବା ପାଇଁ।ଦେଖିଲି ସପନ ତୋ ରୂପ!-->…
ମହିଳା ଗୋଷ୍ଠୀ ପରିବର୍ତ୍ତେ ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ସଠିକ ପଞ୍ଜିକରଣ ଦାବି
ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ଚାଷୀ ମାନଙ୍କର ସଠିକ ପଞ୍ଜିକରଣ କରିବାପାଇଁ କାନ୍ତିଓ-ପୁଟସାହି ଗ୍ରାମପଞ୍ଚାୟତର ଚାଷୀ ମାନେ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗତ ବର୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା, ଦାୟୀତ୍ୱହୀନତା, ଭୁଲ ପରିଚାଳନା!-->…
ସମାଜିକ ସୁରକ୍ଷା ଯୋଜନା କାହାପାଇଁ , ୭୭ ବର୍ଷ ବୟସରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା !
ଗରିବ, ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତାହା କେତେଦୂର ଯୋଗ୍ୟ ହିତାଧିକାରୀଙ୍କ ପାଖେ ପହଞ୍ଚି ପାରୁଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଲିବୋରେଇ ପଂଚାୟତ!-->…
ମହାପ୍ରଭୁ
କାହାକୁ ଦେଇଛଧନ ରତ୍ନ ମାଳାକାହାକୁ ଗୋଟା ଖପରା,ସଭିକୁ୍ଂ ତୁମେଟିଜନମ ଦେଇଛତେବେ କିପାଁହିଂସା ପରା॥୧
ମହାପ୍ରଭୁ ……ତେବେ…..କି ଭୁଲ ହୋଇଲାଜନମ ମୋର ତମାଟି ଝାଟି ରୂଅ ଘରେ,ଆଶିଷ କିବା ଯେବରଷିବ ନାହିଁମୋ ଭଗାଂ ଚାଳିଆ ଘରେ ?॥୨
ମହାପ୍ରଭୁ… ମୋ ଭଗାଂ…….ଶଖଂ ମଲ ମଲଘରେ ଖାଲି ପ୍ରଭୁଝଲ!-->!-->!-->!-->!-->…
ବିବାହିତା ମହିଳାଙ୍କ ଆତ୍ମହତ୍ୟା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଆଜି ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି।ଖବରରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡ ନଂ-୭ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଅକ୍ଷୟ ବେହେରା ଙ୍କ ସାନ ଝିଅ ଦୀପା ବେହେରା(୨୬) ନୟାଗଡ଼ ଜିଲ୍ଲାର ନୂଆଗାଁ ଥାନା!-->…
ନୂଆବଗ ପଞ୍ଚାୟତ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ
ହିନ୍ଦୋଳ ବ୍ଲକ ରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶ୍ରମିକ ହାତବାନ୍ଧି ବସିଥିବା ବେଳେ ଏଠାରେ ମେସିନ ଦ୍ୱାରା କାର୍ଯ୍ୟ କରାଯାଇ ଲକ୍ଷାଧିକ ଟଙ୍କା ମିଥ୍ୟା ବିଲ କରାଯାଇଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଳକ ନୂଆବଗ!-->!-->!-->…
ପୋଖରୀରେ ବସ୍ତ୍ରବଦଳା ଗୃହ ନିର୍ମାଣ ପାଇଁ ଦାବି
ଭୁବନ ଆର୍ଯ୍ୟ ସନାତନ ସଂସ୍କୃତି ର ନଈ ବା ପୋଖରୀ କୂଳରେ ଯେତେସବୁ ସଂସ୍କାର ଆଧାରିତ କାର୍ଯ୍ୟ କରାଯାଇଥାଏ । ଯେପରିକି ମୁଣ୍ଡନ କର୍ମ , କଳସ ବୁଡ଼ାଇବା , ଜଳ ଆନୟନ , ଶୁଦ୍ଧିକ୍ରିୟା ଆଦି ଅନେକ ଧାର୍ମିକ କାର୍ଯ୍ୟ କରିବାକୁ ସହରରେ ପୋଖରୀର ଆବଶ୍ୟକତା ଅଛି । ଭୁବନ ରେ କେତୋଟି ପୋଖରୀ!-->!-->!-->…