News
lipub
samparksetu

ଗୁରୁ ପୂର୍ଣ୍ଣିମା ଭାବନା

"ଗୁ' ଅନ୍ଧକାର ଅଜ୍ଞାନପ୍ରକାର "ରୁ' କାର ତହୁଁ ନିବୃତ୍ତିସାଧକଜୀବନ କଲ୍ୟାଣ କାରଣ ଶ୍ରୀ ଗୁରୁ ପଦେ ପ୍ରଣତି l ଋଷିତ୍ୱ ଦେବତ୍ଵ ଜାଗୃତିର ମନ୍ତ୍ର ଦାନେ ସଦା ତତପରତୁମରି କୃପାରେ ଦିବ୍ୟ

ଶୋଚନୀୟ ଅବସ୍ଥାରେ ଗୁଡ଼ିଆକାଟେଣୀ ଟ୍ରାଫିକ ଛକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଆକାଟେଣୀ ଟ୍ରାଫିକ ଛକ ବର୍ତ୍ତମାନ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଟି ୫୫ନଂ ଜାତୀୟ ରାଜପଥ ଏବଂ ହିନ୍ଦୋଳ ଉପଖଣ୍ଡ କୁ ସଂଯୋଗ କରୁଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶତାଧିକ ଭାରୀଯାନ ଚଳାଚଳ କରୁଛି ।

ଜାତୀୟ ରାଜପଥକୁ ଅବରୋଧ କଲେ ପଥରଖମ୍ବ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ରାସ୍ତାରୋକ କରିଛନ୍ତି ପଥରଖମ୍ବ ଗାଁର ଗ୍ରାମବାସୀ । ପଥରଖମ୍ବ ଛକ ନିକଟରେ ସର୍ଭିସ ରୋଡ଼ ନହେବା ଓ ବସଷ୍ଟାଣ୍ଡ ବିଶ୍ରାମଗାରକୁ ପ୍ରାୟ ୫ଶହ ମିଟର ଦୂରତାରେ ତିଆରି କରିବା ଭଳି ଦାବି ନେଇ ଗାଁର ଶହ ଶହ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ;ଢେଙ୍କାନାଳ ସମେତ ୭ଟି ଜାଗାରେ ଚଢ଼ାଉ

ନିମାପଡା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଚାଲିଛି ଚଢ଼ାଉ । ଏକ କାଳୀନ ୭ଟି ଜାଗାରେ ଚାଲିଛି ଚଢ଼ାଉ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନରେ ରେଡ ଚାଲିଛି । ଏଥିସହିତ ପୈତୃକ ଗାଁ ଗୁଣଦେଈ ସମେତ ଢେଙ୍କାନାଳ ସହରର ୪ଟି ଜାଗାରେ ଛାନଭିନ ଚାଲିଛି ।

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁର ଠାରେ ଅବସ୍ଥିତ ଏହାର କାରଖାନାରେ ଜୁଲାଇ ୪ ରୁ ୧୦ ତାରିଖ ମଧ୍ୟରେ ବର୍ତମାନ ଚାଲିଥିବା ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳିତ ହୋଇଯାଇଛି । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସ୍ଥାନୀୟ ଲୋକ ଓ

ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଉଦଘାଟିତ

ହିନ୍ଦୋଳ ବିଧାୟିକା ସୀମା ରାଣି ନାୟକଙ୍କ ପ୍ରଚେଷ୍ଟାରେ ଆଜି ଉପଖଣ୍ଡ ର ପାଞ୍ଚଗୋଟି ପଂଚାୟତ ରେ ୫ ଗୋଟି ନୁତନ ରାଜସ୍ବ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି। ଉପଖଣ୍ଡ ର ଗଣ୍ଡାନାଳୀ,ଚିତ୍ତଲପୂର୍, କାରନ୍ଦା, କନ୍ତିମିଲି ଓ ବାଉଁଶ ପୋଖରୀ ଠାରେ ନୂତନ ରାଜସ୍ବ କାର୍ଯ୍ୟାଳୟ କୁ ହିନ୍ଦୋଳ

ଜିଲ୍ଲାରେ ଯୁକ୍ତ ଦୁଇରେ ସିଟ ୧୨ ହଜାର ୫୭୬; ମାଟ୍ରିକ ପାସ କରିଛନ୍ତି ୧୫ ହଜାର ୯୧୦ ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଳାରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ୧୫ ହଜାର ୯୧୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଯୁକ୍ତ ଦୁଇରେ କଳା,ବିଜ୍ଞାନ ଏବଂ ବାଣିଜ୍ୟରେ ମୋଟ ୧୨ ହଜାର ୫୭୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାଇବାର ସୁଯୋଗ ରହିଛି । ଏହାପରେ ୩ ହଜାର ୩୩୪ଜଣ ଛାତ୍ରଛାତ୍ରୀଙ୍କ

ଏନଟିପିସି ଗଜମରା ପୁନଃ କାର୍ଯ୍ୟାରମ୍ଭ ପାଇଁ କଳ୍ପନା ଜଳ୍ପନା !

ଢେଙ୍କାନାଳ ସଦର ବ୍ଳକ ସପ୍ତଶଯ୍ୟା ଠାରେ ଦୀର୍ଘ ୧୪ବର୍ଷ ଧରି ଏନଟିପିସି କୁ ଜମି ଦେଇ କ୍ଷତିଗ୍ରସ୍ତ ପ୍ରଜାମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ସରକାର ଜମି ଅଧିଗ୍ରହଣ ପରେ ସେହି ଜମିରେ ପୁଣି ଥରେ ପାୱାର ପ୍ଲାଣ୍ଟ କରିବାକୁ ମସୁଧା ଚଳାଇଥିବାର ଜଣାପଡିଛି । ସଦର ବ୍ଲକ ଅନ୍ତର୍ଗତ

ବାହୁଡି ଯିବା ସଅଳ

ବାହୁଡାର ବେଳ ହେଲାଣି ଠାକୁରବାହୁଡି ଯିବା ସଅଳମୋର ବାହୁଡାର ସମୟ ଆସୁଛିକାଳ ତ ଦେଲାଣି ଠାର। ବାହୁଡିବାକୁ ତ ପଡିବ ନିଶ୍ଚୟଦିନେ ନିଜ ନିଜ ସ୍ଥାନଜୀବକୁ ଯେ ବାର୍ତ୍ତା କରୁଛ ପ୍ରଦାନଆହେ ପ୍ରଭୁ ନାରାୟଣ। ତୁମେତ ଆସିବ ଶ୍ରୀମନ୍ଦିର ବିଭୁଜୀବ ଯିବ ତୁମ ପାଶଜୀବ ପାଇଁ ତୁମ ଚରଣ ନିବାସଆହେ

ବାହୁଡ଼ା ବିଜୟ

ଲୀଳାମୟ ହରି ଭକ୍ତେ ଧନ୍ୟ କରି ନବ ଦିନ ଯାତ୍ରା ଅନ୍ତେବାହୁଡା ବିଜୟ କରିଦୟlମୟ ଧନ୍ୟ କରନ୍ତି ଜଗତେ l ସର୍ବ ବେଦ ମୟ ସର୍ବଦେବ ମୟ ବିଶ୍ଵମୟ ବିଶ୍ଵରୂପନେତି ନେତି ବେଦ ବନ୍ଦଇ ଯେ
error: Content is protected !!