News
lipub
samparksetu

ବାଇକ କୁ ପଛରୁ ଘୋଷାଡ଼ି ନେଲା ହାଇୱl ; ଘଟଣା ସ୍ଥଳରେ ସମାଜସେବୀ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କାରନ୍ଦା ପଞ୍ଚାୟତ ଅନ୍ତର୍ଗତ ଦୁର୍ଲଭପୁର ଛକ ରେ ଆଜି ଅପରାହ୍ନ ସମୟ ପ୍ରାୟ ସାଢେ ତିନିଟା ବେଳେ ଏକ ଦଶ ଚକିଆ ହାଇୱl ଏକ ବାଇକ କୁ ପଛରୁ ଧକ୍କା ଦେବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି l ସୂଚନା ଥାଉ କି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହାଣି ହତ୍ୟା ଉଦ୍ୟମ କଲା ସ୍ୱାମୀ

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପନିକିରେ ହାଣି ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗାଁରେ । ଗାଁର ପ୍ରମୋଦ ରାଉତରାୟ ନିଜ ସ୍ତ୍ରୀ ମଲାରୁଣୀ ରାଉତରାୟଙ୍କୁ ପନିଖିରେ ହାଣି

ଅଜଣା ଗାଡି ଧକ୍କାରେ ଯୁବକ ଙ୍କ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡସୁଆଁଳ ଠାରେ ଅଜଣା ଗାଡି ଧକ୍କାରେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ବଡ଼ସୁଆଁଳ ବାଲିସାହି ଗ୍ରାମ ର ଦୀପ୍ତିରଞ୍ଜନ ସାହୁ l ସୂଚନା ଅନୁସାରେ ଦୀପ୍ତିରଞ୍ଜନ କାମାକ୍ଷାନଗର ରୁ କାମସାରି ବାଇକ ଯୋଗେ ନିଜ ଗାଁ

୧୩୪ କୋଟିରେ ବିକ୍ରିହେଲା ଶକ୍ତି ସୁଗାର୍ସ କାରଖାନା

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବ ବୃହତ ଚିନି କାରଖାନା ଶକ୍ତି ସୁଗାର୍ସ ଶେଷରେ ବିକ୍ରି ହୋଇଯାଇଛି ।ଶକ୍ତି ସୁଗାର୍ସ କାରଖାନାକୁ ଚେନାଇ ସ୍ଥିତ ଇଣ୍ଡିଆନ ପଟାସ ଲିମିଟେଡ ୧୩୪କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିଥିବା ବେଳେ ରାଜିନାମା ସ୍ୱାକ୍ଷର ଅନୁସାରେ ଜୁଲାଇ ୧ ତାରିଖରୁ ନୂତନ

ଘୋଷ ଯାତ୍ରା

ଆଷାଢ଼ ଶୁକ୍ଳ ଦ୍ଵିତୀୟା ଗୋ ଫୁଲ ବଉଳ ବେଣୀଶ୍ରୀକ୍ଷେତ୍ରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତପଡେ ଉଠେ ବଡ଼ଦାଣ୍ଡ ଗୋ ଫୁଲ ବଉଳ ବେଣୀ... । ତାଳଧ୍ୱଜେ ବଳଭଦ୍ର

ଆଦିତ୍ୟଙ୍କ ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଞ୍ଚାୟତ ତୋରଡାନାଳୀ ଗ୍ରାମର ଆଦିତ୍ୟ ଅଜଣା ରୋଗରେ ପୀଡ଼ିତ ହୋଇ ଦୀର୍ଘ ୩ ବର୍ଷହେବ ଯନ୍ତ୍ରଣାରେ ଛଟପଟ ହେଉଛି । ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନଥିବା ବେଳେ ସମସ୍ତ ପ୍ରକାର ସାହାଯ୍ୟ ଯେଗାଇ ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତିଶୃତି ଦେଇଥିବାର

ଡିକି ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର ଥାନା ମେଡିକାଲ ସାମ୍ନା ରୁ ବାଇକ ଡିକି ଭାଙ୍ଗି ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟିଲେ ଦୁର୍ବୃତ୍ତ l ସୂଚନା ଅନୁସାରେ ପରଜଙ୍ଗ ଥାନା ଗୁରୁଜାଙ୍ଗୁଲି ଉପ୍ରା ବିଦ୍ୟାଳୟ ର ଶିକ୍ଷକ ବିଜୟ କୁମାର ସାହୁ ବିଦ୍ୟାଳୟ ର ଏମଡ଼ିଏମ ଟଙ୍କା ଉଠାଇବାପାଇଁ କାମାକ୍ଷାନଗର ସ୍ଥିତ ପଞ୍ଜାବ

କାମାକ୍ଷାନଗର ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ନେଲେ ବିଭୁତି ଭୂଷଣ

କାମାକ୍ଷାନଗର ସମବାୟ ସମିତି ର ନିର୍ବାଚନ ଆଜି ଶେଷ ହୋଇଯାଇଛି l ବରିଷ୍ଠ ବ୍ୟବସାୟୀ ବିଭୁତି ଭୂଷଣ ମହାନ୍ତି କାମାକ୍ଷାନଗର ସମବାୟ ସମିତି ର ସଭାପତି ଭାବେ ନିର୍ଦ୍ୱନ୍ଦ ରେ ମନୋନୀତ ହୋଇଛନ୍ତି l ସମୁଦାୟ ପନ୍ଦର ଜଣ ନିର୍ଦ୍ଦେଶକ ରହିଥିବା କାମାକ୍ଷାନଗର ସମବାୟ ସମିତି ରେ ସମସ୍ତେ ନିର୍ଦ୍ୱନ୍ଦ

ଅଦିନ ବର୍ଷା

ସେଦିନ ଘରକୁ ବାଇକ୍ ରେ ଫେରିଲା ବେଳକୁ ରାତି ୧୧ ଟା ପାଖାପାଖି । ଅବଶ୍ୟ ସାଙ୍ଗରେ ବନ୍ଧୁ ଜଣେ ଥାଆନ୍ତି । ଝିପି ବର୍ଷା ଆରମ୍ଭ ହେଇଗଲା, ହାଲକା ବିଜୁଳିବି ମାରୁଥାଏ । ବାଇକ୍ ର ସ୍ପିଡ୍ ଟିକେ ବଢେଇ ସାରିଥାଏ ।ଘର ଆହୁରି ୧୩/୧୪ କିଲୋମିଟର ଥାଏ । ଜଙ୍ଗଲ ରାସ୍ତା । ରାସ୍ତାର ଦୁଇପାଖରେ
error: Content is protected !!