News
lipub
samparksetu

ଅଗ୍ନିପଥକୁ ନେଇ ଜିଲ୍ଲା କଂଗ୍ରେସର ଧାରଣା

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଅଗ୍ନିପଥ ଯୋଜନାକୁ ବିରୋଧ

ମହିଳା ଏବଂ କୃଷକ ମାନଙ୍କ ପାଇଁ ଆର୍ଥିକ ସହାୟତା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ଥିବ। ଏସଏସଜି ଗ୍ରୁପ ଏବଂ କଷୃକ ମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାର ଜଣାପଡିଛି। ଚଳିତ ଖରିଫ ଋତୁରେ ମହିଳା ଏସଏସଜି ଗ୍ରୁପଏବଂ କୃଷକ ମାନଙ୍କ ଜୀବନ ଜିବୀକା ପାଇଁ ଜିଲ୍ଲା ଶାଖା ଆଇସିଆଇ ସଙ୍ଗଠନ ପକ୍ଷରୁ ବ୍ଲକରେ ଥିବ। ୨୧ଟି

ଟ୍ରକ ଚଢାଇ ଦୋକାନ ଭାଙ୍ଗିଲା ଡ୍ରାଇଭର

ଢେଙ୍କାନାଳ ଜିଲ୍ଲା ଭୁବନରେ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ରବିବାର ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୁର୍ଗା ବଜାର ଅଞ୍ଚଳର ପାଞ୍ଚଟି ଦୋକାନ ସହ ରଙ୍ଗିଲା ଢ଼ାବା ସମୁଖ ରେ ଥିବା ଗୋଟିଏ ଦୋକାନ କୁ ଜଣେ ଡ୍ରାଇଭର ଟ୍ରକ ଚଢାଇ ଭାଙ୍ଗି ଦେଇଥିବା ଭୁବନ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଘେରାଉ କଲେ ଅଭିଭାବକ

କଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡ଼ିବ ତାଲା । ଏଭଳି ଚେତାବନୀ ଦେଇଛନ୍ତି କଳାଙ୍ଗ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ।ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଚେତାବନୀ ଦେଇଛନ୍ତି ।

ପହିଲି ବର୍ଷା

ବର୍ଷର ପ୍ରଥମ ବର୍ଷା ଟୋପା ଯେବେତ ଦେହେ ପଡ଼ିଲା ସାଥୀ,କେତେ ଯେ ସୁନ୍ଦର ଲାଗୁଥିଲ ତମେସତେକିବା ରାଜ ହଂସି । କୁମଳ ଦେହରେ ବରଷା ର ଛିଟାପଡୁଥିଲା ଯେତେ ଥର,ଉଢ଼ଣି ରେ ତମେ ଦେହକୁ ତୁମରଢାଙ୍କୁ ଥିଲ ବାରମ୍ବାର। ତଥାପି ଏଇ ଅମାନିଆ ବରଷାବୁଝେ ନାହିଁ ସେଇ କଥା,ପ୍ରତେକ ଟୋପା ରେ

ହିନ୍ଦୋଳ ଏନଏସି ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ; ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ ,କଲେ ରାସ୍ତା ରୋକ

ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭର ଙ୍କ ପତ୍ନୀ ଓ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଖବରରୁ ପ୍ରକାଶ ଜେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୮ ପଟଣା ରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ୩ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର

ଗଁଦିଆ ସରକାରୀ ହାଇସ୍କୁଲ ରେ ଶିକ୍ଷକ ମରୁଡି

ଗଁଦିଆ ସରକାରୀ ହାଇସ୍କୁଲ ରେ ବର୍ତ୍ତମାନ ଦେଖିବାକୁ ମିଳିଛି ଶିକ୍ଷକ ମରୁଡି ,ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଏଠାରେ ଶିକ୍ଷାଦାନ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଅଛି ଯାହାକୁ ନେଇ ଅଭିବାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉକ୍ତ ବିଦ୍ୟାଳୟଟି୧୯୬୨ମସିହାରେ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଗ୍ରାମୀଣ ଯୁବବର୍ଗଙ୍କ ପାଇଁ ‘ବାହ୍ୟ ନେତୃତ୍ୱ ଶିବିର’ ଆୟୋଜିତ

ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ଓ ପାରସ୍ପରିକ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର ଏକ ପ୍ରମୁଖ ପଦକ୍ଷେପ ‘ବାହ୍ୟ ନେତୃତ୍ୱ ଶିବିର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜୁନ୍ ୨୩ ତାରିଖରେ ଢେଙ୍କାନାଳର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା

ଘରେ ଧକ୍କା ହେଲା କାର: ଚାଳକ ମୃତ୍ୟୁକୁ ନେଇ ସନ୍ଦେହ !

ହିନ୍ଦୋଳ ଏନଏସି ରେ ଆଜି ସନ୍ଧ୍ୟା ୭ ଟାରେ ଏକ କାର ଜନୈକ ଘରେ ଧକ୍କା ଦେବା ଏବଂ ପରବର୍ତ୍ତୀ ସମୟରେ ଚାଳକ ଙ୍କ ଦେହରେ କିଛି କ୍ଷତ ନଥାଇ ମୃତ୍ୟୁ ବରଣ କରିବା ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି।ଏହି ଘଟଣା କୁ ନେଇ ନିରପେକ୍ଷ ତଦନ୍ତ କରାଯିବା କୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସୂଚନା

ସମବାୟ ସମିତି ନିର୍ବାଚନ କୁ ବିରୋଧ

କାମାକ୍ଷାନଗର ବ୍ଲକ ମହୁଲପାଳ ସମବାୟ ସମିତି ର ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ l ମାତ୍ର ସମବାୟ ସମିତି ନିର୍ବାଚନ କୁ ବିରୋଧ କରୁଛନ୍ତି କିଛି ପ୍ରାର୍ଥୀ l ପ୍ରାର୍ଥୀ ମାନଙ୍କ କହିବା ଅନୁସାରେ ସମବାୟ ନିର୍ବାଚନ ସମବାୟ ସମିତି ପରିସରରେ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା l
error: Content is protected !!