ଯୁବକ ନିଖୋଜ ,ଥାନାରେ ମାମଲା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ନୂଆବଗ ପଞ୍ଚାୟତର ସରାସିଂ ଗ୍ରାମର ଜଣେ ଯୁବକ ଆଜକୁ ୧୧ଦିନ ଧରି ନିଖୋଜ ଅଛନ୍ତି।ସୂଚନା ଅନୁଯାୟୀ , ନୂଆବଗ ପଂଚାୟତର ଅନ୍ତର୍ଯ୍ୟାମୀ ସାହୁଙ୍କର ୨୩ବର୍ଷୀୟ ପୁଅ ଗଣେଶ୍ୱର ସାହୁ ଅନଗୁଳ ଜିଲ୍ଲାର ବଂରପାଳ ବୁଢ଼ାପଙ୍ଗ ଠାରେ ଏକ ମେସ ରେ ରୋଷେୟା କାର୍ଯ୍ୟ!-->…
ଫେରିଲାନି ବର୍ଷା
ଶିକ୍ଷିତ ଅଭିଆଡି ପିଲାଟି ରେନି ରାଇମ୍ ଗାଉ ଗାଉଓଦା ସରସର ହୁଏ ବାଲକୋନିର କାଚଇଂରାଜୀ ବହି ମଲାଟ ଦେହରେ ତିଆରେ ଡଙ୍ଗା,ନେଡି ଉଠା ନାବିକଟେ ପରି ପାଚେରୀକଟାନାଳରେ ଜାହାଜକୁ ଦିଏ ଆଲବିଦାଗଳି ଶେଷ ବଙ୍ଗଳାରୁ ଗାଳି ଖାଇଫେରୁଥାଏ ସହରର ଉଦାସ ବର୍ଷାଷ୍ଟ୍ରିଟଲାଇଟ୍ ତଳେ ଆତ୍ମାହୁତି ଦିଏ!-->…
ମୋ ଗାଁ
"ଦିବ୍ଯ ମନୋହର ଶୀତଳର ଧାରା କୁଳୁକୁଳୁ ନାଦ ଦେଇ,ଅବାଞ୍ଛିତ ଆଶା କିରଣକୁ ନେଇ ବହିଯାଏ ମୋ ଗାଁ ଦେଇ ।"
"ଦେଇ ଉପଦେଶ ମାନବ ଜାତିକୁ ନ ହୋଇ ସ୍ୱାର୍ଥପର,କରି ଯାଅ ଘର ଅନ୍ୟର ପରାଣେ ବହିଯାଏ ଏହା କହି ।"
"ଅବୋଲକରା ଏ ସତେଜ ପବନ ମୋ ଗାଁ ର ଦେହ ଛୁଇଁ,ଶିଖେଇ ଯାଏ ସେ ଅଲିଭା ସ୍ପର୍ଶକୁ ,!-->!-->!-->!-->!-->…
କାର ବାଇକ ମୁହାଁମୁହିଁ ଧକ୍କା ; ଜଳିଗଲା ବାଇକ,୨ମୃତ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷୋରିସିଆପଦା ଗ୍ରାମ ପଞ୍ଚାୟତ ଅଧୀନ ଢୋଲ ପଥର ସନ୍ନିକଟ ରାସ୍ତାରେ ଆଜି ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି ,ଏଥିରେ୨ଜଣ ଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳ!-->!-->!-->…
ଯୋରନ୍ଦା ଶିଶୁବିଦ୍ୟା ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହିମାଗାଦି ସ୍ଥିତ ଯୋରନ୍ଦା ଶିଶୁବିଦ୍ୟା ମନ୍ଦିର ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋରନ୍ଦା ଶିଶୁ ଵିଦ୍ୟାମନ୍ଦିର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରାଉତ ଯୋଗଦେଇ ବିଦ୍ୟା ଦାୟିନୀ ମା ସାରଦା ଙ୍କ ନିକଟରେ ଦ୍ୱିପ!-->…
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବେଲବଣିଆ ଛକ ରେ ବାଇକ ଦୁର୍ଘଟଣା l ସୂଚନା ଅନୁସାରେ ବାଘୁଆ ଗ୍ରାମର ଦୁଇ ଜଣ ଶ୍ରମିକ ସୁଶାନ୍ତ ପ୍ରଧାନ (୨୭) ତୁଷାର ପ୍ରଧାନ (୨୧) କାମକରିବା ପାଇଁ ବାଲିକୁମା ଯାଉଥିବାବେଳେ ବେଲବଣିଆ ଛକ ରେ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ଗୋଟିଏ ଗାଈ ସହିତ!-->…
ବିଦ୍ୟୁତ ଫ୍ୟୁଜ ସଜାଡୁଥିବା ବେଳେ ଜଳିଗଲେ ଯୁବକ ,ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ବିଦ୍ୟୁତ ଫ୍ୟୁଜ ସଜାଡୁଥିବା ବେଳେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି । ଗୁରୁତର ଯୁବକ ଜଣକ କଣ୍ଟାପାଳ ଗାଁର ବିନୟ ପଧାନ । ବିନୟ ବିଦ୍ୟୁତ ଫ୍ୟୁଜ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ।
ତାଙ୍କୁ!-->!-->!-->…
ଲୋକାର୍ପଣ ହେଲା ଶ୍ୱେତପଦ୍ମା ଙ୍କ ଲିଖିତ ଉପନ୍ୟାସ “ସଖୀ କଣ୍ଢେଇ”
ଚଳିତ ମାସ ଜୁନ୍ ୧୯ ତାରିଖ ରବିବାର ଅପରାହ୍ନ ୪ଟାରେ ବର୍ଷା ପବ୍ଲିକେସନ୍ ଦ୍ବାରା ଔପନ୍ୟାସିକା ଶ୍ୱେତପଦ୍ମା ପାଢ଼ୀଙ୍କ ପ୍ରଥମ ଉପନ୍ୟାସ "ସଖୀ କଣ୍ଢେଇ"ର ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ।
ଶ୍ୱେତପଦ୍ମା ପାଢ଼ୀ ଢେଙ୍କାନାଳ!-->!-->!-->…
ପିତା ମାତାଙ୍କ ସ୍ମୁତି ଚିର ସବୁଜ
ପିତା ମାତାଙ୍କ ସ୍ମୁତି ଚିର ସବୁଜସେ ଆମ ସ୍ରଷ୍ଟାସ୍ରଷ୍ଟା ଙ୍କୁ ଭୁଲିବା ଜୀବନ ରେ କେବେନୁହଁଇ ସମ୍ଭବଏ ଶରୀର ର ପ୍ରତି ସ୍ନାୟୁ ରେତାଙ୍କର ବୁନ୍ଦା ବୁନ୍ଦା ରକ୍ତ ପ୍ରବାହ ପ୍ରତି କ୍ଷଣଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତଆମର ଭାବନା,ଚିନ୍ତନ ହୃଦୟେଆମ ଜୀବନରେ କେବଳ ପିତା ମାତାଙ୍କ ସ୍ମୁତି
ଆଜି!-->!-->!-->…
ଆମ୍ ଆଦମୀ ପାର୍ଟି ସଦସ୍ୟ ମାନଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ସମସ୍ୟାର ଆସୁ ସମାଧାନ ପାଇଁ ଜିଲ୍ଲା…
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମ ଚନ୍ଦ୍ର ପୁରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି l ଏ ସମ୍ପର୍କରେ ବ୍ଲକ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ପରିଦର୍ଶନ କରିଥିଲେ ଏବଂ ତାର ଆସୁ!-->…