News
lipub
samparksetu

ଯାତନା

ଅଗ୍ନି ଦାବାନଳେ ଜଳୁଛି ଶରିରକ୍ଷଣେ କ୍ଷଣେ ପୋଡ଼ି ମୁଠେ ପାଉଁସଅଗ୍ନି ପିଣ୍ଡୁଳା କୁ ବୋହି ବୋହି ନିତିଶରିରେ ଅନେକ ଜନ୍ତ୍ରଣା ଦୁଃଖ।ତଥାପି ଚାଲିଛି ଚାଲିଛି ଏକାହୁଏନାହିଁ ଇତସ୍ତତମୃତ ମଣିଷ ର ଦୁଃଖ ବା କଅଣସୁଖ ର ସ୍ଵାଦ ତ ସାତ ସପନ। ଆଜି ମୁଁ ଫୁଙ୍ଗୁଳା ବେଢଙ୍ଗି ଶରିରେରଙ୍ଗିନ ପୋଷାକ

ଢେଙ୍କାନାଳ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଶ୍ରୀ ସିଦ୍ଧ ବଳରାମ ଜୀଉ ବିଜେ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଉପ ଜିଲ୍ଲାପାଳ ତଥା ନିର୍ବାହୀ

ପାଣ୍ଡୁରାମ ଙ୍କ ପାଇଁ ବାସଗୃହ ପାଲଟିଛି ବିଦ୍ୟାଳୟର ବାରଣ୍ଡା

ସରକାର ଦେଉଥିବା ଗରିବ ଆଦିବାସୀ ଲୋକଙ୍କୁ ସମସ୍ତ ପ୍ରକାରର ଯୋଜନାରୁ ବାଦ ପଡିଯାଇଛନ୍ତି ଏହି ବୃଦ୍ଧ ଦମ୍ପତି। ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା,କଙ୍କଡ଼ାହାଡ଼ ବ୍ଲକ, ମକୁଆକାଟେଣି ପଞ୍ଚାୟତ ଅଧିନରେ ଥିବା ରଗଡାସାହି ର ପାଣ୍ଡୁରାମ ସିଙ୍କୁ ଙ୍କ କଥା। ସରକାରଙ୍କ ତରଫରୁ ୧୯୯୬ ମସିହାରେ ଏକ ଆବାସ

ରଜ ମଉଜ

ବରଷକେ ଥରେ ଆସିଛି ରଜସାଥିରେ ଧରିଣ ନୂଆ ମଉଜସଭିଙ୍କର ଆଜି ବଡ଼ ପରବଧରଣୀରାଣୀର ରଜ ଉତ୍ସବ।୦।ରଜ ପାଳିବାକୁ ଏ ତିନି ଦିନକୁଆଁରୀ ଝିଅଙ୍କ ଆନନ୍ଦ ମନପାଦରେ ଅଳତା ରଙ୍ଗ ରଂଜାଇନୂଆ ପୋଷାକରେ ଦେହ ସଜାଇ।୧। ଆନନ୍ଦରେ ଦୋଳିଗୀତକୁ ଗାଇଦୋଳିଗୀତେ ଚତୁର୍ଦ୍ଦିଗ କମ୍ପାଇଘରେ ଘରେ ହୁଏ କଉଡ଼ି

ବିଶ୍ୱ ରକ୍ତଦାନ ଦିବସରେ ଟାଟା ଷ୍ଟିଲ ମେରାମଣ୍ଡଳୀ ରେ ୨୩୭ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ୱ ରକ୍ତଦାନ ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୋଟ୍ ୨୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଟାଟା ଷ୍ଟିଲର ବରିଷ୍ଠ

ବରିଷ୍ଠ ନାଗରିକ ଗୃହରେ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଦୟାନନ୍ଦ ସର୍ଭିସ୍ ମିସନ୍ ପରିଚାଳିତ ବରିଷ୍ଠ ନାଗରିକ ଗୃହରେ ଆଜି ରଜମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋରନ୍ଦା ସରପଞ୍ଚ ଆରତୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧ନଂ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନ୍ନରା,ସମିତି ସଭ୍ୟ

ସରକାରୀ ସାହାଯ୍ୟକୁ ଚାହିଁ ବସିଛନ୍ତି କିଡିନୀ ରୋଗୀ ସନ୍ତୋଷ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ,କିଛି ଜାଣିନପାରିବା ହେତୁ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଆବଶ୍ୟକ ସ୍ଥଳେ କାମରେ ଲାଗିଲାନି। ତେବେବି ଭଗ୍ନ ମନରେ ବଞ୍ଚିବାର ଆଶା ରଖି ଜୈନକ କିଡିନୀ ଓ ଲିଭର ଜନିତ ରୋଗରେ ଆକ୍ରାନ୍ତ ବ୍ୟକ୍ତି

୪ଦଫା ଦାବି ନେଇ ରାସ୍ତାରୋକ କଲେ ଛାତ୍ରଛାତ୍ରୀ ; ପ୍ରତିଶୃତି ପରେ ରାସ୍ତା ରୋକ ହଟିଲା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ଛକ ନିକଟରେ ୪ଦଫା ଦାବି ନେଇ ରାସ୍ତାରୋକ କରିଥିଲେ ବଡଝରା ଗ୍ରାମବାସୀ ଓ ଶତାଧିକ ଛାତ୍ରଛାତ୍ରୀ । ଗାଁରେ ପାନୀୟ ଜଳ ସମସ୍ୟା ,ଉଠା ଜଳସେଚନ ପ୍ରକଳ୍ପରେ ସରକାରଙ୍କ କୋଟି କୋଟି ଟଙ୍କା ହଡପ ଏବଂ ଚାଷ ଜମିରେ ପାଣି ନମାଡିବା
error: Content is protected !!