News
lipub
samparksetu

ମୋ ଗାଁ

ଯେତେ ସୁନ୍ଦର ହେଉ ସେ ନଗର ଇନ୍ଦ୍ରପ୍ରସ୍ଥ ସମତଥାପି ଭଲ ମୋ ସବୁଜ ଗାଁ ଟି ହେଉ ବା କ୍ଷୁଦ୍ରତମ।ଯେତେ

କାମାକ୍ଷାନଗର ଏନଏସି ର ଦ୍ଵିତୀୟ ସମନ୍ୟୂୟ ବୈଠକ ଅନୁଷ୍ଠିତ

କାମାକ୍ଷାନଗର ଏନଏସି ର ଦ୍ଵିତୀୟ ସମନ୍ୟୁୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକ ରେ ଏନଏସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଁ ବିରଜା ପ୍ରସାଦ ରଥ ଅଧ୍ୟକ୍ଷତା କରିଥିବା ବେଳେ କାମାକ୍ଷାନଗର ର ନଗରପାଳ ଧର୍ମାନନ୍ଦ ପରିଡା ମୁଖ୍ୟ ଅତିଥି

ଟ୍ରକ ସହିତ ବାଇକ ମୁହାଁ ମୁହିଁ ଧକ୍କା ; ୨ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପାଙ୍ଗାତିରl ପାଖରେ ଟ୍ରକ ସହିତ ବାଇକ ଧକ୍କାରେ ୨ ଜଣ ଗୁରୁତର ହୋଇଛନ୍ତି ।ସୂଚନା ଅନୁସାରେ କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମ ଠାରେ ଆଜି ଅପରାହ୍ନ ୪ ଘଟିକାରେ କଣ୍ଟାପାଳ କଲୋନୀ -୨ ର ଦୁଇଜଣ ବ୍ୟକ୍ତି କଣ୍ଟାପାଳ ରୁ ବିରିବୋଲେଇ ଯିବା ବେଳେ,

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛପଟୁ ଧକ୍କା ଦେଲା ବୋଲେରୋ, ମାଆ ଗୁରୁତର ଝିଅ ମୃତ

ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ର କାନଖାଇ ଗ୍ରାମର ସୁକାନ୍ତି ସାହୁ , ମୀନା ସାହୁ ଓ ସେଶ ଦେହୁରୀ ଭୁବନରୁ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଶେଷ ଦେହୁରୀ ବାଇକ୍ ଯୋଗେ ଦୁଇ ମହିଳାଙ୍କୁ ଧରି ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଭୁବନ

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର

କାମାକ୍ଷାନଗର ଥାନା କାକୁଡିଆ ଗ୍ରାମ ପୂର୍ତ୍ତ ବିଭାଗ ରାସ୍ତାରେ ଭାରସାମ୍ୟ ହରାଇ ଜଣେ ଯୁବକ ଗୁରୁତର ହୋଇଛନ୍ତି l ଗୁରୁତର ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ଦିଘି ଗ୍ରାମର ଅବିନାଶ ବେହେରା (୨୫) l ସୂଚନା ଅନୁସାରେ ଅବିନାଶ ନିଜ ବାଇକ ଯୋଗେ କାମାକ୍ଷାନଗର ରୁ ନିଜ ଗ୍ରାମ ଦିଘି କୁ

ଦୁଇ ଜୁଆଡି ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୋଲିସ ଶନିବାର ରାତି ପ୍ରାୟ ୧୧.୩୦ ସମୟରେ ସାରୁଆଳି ଗ୍ରାମ ଶବର ସାହି ଆମ୍ବ ତୋଟା ନିକଟରେ ଚଢାଉକରି ଦୁଇ ଜୁଆଡିଙ୍କୁ ଗିରପ କରିବା ସହ ନଗଦ ୩୧ହଜାର ୧୫୦ ଟଙ୍କା ଜବତ କରିବା ସହ ଜୁଆ ପାଇଁ ବ୍ୟବହୃତ ସଂରଞ୍ଜାମ,ଏକ ଗ୍ୟାସ ଲାଇଟ ଓ ଏକ ମଟର ସାଇକେଲ ଜବତ

ଜରାଜୀର୍ଣ୍ଣ ଅବସ୍ଥାରେ ୧୭୫ ବର୍ଷର ଭଣ୍ଡାରଘର ,ସଂରକ୍ଷଣ ପ୍ରତି ଦୃଷ୍ଟି ଦେଉନି ପ୍ରଶାସନ

ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ୧୭୫ ବର୍ଷର ଭଣ୍ଡାରଘର । ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରାଚୀନ ଐତିହ ଏବଂ ଧ୍ଵସଂ।ଭିମୁଖୀ । କପିଳାସ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏଠାରେ ଥିବା ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଭଣ୍ଡାର ଘର ଏବେ ଭୁଶୁଡିବା ଅଵସ୍ଥାରେ

ଉଲଗ୍ନ ଉପତ୍ୟକା

ପରସ୍ତ ପରସ୍ତ ପାଖୁଡା ମେଲିଅସଂଖ୍ୟ ଫୁଲ ଙ୍କ ଅପରୂପ ମେଳିଉପତ୍ୟକାରେ ସର୍ଜେ ନବବଧୂର ଭ୍ରମ ।ମହମହ ବାସ୍ନାରେ ଇଲାକା ମହକି ଉଠେପାତଳୀତନୁ ଧରି ପେନ୍ଥା ପେନ୍ଥା ଫୁଲଲାଜେଇ ଉଠନ୍ତି ରବିକିରଣ ର ପହିଲି ସ୍ପର୍ଶରେ ॥ ଝଡ ପୂର୍ବର ନୀରବତା କିନ୍ତୁ ସ୍ପଷ୍ଟ ବାରି ହୋଇପଡେନିମିଷକ ମଧ୍ୟେ

ଅଜଣା ଯୁବକ ଙ୍କ ଚିକିତ୍ସlଧୀନ ଅବସ୍ଥାରେ ମୃତ୍ୟୁ

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମ ଛକ ନିକଟରେ ଜଣେ ଅଜଣା ଯୁବକ ଙ୍କ ମୃତଦେହ ଉଦ୍ଧାର ହୋଇଛି l ଯୁବକ ଜଣକ ବାଇସିଙ୍ଗା ଛକ ନିକଟରେ ମୁର୍ମୁଷ ଅବସ୍ଥାରେ ପଡିରହିଥିଲେ l କିଛି ଗ୍ରାମବାସୀ ଏ ସମ୍ପର୍କ ରେ ଖବର ପାଇ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ଫୋନ ମାଧ୍ୟମରେ

ସତ୍ୟସାଇ ନିଳୟମ ପକ୍ଷରୁ ରକ୍ତଦାନ ଶିବିର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସମ୍ମୁଖରେ ରହିଥିବା ଓଁ ଶ୍ରୀ ଶ୍ରୀ ସତ୍ୟସାଇ ନିଳୟମ ପ୍ରାଙ୍ଗଣରେ ଶନିବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ନିଳୟମର କନଭେନର ବିକାଶ କୁମାର ନାୟକଙ୍କ ନେତୃତ୍ୱରେ ପରିଚାଳିତ ଶିବିରରେ ଜିଲ୍ଲା ସେବା କୋଡ଼ିନେଟର ବ୍ରଜବନ୍ଧୁ ଚିନାରା ମୁଖ୍ୟ
error: Content is protected !!