ଭିଜିଲାନ୍ସ ସ୍କାନର ରେ ହିନ୍ଦୋଳ ଏସଡିପିଓ, ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ
ଭିଜିଲାନ୍ସ ସ୍କାନର ରେ ଖାକି ବାବୁ, ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକଙ୍କୁ ଧରିଲା ଭିଜିଲାନ୍ସ ବିଭାଗ ।
ସୂଚନା ଅନୁଯାୟୀ ହିନ୍ଦୋଳ ଅଞ୍ଚଳର ଜଣେ ପଥର ଖଣି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏସଡିପିଓ, ତେବେ ଆଜି!-->!-->!-->!-->!-->!-->!-->…
ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଆଜିଠାରୁ ବୁକିଂ ଆରମ୍ଭ
୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ ଆଜିଠାରୁ ବୁକିଂ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ (ସିଆମ୍) ପକ୍ଷରୁ!-->!-->!-->…
ପାରିବାରିକ କଳହରୁ ଆତ୍ମହତ୍ୟା !
ଢେଙ୍କାନାଳ ସଦର ଥାନା ସରଖିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର କାମଦେବ ଷେଣ୍ଢ ସ୍ତ୍ରୀର ପରକୀୟା ପ୍ରିତି ଯୋଗୁଁ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ସରଖିଆ ଗ୍ରାମର କାମଦେବ ଦୁବାଇରେ ଏକ କମ୍ପାନୀରେ ଚାକିରି କରି ପରିବାର ପୋଷଣ କରନ୍ତି। ବର୍ଷକୁ ଥରେ!-->…
ଗାଧୋଇବା ହେଲା କାଳ ,ପୋଖରୀରେ ବୁଡି ବୃଦ୍ଧ ମୃତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାସୋଡା ଗାଁରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କଙ୍କଡାସୋଡା ଗାଁର ଏକାଦଶୀ ନାୟକ । ଏକାଦଶୀ ଗାଧୋଇବା ପାଇଁ ଗାଁ ଖଣ୍ଡିଆବନ୍ଧ ପୋଖରୀକୁ ଯାଇଥିଲେ ।
ଅସାବଧାନତା କାରଣ ହେତୁ ପୋଖରୀରେ ବୁଡି ଯାଇଥିଲେ । ତାଙ୍କ ମୃତ!-->!-->!-->…
କାକର ବିନ୍ଦୁ
ମୁଁ କାକର ବିନ୍ଦୁଟିଏଏମିତି ସବୁଦିନ ରାତିରେ ଝରିପଡ଼େ l
କେବେ ଚାନ୍ଦିନୀ ରାତି ର ଜୋଛନାରେ ଭିଜେ,,ତ କେବେ ଉଆଁସ ରାତିରଆକାଶ କୁ ଖୋଜେ l
ପୁଣି ସବୁଦିନ ସକାଳର ସୁନେଲିକିରଣ ରେ ମୋ ଅସ୍ତିତ୍ବ କୁ ହଜେଇ ଦିଏ l
ମୋର ବି ଇଚ୍ଛା ଥାଏ କେବେ କାହାର ତୃଷ୍ଣାମେଣ୍ଟାଇ ଦିଅନ୍ତି କି...
!-->!-->!-->!-->!-->!-->!-->!-->!-->…
ଶହେ ଫୁଟ ଉପରୁ ପଡି ଶ୍ରମିକ ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତର ୧୪୯! ନମ୍ୱର୍ ଜାତୀୟ ରାଜପଥ କଡ଼ରେ କୂଲେଇ ଗ୍ରାମରେ ଗଢି ଉଠିଛି ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ। ଦୈନନ୍ଦିନ ଏଠାରେ ୫୦୦ ରୁ ୬୦୦ ପ୍ରତ୍ୟେକ ବିଭାଗରେ କାମ କରନ୍ତି। ଏଠାରେ ସୁରକ୍ଷାର ସେଭଳି କିଛି ପଦକ୍ଷେପ ନିଆ ଯାଇ!-->…
ଏକକାଳୀନ ୫ଟି ଦୋକାନରୁ ସିରିଜ୍ ଲୁଟ, ସୁରକ୍ଷା ବ୍ୟବସ୍ଥା କୁ ଖୋଲାଖୋଲି ଚ୍ୟାଲେଞ୍ଜ !
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଲେଜ ବାଇପାସ୍ ଛକ ନିକଟରେ ଥିବା ୫ଟି ଦୋକାନରୁ ଏକ କାଳୀନ ଭାବେ ସିରିଜ୍ ଲୁଟ ଘଟିଛି । ତେବେ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ନଗଦ ୨୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଥିବା ସ୍ୱଚନା ମିଳିଛି ।
ସୂଚନା ଅନୁଯାୟୀ!-->!-->!-->!-->!-->…
ପ୍ରେମିକ ବେଦନା
ଭରା ମେଘାଚ୍ଛନ୍ନ ମୋ ପୃଥିବୀ ଆଜିବିଶ୍ବାସ ଆଉ ଶପଥ ଛକାପଞ୍ଝା ରେଜାଣେନା କିପରି ଦେବି ଆଶ୍ୱାସନାହୃଦୟକୁ ମୋର କେଉଁ ଭରସାରେ !
ହତଭାଗ୍ୟ ମୁଁ କି ଭାଗ୍ୟ ମୋର ହେଲାଭାଗ୍ୟହୀନ ପ୍ରେମକାବ୍ୟ ଅଧ୍ୟାୟେଅସଫଳ ପ୍ରେମିକ ସାଜିଲି ସେ ପଥେପ୍ରାପ୍ତ ନୋହିଲା ସିଦ୍ଧି ପ୍ରେମକାବ୍ୟେ।
ଶୁଆ ପାଇ ତା!-->!-->!-->!-->!-->…
ବିଜେପି ଦଳର ଅବସରପ୍ରାପ୍ତ ସୈନିକ ମାନଙ୍କ ବୈଠକ ଅନୁଷ୍ଠିତ
ଆଜି ନିମବାହାଳି ନିକଟସ୍ଥ ସାପ୍ତାହିକ ହାଟ ପଡ଼ିଆ ରେ ବିଜେପି ଦଳର ଅବସରପ୍ରାପ୍ତ ସୈନିକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଦଳର ବରିଷ୍ଠ ନେତା ରବିନାରାୟଣ ସାହୁ ଙ୍କ ଆହ୍ୱାନ କ୍ରମେ ଏହି ବୈଠକରେ ଅବସରପ୍ରାପ୍ତ ସୈନିକ ମାନଙ୍କ ସହିତ ଅନ୍ୟାନ୍ୟ କର୍ମୀମାନେ ଯୋଗ ଦେଇ ବର୍ତ୍ତମାନର!-->…
ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ସମର ଫିଏଷ୍ଟା- ୨୦୨୨ ଅନୁଷ୍ଠିତ
ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ସମର ଫିଏଷ୍ଟା - ୨୦୨୨ ମେ ୨୭ ଠାରୁ ଆରମ୍ଭ ହେଇଛି। ଏହା ୮ ଦିନ ଧରି ଚାଲିବ। ଏହାକୁ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସାହୁ ଶୁଭ ଉଦଘାଟନ କରିଥିଲେ। ଏହି ସମର ଫିଏଷ୍ଟା ରେ ୧୦ ଗୋଟି ଗେମ ସାମିଲ ହୋଇଛି।
ଭାରତ ର ଲୋକ ପ୍ରିୟତା ଚେସ ଗେମ!-->!-->!-->…