ଅଗ୍ନିକାଣ୍ଡ ରେ ଜଳିଗଲା ତିନି ବଖରା ଘର
ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର। ଘରେ ଗୋଟିଏ ସ୍କୁଟି ଏବଂ ସମସ୍ତ ଆସବାପତ୍ର ଓ ଖାଦ୍ୟଶସ୍ୟ ସହ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ପୋଡି ପାଉଁସ ହୋଇଯାଇଛି। ସୂଚନା ମୁତାବକ କାମାକ୍ଷାନଗର ଥାନା ବାଇଶିଙ୍ଗା ଗ୍ରାମ ନୂଆ ସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା।
ଗ୍ରାମର ଶିଶିର!-->!-->!-->…
ଖାଲିଖାଲି ରେ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ : ଅଧା ଡାକ୍ତର ପଦବୀ ଫାଙ୍କା
ଢେଙ୍କାନାଳ ଜିଲ୍ଲା ର ସର୍ବବୃହତ ଉପଖଣ୍ଡ ଭାବେ କାମାକ୍ଷାନଗର ଉପଖଣ୍ଡ କୁ ବିବେଚନା କରାଯାଏ l ଏହି ଉପଖଣ୍ଡ ରେ ଥିବା ବହୁପୁରାତନ ମେଡିକାଲ ର ସ୍ଥିତି ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି l ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର ନା ଅଛନ୍ତି କର୍ମଚାରୀ l କହିବାକୁ ଗଲେ ଏଠାକୁ ଆସୁଥିବା!-->…
ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଓଲଟିଲା ମିନି ଟ୍ରକ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ବକ ଶ୍ରମିକ ବୋଝେଇ ମିନି ଟ୍ରକ ଓଲଟି ପଡିବାରୁ ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।!-->…
ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ନାଟିମା ଗ୍ରାମରେ ଥିବା ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ବରିଷ୍ଠ କର୍ମକର୍ତ୍ତା ନାରାୟଣ ପ୍ରସାଦ ବେହେରା କହିବା ଅନୁଯାୟୀ ଏହି ବିଶେଶ୍ୱର ମହାଦେବ ମନ୍ଦିର!-->…
ବାଡ଼ୁଅ ସାବିତ୍ରୀ ବିଧାନ
ଶୁଣ ସୁଜନେ ଦେଇ ମନ......! ବାଡ଼ୁଅ ସାବିତ୍ରୀ ଆଖ୍ୟାନକେମିତି କରିବ ଏ ବ୍ରତ ହୋଇବ ନିଶ୍ଚେ ଫଳ ପ୍ରଦ.....!!
ଏ ପୂଜା ସରଳ ବିଧାନ......! ବୁଝେଇ ଅଛି ଅବଧାନପଢିବ ଦେଇ କରି!-->!-->!-->…
୫ଟି ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ,ରଙ୍ଗ ଲଗାଇ ଚଳୁ କରିନେଲେ ଲକ୍ଷାଧିକ ଟଙ୍କା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାରିହାପୁର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି ସ୍କୁଲ୍ କାର୍ଯ୍ୟରେ ଅନିୟମିତତା ର ଅଭିଯୋଗ ଆଣିଲେ ଅଭିଭାବକ। ଓଡ଼ିଶା ସରକାର ବିଦ୍ୟାଳୟ ଗୁଡିକରେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରୁଛନ୍ତି ୫ଟି ସ୍କୁଲ୍ । କିନ୍ତୁ ଏଠି ୫ଟି ନାରେ ଟଙ୍କା!-->…
ଅଭିଶପ୍ତ କୃଷକ
ହେ କୃଷକ………ଧରଣୀବୁକୁରେ ଲଙ୍ଗଳମୁନରେଅକ୍ଷତ ଚି଼ହ୍ନର ଦାଗ |ପ୍ରାରମ୍ଭକର ଭୀମହୁଙ୍କାରେପ୍ରଚଣ୍ଡ ନିଦାଘେରାଗ ||
ହେ କୃଷକ…………..ଶସ୍ୟସମ୍ଭାର ଅଙ୍କୁରିତବୀଜର ହୃଦରେ !!!ଅନାୟସରେ ଲହୁଲୁହମେଞ୍ଚାକରିଲୋଟିପଡ ଧରାବକ୍ଷରେ |ହେ କୃଷକ………….ବସୁନ୍ଧରାକୁ ପିନ୍ଧାଅ ସବୁଜପାଟଶାଢ଼ୀବିଧିରବିଧାନ!-->!-->!-->!-->!-->…
ରାଜ୍ୟର ଏକମାତ୍ର ଗୋ-ସଦନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଗ୍ରାମଠାରେ ଥିବା ରାଜ୍ୟର ଏକମାତ୍ର ସର୍ବ ବୃହତ ଗୋ ସଦନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଏହା ଦୀର୍ଘଦିନ ହେବ ବନ୍ଦ ପଡିଛି। । ଏହି ଗୋସଦନର ଜମିକୁ କେତେକ ବ୍ୟକ୍ତି ଜବର ଦଖଲକରି ଘରଦ୍ବାର ନିର୍ମାଣ କରିଥିବା ବେଳେ ଏଠାରେ!-->!-->!-->…
ଘରେ ପଶି ଲୁଟିଲେ ସୁନାଚେନ୍ !
ଭୁବନ ଏନଏସି ୱାର୍ଡ ନମ୍ବର ୩ ଅନ୍ତର୍ଗତ ଭୁବନ ସିଭିଲ କୋର୍ଟ ବାଉଣ୍ଡାରି ୱାଲ କୁ ଲାଗି RWSS ସେକ୍ସନ କମ୍ପାଉଣ୍ଡ କ୍ଵାଟର ଭିତରେ ପଶି କିଛି ଦୁର୍ବୃତ୍ତ ମହିଳାଙ୍କ ବେକରୁ ୧୭ ଗ୍ରାମର ଏକ ସୁନାଚେନ ଛିଡାଇ ନେଇଯିବାର ଅଭିଯୋଗ ହୋଇଛି ।
RWSS ସେକ୍ସନ ରେ କାର୍ଯ୍ୟରତ ଶ୍ରୀଯୁକ୍ତ ପ୍ରମୋଦ!-->!-->!-->…
ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଗଣିତ ବିଭାଗରେ ବାର୍ଷିକ ଉତ୍ସବ
ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଗଣିତ ବିଭାଗର ବାର୍ଷିକ ଉତ୍ସବ ପଠନ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ତାଙ୍କର ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ସେମାନଙ୍କୁ!-->!-->!-->…