News
lipub
samparksetu

ତୁମେ ଗଲା ପରେ

ତମାମ ଆକର୍ଷଣରେ ବିରାମ ଲଗେଇ ଦେଇ,ତୁମେ ଗଲା ପରେ,କେବଳ ମୁଁ ଆଉ ମୁଁ ଅଛି,ତୁମେ କ'ଣ ଭାବିଥିଲ !?ମୁଁ ବି କ'ଣ ମୋଠାରେ ବିରାମ ଲଗେଇ ଥା'ନ୍ତି?? କେମିତି ଲଗେଇ ଥା'ନ୍ତି !!ଏ ମୋ ପଣରେ ଏବେ ବି ପା' ତୁମେ ଅଛ,ଦୂରତା ଲମ୍ବି ଗଲେ କ'ଣ ହେଲା,ଏବେ ବି ମୁଁ ପା' ତୁମପାଖେ ଝୁଣ୍ଟୁଛି,ସେ ନଥିବା

ଓଡ଼ାପଡ଼ା ରେ ଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଜି ଓଡ଼ାପଡ଼ା ବ୍ଲକ ପରିସର ମଧ୍ୟରେ ଜିଲ୍ଲା ପାଳ ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଜନ ସାଧାରଣଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଗ୍ରହଣ କରି ସେ ସବୁର ସମାଧାନ କରିବା ପାଇଁ ବିଭିନ୍ନ ବିଭାଗର

ଜାତୀୟ ରାଜପଥ ୫୩ର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷାନଗର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ଆଳତୁମା ଠାରୁ ଜିରିଡାମାଳି ପର୍ଯ୍ୟନ୍ତ ରାସ୍ତା ର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଳତୁମା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ

ସଡ଼କ ଦୁର୍ଘଟଣା ରେ ସ୍ତ୍ରୀ ମୃତ ,ସ୍ଵାମୀ ଆହତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଢେଙ୍କାନାଳ-ଭାପୁର ରାସ୍ତାର ବଡଧୋଡା ଛକ ଠାରେ ସଡ଼କ ଦୁର୍ଘଟଣା ଘଟିଛି, ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଆହତ ହୋଇଛନ୍ତି । ସୂଚନା ମୁତାବକ ସିମିନଇ ଗ୍ରାମର ବିଭୁତି ସିଂତାଙ୍କ ପତ୍ନୀ ବାସନ୍ତୀ ଙ୍କୁ ନେଇ ବାଇକ ଯୋଗେ ନୂଆ ପାଟଣା

ଚୁମ୍ବନର ରଙ୍ଗ

ଚୁମ୍ବନର ରଙ୍ଗ ଖୋଜୁ ଖୋଜୁପହଞ୍ଚିଲି ଯାଇକ୍ଷତାକ୍ତ ଏକ ହୃଦୟ ପାଖରେବେହିସାବୀ ଗୋଟେ ମତୁଆଲାରଟଳମଳ ହଳେ ଓଠ ପାଖରେ...ସମାନ ସେଇ ନାଲି ରଙ୍ଗ ! ତୃଷାର୍ତ୍ତ ଚଞ୍ଚୁ, କ୍ଷତରୁ ଧାରଧାର ବହୁଥିବା ରକ୍ତ ଓବୈଶାଖ କରାଘାତରେ ଫୁଟିଥିବା କୃଷ୍ଣଚୂଡ଼ାର ପାଖୁଡ଼ାସବୁଠି ସେଇଦାଉଦାଉ ଏକା ନାଲି ରଙ୍ଗ !

ସାପ କାମୁଡାରେ ମହିଳା ମୃତ

କାମାକ୍ଷାନଗର ଥାନା ବାଇଶିଙ୍ଗା ପଞ୍ଚାୟତ ତେନ୍ତୁଳିସିଙ୍ଗା ଗ୍ରାମରେ ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ପ୍ରଶନ କୁମାର ପଣ୍ଡାଙ୍କ ସ୍ତ୍ରି ସରୋଜିନି ପଣ୍ଡା(୫୫)। ସୂଚନା ଅନୁଯାୟୀ , ଗତକାଲି ସରୋଜିନି ଘରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ

ଢେଙ୍କାନାଳ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ପ୍ରଗତିଶୀଳ ଅନୁଷ୍ଠାନ ମାନଙ୍କ ମହାମଂଚ

ଭୌଗଳିକ ଦୃଷ୍ଟି କୋଣରୁ ଢେଙ୍କାନାଳ ରାଜ୍ୟ ରାଜଧାନୀ ନିକଟରେ ଅବସ୍ଥିତ । ସ୍ୱାଧୀନତା ଆନ୍ଦୋଳନରୁ ଏଯାବତ୍ ସ୍ୱାଧିନୋତର ବାରତ ବର୍ଷକୁ ଢେଙ୍କାନାଳର ଅବଦାନ ଅତୁଳନୀୟ । ଏଇଠି ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜିରାଉତ ଠାରୁ ଆରମ୍ଭ କରି ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ

ସହର ମଧ୍ୟରୁ ୧୨ଫୁଟର ଅଜଗର ଉଦ୍ଧାର

ଢେଙ୍କାନାଳ ସହରର ଖମାର ସାହିଠାରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ୧୨ଫୁଟର ଅଜଗରକୁ ଉଦ୍ଧାର କରିଛି ସାପ ଉଦ୍ଧାର କରି ଦଳ । ଏହି ୧୨ ଫୁଟର ଅଜଗର ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଂଗଲରେ ଛାଡି ଦିଆଯାଇଛି। ସୁଚନା ଅନୁଯାୟୀ ଖମାର ସାହିର ଦେବାଶିଷ ରଥଙ୍କ ଘର ଏକ ଅଜଗର ସାପ ପସି ଯାଇଥିଲା।

ମହୁଲଖୋଳିରେ ହରିଜନ ପରିବାର ଉପରେ ଆକ୍ରୋଶ ;୧୦ ହଜାର ନଦେଲେ ନିଆଁ ପାଣି ବାସନ୍ଦ,ଉପଜିଲ୍ଲାପାଳଙ୍କୁ ଫେରାଦ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଦେଓଗାଁ ଫାଣ୍ଡି ମହୁଲଖୋଳି ଗ୍ରାମରେ ପୂର୍ବ ଶତୃତାକୁ ନେଇ ଗ୍ରାମ କମିଟିର କିଛି ବ୍ୟକ୍ତି ଏକଛତ୍ରବାଦ ଶାସନ ଚଳାଇଛନ୍ତି । ବ୍ୟକ୍ତିଗତ ଶତୃତାକୁ ନେଇ ହରିଜନ ପରିବାରକୁ ୧୦ ହଜାରଟଙ୍କା ନଦେଲେ ନିଆଁପାଣି ବାସନ୍ଦ କରିବା ସହିତ ଜମିରେ ଗାତ ଖୋଳି ଦେଇଥିବା

ଶିକ୍ଷାଦାନ ର ବିକଳ ଚିତ୍ର, ଗୋଟିଏ କକ୍ଷରେ ଚାଲିଛି ପାଠପଢ଼ା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ (କ) ପ୍ରାଥମିକ ବିଦ୍ୟାଳୟ ଟି ଏବେ ବହୁତ୍ ଅବ୍ୟବସ୍ଥା ଭିତରେ ଗତି କରୁଚି । ଶିକ୍ଷାଦାନ ପାଇଁ ଯେଉଁ ମୌଳିକ ବ୍ୟବସ୍ଥା ଟିକେ ରହିବା କଥା ଏଠାରେ ନାହିଁ । କେବଳ କାଗଜ କଲମ ରେ ଏହା ଚାଲିଲା ଭଳି ମନେହୁଏ । ସରକାର
error: Content is protected !!