News
lipub
samparksetu

୬ ଦିନ ହେଲା ଜଳ ଯୋଗାଣ ବନ୍ଦ, ନାଳପାଣି ଭରସାରେ ଗାଁ

ଭୁବନ ବ୍ଲକ ସୁରପ୍ରତାପପୁର ଗାଁରେ ଜଳକଷ୍ଟ ଦେଖାଦେଇଛି l ପ୍ରଚଣ୍ତ ରୌଦ୍ର ତାପ ସାଙ୍ଗକୁ ଜଳ କଷ୍ଟ ଦୁଃଖକୁ ଦ୍ବିଗୁଣିତ କରିଛି l ୬ ଦିନ ହେଲା ପାଣି ମଟର ପୋଡି ଯାଇଥିବାରୁ ଗାଁର ପାଞ୍ଚ ହଜାର ଲୋକଙ୍କ ଭରସା ପାଲଟିଛି ଡମଶାଳ ନାଳର ଚୁଆ ପାଣି l ସୂଚନାଯୋଗ୍ୟ ଗ୍ରାମରେ ବସୁଧା ଯୋଜନାରେ ରହିଛି

ନିଦାଘ

ନିଦାଘ ଆସିଲା ଆଣିଲା ଉପହାର ଶୁଣ ହେ ସଂସାର ନରନାରୀଖାଇବା ତରଭୂଜ ଆମ୍ବଫଳ ଆଦି ଅଟେ ଏ ଦେହକୁ ଉପକାରୀ ll ଚତୁର୍ଦିଗେ ହେଲାଣି ଜଳାଭାବ ଆଜି ଏ

ରାଜ୍ୟର ସର୍ବ ବୃହତ ଚିନି କାରଖାନା ବିକ୍ରି ପାଇଁ ମସୁଧା !

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବବୃହତ ଚିନି କାରଖାନା ଶକ୍ତି ସୁଗାର୍ସ ବିକ୍ରି ହେବାକୁ ସବୁପ୍ରକାର ମସୁଧା ଚାଲିଛି । ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଉଥିବା ବେଳେ ଶକ୍ତି ସୁଗାର୍ସ ବନ୍ଦ ହେବା ଆଶଙ୍କାରେ ଶ୍ରମିକ ପରିବାର ଆଶା ଆଶଙ୍କାରେ ରହିଛନ୍ତି ।

ମଢି ମହିମା ଆଶ୍ରମ

ମହିମା ଗୋସେଇଁ ହେଉଛନ୍ତି ଏ ଧର୍ମର ଆଦି ପ୍ରବର୍ତ୍ତକ । ମହିମାଧର୍ମ ର ଇତିହାସ ଅନୁଯାୟୀ, ମହିମା ଗୋସେଇଁ ନିଜ ୬୪ ଜଣ ଅନୁଗାମୀ ସିଦ୍ଧ ସନ୍ନ୍ୟାସୀଙ୍କୁ ବକ୍କଳ ଭେକ ପ୍ରଦାନ କରି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରବଜ୍ୟାରେ ଧର୍ମ ପ୍ରଚାର ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ

ମାଳ ମାଳ ମୋବାଇଲ ଟାୱାର, ଖୋଲା ଖୋଲି ଚାଲିଛି ନିୟମ ଉଲଂଘନ

ଢେଙ୍କାନାଳ ଜିଲ୍ଲାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଯେଉଁଠି ଦେଖିବ ମାଳ ମାଳ ମୋବାଇଲ ଟାୱାର । ଜନଗହଳି ଭିତରେ ହେଉକି ଗାଁ ଭିତରେ ସହରର ଘର ଉପରେ ଏବଂ ଜନ ବହୁଳ ସ୍ଥାନରେ ଏହି ମୋବାଇଲ ଟାୱାର ରହିଛି । ଏହି ଟାୱାର ଦ୍ୱାରା ୩ଶହ ମିଟର ପରିଧି ଭିତରେ ରହୁଥିବା ଲୋକମାନଙ୍କ ଜୀବନ ପ୍ରତି ବିପଦ

୬ ଦଫା ଲଗାଇ ଘଟଣାକୁ ରଫାଦଫା କରିଦେଲା ପୋଲିସ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡା ଗ୍ରାମର ଜନୈକ ଯୁବକ ସେହି ଗ୍ରାମର ଅନ୍ୟଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ମାମଲା ରୁଜ୍ଜୁ କରି ୬ ଦଫା ଲଗାଇବା ପରେ ମାମଲାକୁ କୋର୍ଟକୁ ନଦେଇ

ରାଜ୍ୟ ବାହାରେ ଥାଇ ଗାଁରେ ମନରେଗାର ଶ୍ରମିକ ,ସନ୍ଦେହରେ ଜିଆରଏସ ଭୂମିକା

ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ରେ ମନରେଗା ଯୋଜନାର ଗୋଟିଏ ପରେ ଗୋଟିଏ ଦୁର୍ନୀତି ର ଗୋମର ପେଡି ଖୁଲୁଛି ।ଗୁରୁଜାଙ୍ଗୁଲି ଗ୍ରାମ ସାନ ବଂଧ (କୋଡ଼ ନମ୍ବର-୨୪୦୭୦୦୫୦୦୭/WH/୧୦୩୮୬୧୨୮) ପୁନଃ ଉଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୧-୨୦୨୨ ରେ ୫ ଲକ୍ଷ ଟଙ୍କା

ଜହ୍ନ ଆଲୁଅର ଛାଇ

ନିରାଳା ରାତି ର ନିରଳା ଭାବନାହଜେଉଛି ଦୁଇ ମନ,ଦୁଇ ହାତ ସହ ନିବିଡ଼ ବନ୍ଧନମିଶୁଛି ଦୁଇ ନୟନ । ହୃଦୟ ସ୍ପନ୍ଦନ ବଢ଼ି ବଢ଼ି ଚାଲେଲୁଚି ପାରୁନି ଏ ପ୍ରେମ,ଜହ୍ନ ଆଲୁଅ ର ଛାଇ ଆସି ପାଖେସଜାଏ ନୂଆ ସପନ । ପ୍ରେମୀ ଯୁଗଳ କୁ ଦେଖି ମୁରୁକି ହସୁଛିଯୋଛନ୍ନା ରାତି ର ଜହ୍ନ,ଶୀତଳ ପବନ ଛୁଁଉଛି

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ ଭୁବନ ପଟୁ ଦ୍ରୁତଗତିରେ ଆସୁଥିବା ବେଳେ ଆଜି ଦିନ ୧ ଘଟିକା ସମୟରେ ଏକ ବାଇକ ମାଡ କରିଥିଲା। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇ ଢେଙ୍କାନାଳ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ତେବେ ଜଣେ ମୃତ୍ୟୁ ବରଣ

ମାଛ ଧରିବାକୁ ଯାଇ ବୁଡ଼ିଗଲେ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପୋଖରୀରୁ ମାଛ ଧରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ଧୀବରଙ୍କର ମୃତ୍ୟୁ ହୋଇଛି । ମୃତ ଧୀବର ଜଣଙ୍କ ପରଜଙ୍ଗ ଥାନା ଡମୋଳ ଗାଁର ନେଉଳ ଓରଫ ସଞ୍ଜୟ ସାମଲ । ସଞ୍ଜୟ ନିଜ ସାଥି ମାନଙ୍କ ସହିତ ବସୋଇ ଗାଁ ପୋଖରୀରେ ମାଛ ଧରୁଥିବା ବେଳେ ଗଭୀର
error: Content is protected !!