ଦର୍ଶନ କରିବାକୁ ଯାଇଥିଲେ ;କପିଳାସ ବାରଵାଙ୍କରେ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
କପିଳାସ ବାରବାଙ୍କରେ ଅଘଟଣ । ଦର୍ଶନ ପାଇଁ ଯାଉଥିବା ବେଳେ ଓଲଟି ପଡିଲା ଯାତ୍ରୀବାହୀ ଅଟୋ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା ।
ସୂଚନା ମୃତାବକ ଅନୁଗୁଳ ଜିଲ୍ଲାର ତଳମୂଳ ଗ୍ରାମର କିଛି ଯୁବକ ବାବାଙ୍କ ଦର୍ଶନ କରିବାପାଇଁ ଗତରାତି ୧୨ଟା ସମୟରେ ଯାଉଥିଲେ। ଅଟୋଟି!-->!-->!-->…
ରସାସିଂହରେ କିଡନୀ ରୋଗ ଆତଙ୍କ ;୧୨ରୁ ଅଧିକ ମୃତ,୨୦ରୁ ଅଧିକ ଚିକିତ୍ସିତ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ରସାସିଂହ ଗ୍ରାମରେ କିଡନୀ ରୋଗ ଆତଙ୍କ ଖେଳିଯାଇଛି । ବର୍ଷ ବର୍ଷ ଧରି କିଡନୀ ରୋଗର ଶିକାର ହୋଇ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚିକିତ୍ସିତ ହେଉଥିବାର ଜଣାପଡିଛି ।କିଛି ଦିନ ମଧ୍ୟରେ ୧୨ରୁ ଅଧିକ ଲୋକଙ୍କ ଜୀବନ ଅକାଳରେ!-->…
ଶ୍ୟାମାଚରଣପୁର,ଆନନ୍ଦ ନଗର, କାଠଗଡ଼ା ଅଂଚଳରେ ବିଦ୍ୟୁତ ସରବରାହ ବ୍ୟାହତ ଯୋଗୁଁ ଜନ ଅସନ୍ତୋଷ
ଢେଙ୍କାନାଳ ମ୍ୟୁନିସିପାଲିଟିର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ୟାମା ଚରଣପୁର, ଆନନ୍ଦ ନଗର ଓ କାଠଗଡ଼ା ଅଞ୍ଚଳରେ ତା.୦୫.୦୫.୨୦୨୨ ରିଖ ଅପରାହ୍ଣ ୦୩ ଘଟିକା ସମୟରୁ ନିରବଛିନ୍ନ ଭାବରେ ପ୍ରବଳ ଝଡ଼, ବର୍ଷା,କୁଆ ପଥର ମାଡ଼ ଓ ଦ୍ରୁତବେଗରେ ପବନ ବୋହିବା ଯୋଗୁଁ, ଟ୍ରାନ୍ସଫର୍ମମରରେ!-->…
ଢେଙ୍କାନାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ; ଖୋଲା ଆକାଶ ତଳେ ସନ୍ତାନ ପ୍ରସବ !
ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସୁଛି । ଡାକ୍ତରଖାନା ଅଛି ରୋଗୀ ମଧ୍ୟ ଆସୁଛନ୍ତି , କିନ୍ତୁ ଡାକ୍ତର ଖାନାରେ ଉପଯୁକ୍ତ ଚିକିତ୍ସା ମିଳୁ ନଥିବା ଅଭିଯୋଗ ହୋଉଛି ।
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ୍ ବିରାଶାଳ ଡାକ୍ତରଖାନାରେ ଦେଖିବାକୁ!-->!-->!-->…
ତୁ ମୋ ଆଖିର ତାରା
କେତେ ପୁଣ୍ୟ କରି ପାଇଛି ରେ ଧନ ଏହି ଜନମରେ ତୋତେ।।ତୋ ପାଖରେ ତୁଚ୍ଛ ସ୍ଵର୍ଗ ସୁଖ ସବୁ ଧନ୍ୟ କରି ଅଛୁ ମୋତେ।।ଦଶମାସ!-->…
ବଜ୍ରାଘାତରେ ଶଳା ଓ ଭିଣୋଇ ମୃତ !
କଙ୍କଡାହାଡ ଥାନା ମକୁଆକାଟେଣି ଗ୍ରାମରେ ବଜ୍ରାଘାତରେ ଶଳା ଭିଣୋଇଙ୍କ ମୃତ୍ୟୁ ହୋଇଛି ।ମୃତକ ୨ଜଣ ହେଲେ ମକୁଆକାଟେଣି ଗ୍ରାମର ଦେବଦତ୍ତ ପଧାନ ଓ ଚକାପାଳ ଗ୍ରାମର ପ୍ରକାଶ ପଧାନ।
ସୂଚନା ଅନୁଯାୟୀ , ଅପରାହ୍ନରେ ୨ଜଣ ଯାକ ସାଙ୍ଗ ହୋଇ ଗ୍ରାମ ନକିଟସ୍ଥ କାଜୁ ଜଙ୍ଗଲକୁ ଗୋଟାଇବାକୁ ବେଳେ!-->!-->!-->…
ସନ୍ଧ୍ୟା
ସନ୍ଧ୍ୟା ଆସେ,ନିରୀହ ପକ୍ଷୀର ହୃଦୟ ଖୋଲା କାକଳିରେ,କବିର ଅନ୍ତର ମନେ କଳ୍ପନାର ଡେଣାରେ,ଅସ୍ତାଚଳ ସୂର୍ଯ୍ୟରଅପସରୀତ ହେଉଥିବା ଚେନାଏ ସୂର୍ଯ୍ୟଲୋକେ,ଚଉଁରାର ତଳେ ପବିତ୍ର ଦୀପାଲୋକେ
ସନ୍ଧ୍ୟା ଆସେ,ମୁକ ଅରୁନ୍ଧତୀ ତାରାର ଦିପିଦିପି ଆଭାରେଝାପ୍ସା ଡିବିରି ଆଲୁଅଛବି ବହିର ପୃଷ୍ଠାରେଗାଉଁଲି!-->!-->!-->…
ଅଂଶୁଘାତ ରେ ଚାଲିଗଲା ଟ୍ରଲି ଚାଳକଙ୍କ ଜୀବନ !
ଢେଙ୍କାନାଳ ଜିଲ୍ଲାରେ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ୩ରେ ପହଁଚିଛି । ବୁଧବାର ମଧ୍ୟାହ୍ନରେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ।ୱାର୍ଡ ନଂ୨ ନଟାକଟା କଲୋନୀର ଜଣେ ଟ୍ରଲି ଚାଳକ ନିଜ ଘରକୁ ଫେରିଥିଲେ ।
ବିଶ୍ରାମ ନେବାକୁ କହିବାରୁ ଘର ଲୋକ ଶୋଇବାକୁ ଦେଇଥିଲେ । ଶୋଇଥିବା ସମୟରେ ସ୍ତ୍ରୀ!-->!-->!-->…
ବ୍ୟବସାୟୀ ଙ୍କୁ ଆକ୍ରମଣ କରି ଲୁଟିନେଲେ ୩ଲକ୍ଷ !
ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରୁ ବ୍ୟବସାୟୀଙ୍କ ଠାରୁ ୩ଲକ୍ଷ ଲୁଟ।ଜିରାଳ ଗ୍ରାମର ଅଭିମନ୍ୟୁ ସାହୁ ଓ ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଏକ ପିକଅପ ଭ୍ୟାନ ଯୋଗେ ଜିନିଷ ଆଣିବା ପାଇିଁ କଟକ ଯାଉଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଗାଡିକୁ ଅଟକାଇ ଭୁଜାଲିରେ!-->…
ଜରିପାଲ ତଳେ ଦୁଇ ଭିନ୍ନକ୍ଷମ, ସରକାରୀ ଯୋଜନା ସାତ ସପନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତର କୁଣ୍ଡେଇଖୋଲ ଗାଁର ହାଡିବନ୍ଧୁ ନାଏକ ପେଶାରେ ଜଣେ ଗାଡି ଚାଳକ ଥିଲେ । ହେଲେ ଦଇବ ଦଉଡ଼ି ଯୁଆଡେ ଟାଣିଥାଏ ମଣିଷ ନିରୁପାୟ ହୋଇ ସେଇଆଡ଼େ ଟାଣି ହୋଇଥାଏ । ଏବେ ହାଡିବନ୍ଧୁ ଦଇବ ଦଉଡ଼ି ରେ ବାନ୍ଧି ହୋଇ ପଡ଼ିରହିଛନ୍ତି । ଦୁଇ ଦୁଇ ଥର!-->…