News
lipub
samparksetu

ତୁ ମୋ ବାପା ତୁ ମୋ ବୋଉ

ତୁହି ଅଛୁ ଯେବେ ସବୁ ଅଛି ମୋରକିଛି ଲୋଡ଼ା ନାହିଁ ଆଉ ।ବାପାଙ୍କ ବିହୁନେ ତୋ ମୁହଁକୁ ଚାହିଁବଞ୍ଚି ଆସିଛି ଲୋ ବୋଉ ।। ନାରିକେଳ ପରି ଉପରକୁ ଟାଣଅନ୍ତରେ ଅମୃତ ଭରା ।ମିଛେ ସିନା ରୁଷି ଗରଗର ହେଉତୋ ପରି କେ ହେବ ପରା ।। ତୋ ଅମାପ ପ୍ରେମ

ଅଖିମୁଠି ଅନୁକୂଳ କଲେ ବିଧାୟକ

ଅକ୍ଷୟ ତୃତୀୟା ରେ ଅଖିମୁଠି ବୁଣି ଚାଷର ସୁଭାରମ୍ଭ କଲେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ।କୃଷି ବିଭାଗଦ୍ୱାର ଆୟୋଜିତ ଉକ୍ତ ପର୍ବରେ ପ୍ରଥମେ ଧର୍ମୀୟ ରୀତିନୀତି ଅନୁଯାୟୀ ପୂଜାପଠା ଦ୍ୱାରା ଧରିତ୍ରୀ ମାଆର ପୂଜନ କରାଯାଇଥିଲା ଓ ଏହାପରେ ବିଧାୟକ ନିଜେ ହାତରେ ହଳ ଲଙ୍ଗଳ ଧରି ଚାଷ

ଅକ୍ଷୟ ତୃତୀୟା ଅବସରରେ ଆଖିମୁଠି ଅନୁକୂଳ ଓ ଆମ୍ବୁଲାନ୍ସ ସେବା ଆରମ୍ଭ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗାଁରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନଙ୍କ ଦ୍ୱାରା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଖିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚାଷୀ ଭାଇର ଆଜି ହେଉଛି ପ୍ରଥମ ପବିତ୍ର ଦିନ । ବିଧି ଓ ନିୟମ ଅନୁଯାୟୀ ଚାଷୀ

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ; ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବଟଗାଁ ପଂଚାୟତ ବଟଗାଁ ତାରିଣୀ ମନ୍ଦିର ଛକ ଠାରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା l ସୂଚନା ଅନୁସାରେ ମୋଟା ଗାଁ ର ବ୍ରହ୍ମlନନ୍ଦ ଜେନା ଙ୍କ ପୁଅ ବିଶ୍ୱଜିତ ଜେନା (୨୭) କୌଣସି କାମରେ ବଟଗାଁ ଆସିଥିଲେ l କାମସାରି ଘରକୁ ଫେରିବା ବେଳେ

କେନ୍ଦୁପତ୍ର ତୋଳାଳୀ ଙ୍କ ଅଂଶୁଘାତ ରେ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ମହାବୀର ରୋଡରେ ଶ୍ରମିକ ଦିବସ ରେ ପନ୍ଦାରୀ ସାହୁ ମହାବୀର ରୋଡ କେନ୍ଦୁପତ୍ର ଫାଡ଼ି ଙ୍କୁ ପତ୍ର ଦେବା ଅବସ୍ଥାରେ ଘଟଣା ଚେତା ଶୂନ୍ୟ ହୋଇପଡ଼ିଥିଲେ । ସେହିଠାରୁ କେନ୍ଦୁପତ୍ର ତୋଳାଳୀ ଆଉ ପରିବାର ଙ୍କ ସହଯୋଗ ରେ ମହାବୀର ରୋଡ ଡାକ୍ତରଖାନା , ପରେ ମଣ୍ଡ।ପାଳ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ !

କାମାକ୍ଷାନଗର ବ୍ଲକ ଆଲୁଅଝରଣ ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ଶ୍ରୀମୂଳା ରଗୁଡିତଳ ଠାରେ ଗତକାଲି ରାତିରେ ଅଜଣା ଗାଡ଼ି ଧକ୍କାରେ ଏହି ଗ୍ରାମର କୁଶେଇ ପରିଡ଼ା(୭୨) ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ସୂଚନା ଅନୁଯାୟୀ ,ସେ ଶୌଚ ହେଇ ଫେରିବା ସମୟରେ ଅଘଟଣ ଘଟିଥିବା

ଅବୁଝା ପ୍ରିୟା

ସହିବା ଶକତି ନାହିଁ ଆଉ ମୋର ଜେବେଠୁ ଯାଇଛି ହାରିପାଶାପାଲି ପରି ହରେଇ ଚାଲିଲୁ ପ୍ରତି କ୍ଷଣେ ଦେଲୁ ମାରି।। ତୁମେ ଚାଲିଗଲ କାହିଁ କେତେ ଦୂର ଠିକଣା ହଜେଇ ଦେଇପାନ୍ଥଶାଳା ହୋଇ ଅପେକ୍ଷା କରିଛିତୋ ବାଟକୁ ଆଜ ମୁହିଁ ।।

ସ୍ଵର୍ଣ୍ଣ ପଦକ ହାସଲ କଲେ ପରଜଙ୍ଗ କଲେଜ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ସାହୁ ଓଡ଼ିଆ ବିଭାଗ ( ସମ୍ମାନ )ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ଵର୍ଣ୍ଣ ପଦକ ହାସଲ କରି ଅଞ୍ଚଳ ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି ।୨୦୨୨ ରେ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବରେ ପ୍ରଥମ ଦଶ

ସାପ କାମୁଡ଼ାରେ ଚାଷୀ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି କନ୍ତୋର ଗାଁର ରୋହିତ କୁମାର ସାହୁ । ରୋହିତ ଗାଁ ପାଖ ଭଗିପଶି ନିକଟରେ ଥିବା ଚାଷ ଜମିକୁ ଯାଇଥିବା ବେଳେ ସାପ କାମୁଡ଼ାରେ ଶିକାର ହୋଇଥିଲେ । ଗୁରୁତର

ମୋବାଇଲ ଵିସ୍ପୋରଣ ରେ ନାବାଳକ ଗୁରୁତର

କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମରେ ଅଘଟଣ ମୋବାଇଲ ଫାଟି ନାବାଳକ ଆହତ । ସୂଚନା ଅନୁଯାୟୀ ସଞ୍ଜୟ ଦେହୁରୀଙ୍କ ପୁଅ ଶ୍ରବଣ ଦେହୁରୀ ମୋବାଇଲ କୁ ଚାର୍ଜ ଲଗାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଗେମ ଖେଳିବାରେ ଲାଗିଥିବା ବେଳେ ହଠାତ ମୋବାଇଲ ଟି ଫାଟି ଯାଇଥିଲା ତେବେ ଆହତ ହେବାରୁ ତାଙ୍କୁ
error: Content is protected !!