News
lipub
samparksetu

ବିଦ୍ୟାଳୟ ମିଶ୍ରଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ମୁଗୁପାଟଣା ବିଦ୍ୟାଳୟକୁ କଦଳୀପାଳ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କୁ ନେଇ ତିବ୍ର ଅସନ୍ତୋଷ ଦେଖା ଦେଇଛି । ହରିଜନ ବସ୍ତିରେ ଥିବା ଏହି ବିଦ୍ୟାଳୟକୁ ମିଶ୍ରଣ ପରେ ହରିଜନ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଦରକାର ପଡିଲେ

ପ୍ରଥମ ଛେଦ

ଏମିତିକା ଦିନ ଘାଣ୍ଟେ ଏ ଜୀବନପୂର୍ଣ୍ଣଛେଦ ଟିଏ ପାଇଁରାହା ଟିଏ ଖୋଜେ ଥମିଯିବାକୁ ଯେଦ୍ଵିତୀୟଚ୍ଛେଦ ବି ନାହିଁ । ଜୀବନ ଘଣ୍ଟା ରେ ସମୟ ଗଡ଼େନିଘଣ୍ଟା କଣ୍ଟା ବାନ୍ଧି ରଖେମିନିଟ୍ କଣ୍ଟାକୁ ଠେଲି ଗଲାବେଳେସେକେଣ୍ଡ କଣ୍ଟା ରେ ଲାଖେ । ପାଣିର ସୁଅରେ ଭାସି ଆସିଗଲଦୂର୍ମଦ ସ୍ରୋତ ଟେ

ଅଂଶୁଘାତରେ ଛାତ୍ରୀ ଅସୁସ୍ଥ ,ଶ୍ରୀମୂଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା

ଢେଙ୍କାନାଳ ରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପାରଦ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାର ବିଭିନ୍ନଗୋଷ୍ଠୀ ଓ ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଚିକିତ୍ସାର କୌଣସି ବ୍ୟବସ୍ଥା ନାହିଁ । ଶନିବାର ଦନି ଜଣେ ଛାତ୍ରୀ ନବୋଦୟ ପ୍ରବେଶିକ। ପରୀକ୍ଷା ଦେଇ ଫେରୁଥିବା ବେଳେ

ନବୋଦୟ ପରୀକ୍ଷା ଦେବା ସମୟ ରେ ଛାତ୍ରୀ ଅଂଶୁଘାତ ର ଶିକାର

କାମାକ୍ଷାନଗର ବ୍ଲକ କଣ୍ଟାପାଳ ଗ୍ରାମ ର ଦୀପ୍ତିମୟୀ ବେହେରା ନବୋଦୟ ବିଦ୍ୟାଳୟ ଏଣ୍ଟ୍ରାନ୍ସ୍ ଦେବା ନିମନ୍ତେ କଣ୍ଟାପାଳ ଗାଁ ରୁ ଆଜି କାମାକ୍ଷାନଗର ଯାଇଥିବା ସମୟରେ ଅଂଶୁଘାତର ଶିକାର ହୋଇଥିଲା। ସୂଚନା ଅନୁସାରେ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନବୋଦୟ ପରୀକ୍ଷା କରାଯାଇଥିଲା l ତାଙ୍କ ବାପା

ଜୀବନ ଜୀବିକାକୁ ନେଇ ଦୋଛକିରେ ଜିଲ୍ଲାର କେନ୍ଦୁପତ୍ର ତୋଳାଳି ; କେନ୍ଦୁପତ୍ର ଚାଲାଣ କରି ବିଭାଗ ମାଲେମାଲ

ଢେଙ୍କାନାଳ ଜିଲ୍ଲାରେ ଲକ୍ଷାଧିକ କେନ୍ଦୁପତ୍ର ତାଳାଳୀ ଶୋଷଣର ଶିକାର ହେଉଥିବାର ଜଣାପଡିଛି । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଛତା,ଜୋତା,ପାଣିବୋତଲ ପ୍ରଦାନ କରାଯାଉଥିବା ବେଳେ ଦିନକୁ ୧୨ଘଂଟା ପରିଶ୍ରମ କରିଲେ ବି ମଜୁରୀ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବାର ଜଣାପଡିଛି । ଜିଲ୍ଲାରେ

କନ୍ୟାର ଅଭିଳାଷ

ମାତୃଗର୍ଭେ ସଂଚାରଠାରୁଆରମ୍ଭି ଜୁଇ ନିଆଁ ପଯ୍ୟନ୍ତ ;ସବୁଠି ମୁଁ ଅବହେଳିତ, ଶୋଷିତଏଥିରେ ମୋର କିବା ଦୋଷ ?ମାରନାହିଁ ମାରନାହିଁ ମୋତେଶୁଭେ ଆକୁଳ ଆର୍ତ୍ତଚିତ୍କାର,ଜନ୍ମଦାତା, ଜନ୍ମିଦାତ୍ରୀ, ଯେବେହୁଅନ୍ତି ବଇରୀ;ନିରୀହ ନିଷ୍ପାପ

ବିଟ୍ କଲେଜ ପକ୍ଷରୁ ପରୀକ୍ଷାର୍ଥୀ ମାନଙ୍କୁ ଦହି ସର୍ବତ ବଣ୍ଟନ

+୨ ପରୀକ୍ଷାର ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ଉତ୍କଳ ମଣୀ ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଆବାସିକ ଶିକ୍ଷା ଅନୁଷ୍ଠାନ ବାଜି ରାଉତ ଡିଗ୍ରୀ କଲେଜ ( BIET ) ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇଛି । ପରୀକ୍ଷା ସକାଳ ୮

ଚାଲିଥିଲା ବେଆଇନ ବିଏସଏନଏଲ ସିମ କାରବାର;ଚଢାଉ କଲା କ୍ରାଇମବ୍ରାଞ୍ଚ,ବ୍ୟବସାୟୀ ଗିରଫ

ଢେଙ୍କାନାଳ ଜିଲ୍ଲାରେ ବେଆଇନ ସିମ କାରବାର ନେଇ କ୍ରାଇମବ୍ରାଞ୍ଚ ଏବଂ ସାଇବର ପୋଲିସ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିବାର ଜଣାପଡିଚି । ଟାଉନ ଥାନା ଅନ୍ତର୍ଗତ ଟାଉନ ପ୍ଲାନିଂ ଅଞ୍ଚଳରେ ରହୁଥିବା ସିଲୁ ଦାଶ ଦୀର୍ଘ ୮ ବର୍ଷ ହେବ ଏକ ବ୍ୟବସାୟ ପ୍ରତିଷ୍ଠାନ କରି ବିଭିନ୍ନ ପ୍ରକାର ସିମ

ବାହାଘର ପାଇଁ ହେଲିକ୍ୟାପ୍ଟରରେ ସୀମାରୁ ଆସିଲେ ଜବାନ

ଦେଶ ରକ୍ଷାରେ ନିୟୋଜିତ ଜବାନଙ୍କ ବାହାଘର ନିମନ୍ତେ ବିଭାଗ ପକ୍ଷରୁ ହେଲିକ୍ୟାପ୍ଟର ଯୋଗେ ଜବାନଙ୍କୁ ଘରେ ପହଁଚାଇବାର ଯୋଜନା କରାଯାଇଥିବାରୁ ସୀମା ସୁରକ୍ଷା ବଳର ଅଧରକାରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜବାନଙ୍କ ପରିବାର ବର୍ଗ ।ଖବର ନେବାରେ ଜଣାଯାଇଛି ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ

ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ସମେତ ୩ ଗୁରୁତର

ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି କେନାଲ ଛକ ନିକଟରେ । ଗୁରୁତର ମାନେ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ
error: Content is protected !!