ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀକୁ ପୋଖରୀ ରେ ବୁଡେଇ ମାରିଲା ସ୍ଵାମୀ !
ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀକୁ ପୋଖରୀ ରେ ବୁଡେଇ ମାରିଲା ସ୍ଵାମୀ।ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ବାପ୍ ଘର ଲୋକ।ଏହି ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ରାମଚନ୍ଦ୍ରପୁର୍ ଗାଁରେ।
ଗାଁ ର ଦିଲୀପ ବେହେରା ତାଙ୍କ ପକ୍ଷାଘାତ ରୋଗରେ ପୀଡିତ!-->!-->!-->…
ଆଇ.ଆଇ.ଏମ.ସି ଢେଙ୍କାନାଳରେ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ବି.ବି. ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରଙ୍କ ଯୋଗଦାନ
ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ଦ୍ୱାରା ଆୟୋଜିତ ମିଡିଆ ପଦଯାତ୍ରାରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ନବମ ଶ୍ରେଣୀର ୩୦ ଜଣ ଛାତ୍ର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ମାର୍ଗଦର୍ଶନରେ!-->…
ଅହମ୍ମଦିୟା ମୁସଲିମ ଯୁବ ସଙ୍ଗଠନ ପକ୍ଷରୁ ଜଳଛତ୍ର
ସଂପ୍ରତି ଗ୍ରୀଷ୍ମପ୍ରବାହ ବଢ଼ିଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି । ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଘରୁ ପଦାକୁ ବାହାରିବା କଷ୍ଟକର ହେଲାଣି। ଅସହ୍ୟ ରୌଦ୍ରତାପକୁ ଦୃଷ୍ଟିରେ ରଖି ବାଟୋଇଙ୍କ ତୃଷ୍ଣା ନିବାରଣ ପାଇଁ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା!-->…
ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍ ; ଜଣେ ମୃତ
ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲୁମୁଣ୍ଡ ଗାଁ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ!-->…
ଶୁକ୍ରାଙ୍ଗ ଜନ୍ମ ରହସ୍ୟ
ପ୍ରଭୁ ରାମଚନ୍ଦ୍ର ପାଳି ପିତୃସତ୍ୟରାଜ ସିଂହାସନ ତେଜି,ହର୍ଷୋଲ୍ଲାସେ ଘେନି ଭ୍ରାତା ସାଥେ ପତ୍ନୀଚିତ୍ରକୂଟରେ ବିରାଜି।............(୧)
ନିଘଞ୍ଚ କାନନୁ ପକ୍ବ ଫଳ ତୋଳିକରନ୍ତି କ୍ଷୁଧା ମୋଚନ,ସ୍ବଚ୍ଛ ସୁଶୀତଳ ଝର ଜଳପାନସୁଖେ ଦିବା ଅବସାନ ।............(୨)
ଜନକ ନନ୍ଦିନୀ ସୀତା!-->!-->!-->!-->!-->…
ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ
କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପ୍ରଥମ ବର୍ଷ ର ଛାତ୍ରୀ ମାନଙ୍କୁ ନେଇ ଏପ୍ରିଲ ୧୩ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଇଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହେଇଯାଇଥିଲା ।
ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱ!-->!-->!-->…
କାମାକ୍ଷାନଗର ପୂର୍ବ ବନାଞ୍ଚଳ ରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
କଙ୍କଡ଼ାହାଡ଼ ବ୍ଲକ କାମାକ୍ଷାନଗର ପୂର୍ବ ବନାଞ୍ଚଳ କଙ୍କଡାହାଡ଼ ସେକସନର କଲଦା ବନ ସୁରକ୍ଷା ସମିତିରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଓ ଏହାକୁ ନିରାକରଣ ଏବଂ ଆବର୍ତ୍ତନ ପାଣ୍ଠିର ସୁପରିଚାଳନା ବିଷୟରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି
l ଏହି କର୍ମଶାଳାରେ ବିଦ୍ୟାଳୟର!-->!-->!-->…
ଜଳୁଛି ଢେଙ୍କାନାଳ ;୫୦ କିଲୋମିଟର ମଧ୍ୟରେ ନାହିଁ ଜଳଛତ୍ର
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଦିନ ୧୧ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାରୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶକୁ ଜିଲ୍ଲାରେ ଥିବା କଳକାରଖାନା ଗୁଡିକ ମାନିବାକୁ ନାରାଜ । ନିଜସ୍ୱ ନିୟମରେ କଳକାରଖାନା ଗୁଡିକ ଚାଲୁଥିବା!-->…
ଏଇ ତ ଜୀବନ ନାଟକ
ଏଇତ ଅଟେ ଆମ ଜୀବନ ନାଟକ କ୍ଷଣ କ୍ଷଣକେ ଆନକିଏ ସେ ନାୟକ କିଏ ସେ ନାୟିକା କ୍ଷଣସ୍ଥାୟୀ ଜୀବନ ।।
କିଏ ସେ ଦର୍ଶକ ସାଜେ ଦେଖଇ ବସି ମଞ୍ଚ ଭିତରେଅଭିନୟ ଯେ କିଏ ସାଜେ କରଇ କେଉଁ ରଙ୍ଗମଞ୍ଚରେ ।।
ମଞ୍ଚ ସଞ୍ଚାଳକ!-->!-->!-->!-->!-->…
ବୃଦ୍ଧ ଙ୍କୁ ପିଟି ପିଟି ହତ୍ୟା !
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବଳରାମ ପ୍ରସାଦ ଗାଁର ବୃଦ୍ଧ ହରେକୃଷ୍ଣ ଜେନା ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ କଲେ ପରିବାର ଲୋକ ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଘର ବାହାରେ ଶୋଇଥିବାବେଳେ ତାଙ୍କ ମୁଣ୍ଡକୁ କିଛି ଦୁର୍ବୃତ୍ତ ଠେଙ୍ଗାରେ ପିଟି ଦେବାରୁ!-->!-->!-->…