ଚାଲୁନି ପମ୍ପ୍ , ବୁଲୁନି ଫ୍ୟାନ ; ଅସହ୍ୟ ଗରମ ରେ ଦାଉ ସାଜିଛି ଲୋ ଭୋଲ୍ଟେଜ ସମସ୍ୟା
କେତେବେଳେ ଲାଇଟ ଲିଭୁଚି ତ କେତେବେଳେ ଫ୍ୟାନ ବୁଲୁନି ତ କେତେବେକେ ଅପଡାଉନ ହୋଇ ପୋଡି ଯାଉଛି ବିଦ୍ୟୁତ ଉପକରଣ । ଏଭଳି ସମସ୍ୟା ଉପୁଜିଥିବା ର ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ବାସୀ । ତେବେ ସମସ୍ୟାର ମୁଳ ସମସ୍ୟା ହେଉଛି ଲୋ ଭୋଲ୍ଟେଜ। ଅସହ୍ୟ ତାତି କୁ ବାହାରକୁ ବାହାରି ପାରୁନଥିବାରୁ ଘର!-->…
ଖଙ୍କିରା ସରକାରୀ ଉଚ୍ଚବିଦ୍ୟାଳୟ ରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ବୈଠକ
ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ସରକାରୀ ଉଚ୍ଚବିଦ୍ୟାଳୟରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ଅଭିଭାବକ ଓ ଶିକ୍ଷୟତ୍ରୀଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ଅଭିଭାବକଙ୍କ ଭୂମିକା,ପାଠ୍ୟ ଖସଡା ପ୍ରତି ଦୃଷ୍ଟି, ପ୍ରାକ ପ୍ରସ୍ତୁତି, କୋଭିଡ!-->…
ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର !
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗାଁ ର କଟା ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଛି ।ମୃତକ ହେଲେ ଏହି ଗାଁ ର ଶତ୍ରୁଘ୍ନ ଦେହୁରୀ ।
ସେ ଆଜି ସକାଳ ସମୟରେ ସାହିର ଅନ୍ୟ ତିନି ଜଣଙ୍କ ସହିତ ବୁଲିବାକୁ ଯାଇଥିଲେ। ତେବେ ପରେ କାଟେଣୀ ରଗୁଡିତଳ ଓ ବାବାଜୀ ମଠକୁ!-->!-->!-->…
ଆୟୁସ୍ମାନ ଭାରତ ଗୋଷ୍ଠି ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ
ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ନୋଡାଲ ଉପ୍ରା ବିଦ୍ୟାଳୟ ଥରେ ଆୟୁସ୍ମାନ ଭାରତ ଯୋଜନାରେ ଏକ ଗୋଷ୍ଠି ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଉଦଘାଟନ କରିଥିଲେ ପ୍ରଥମେ ଅତିଥି ମାନେ ସଭାସ୍ଥଳରେ ଜଗନ୍ନାଥ ଙ୍କ ଫଟ ରେ!-->…
ପାଣି ପାଇଁ ରାସ୍ତା ରୋକ, ଗରା ବାଲଟି ଧରି ଟାୟାର ଜାଳି ରାସ୍ତା ରେ ବସିଲେ ମହିଳା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଆମ୍ବପଳାଶ ଗ୍ରାମର ଗଙ୍ଗାଧରପୁର ହରିଜନ ସାହିରେ ଦେଖିବାକୁ ମିଳିଛି ଏହି ଭଳି ଘଟଣା। ଅଭିଯୋଗ ମୁତାବକ ଗ୍ରାମରେ ବସୁଧା ଯୋଜନା ରେ ସାହିକୁ ପାଇପ୍ ସଂଯୋଗ ହୋଇଛି କିନ୍ତୁ ଦୀର୍ଘଦିନ ଧରି ପାଣି ଆସୁନାହିଁ।
ସେପଟେ ଗ୍ରୀଷ୍ମ ପ୍ରବାହ ପାଇଁ ଖୋଲା!-->!-->!-->…
ଚାରୋଟି ସେଚ୍
ମଣିଷ ଆଜି ମଣିଷ ହୋଇଛିଏଇ ମଣିଷ ପାଇଁମଣିଷ ଆଜି ଅମଣିଷ ସାଜିଛିଏଇ ମଣିଷ ପାଇଁ ।।
ମଣିଷ ଆଜି ଉନ୍ନତି କରିଛିଏଇ ମଣିଷ ପାଇଁମଣିଷ ଆଜି ରସାତଳିକି ଯାଇଛିଏଇ ମଣିଷ ପାଇଁ ।।
ମଣିଷ କାଲିବି ପୋଥି ରଚୁଥିଲାଏଇ ମଣିଷ ପାଇଁମଣିଷ ଆଜିବି ଗ୍ରନ୍ଥ ଲେଖୁଛିଏହି ମଣିଷ ପାଇଁ।।!-->!-->!-->!-->!-->…
ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଦାବି
ଗଁଦିଆ ବ୍ଲକରେ ଥିବା ଶ୍ରୀମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବର୍ଷ ହେଲା ନିର୍ମିତ ହୋଇଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ଟି ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ଉକ୍ତ ବ୍ଲକର ୨୯ଗୋଟି ଗ୍ରାମ ପଂଚାୟତ ଅଛି ଏହା ଭୌଗଳିକ ଦୃଷ୍ଟି କୋଣରୁ!-->!-->!-->…
ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ପଞ୍ଚାୟତରେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ପଞ୍ଚାୟତର ସମସ୍ତ କର୍ମକର୍ତ୍ତାମାନେ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ସ୍ଥାନୀୟ ସରପଞ୍ଚ ରଂଜୁଲତା ଦାସ ସଭା ପରିଚାଳନା କରାଇଥିଲେ।!-->!-->!-->…
ସୁରପ୍ରତାପ ପୁର ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ
ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଶିବିର ଅନୁଷ୍ଠିତ ହୋଇଯାଇଛି l ମଠକରଗୋଳା ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆୟୋଜିତ ଏହି ଶିବିର କୁ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
!-->!-->!-->…
ପୋଖରୀରେ ବୁଡି ନାବାଳକ ମୃତ
ଭୁବନ ଥାନା ଭୁଷଳ ପଞ୍ଚାୟତ ଅନ୍ତର୍ଗତ କଞ୍ଚନବାହାଳୀ ଦେହୁରୀ ସାହିର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।. ମୃତକ ହେଲେବଶୁକାନ୍ତି ମୁଣ୍ଡାଙ୍କ ପୁତ୍ର ରାଜେଶ ମୁଣ୍ଡା (୬) । ଶୁଣାନ୍ତିଙ୍କ ସ୍ବାମୀ ସୁନିଆଁ ମୁଣ୍ଡା ସୁଦୂର ଚେନାଇରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ।
!-->!-->!-->…