News
lipub
samparksetu

ମହୁଲଖୋଳି ଗ୍ରାମର ଚାଷୀମାନଙ୍କ ମୁହଁରେ ହସ ଫୁଟାଉଛି କ୍ଷେତ ପୋଖରୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହୁଲଖୋଳି ଗ୍ରାମରେ କିଛି ଚାଷୀ ମାନେ କ୍ଷେତ ପୋଖରୀ ଯୋଜନାର ମିଳିଛି ସୁଫଳ କ୍ଷେତରେ ଫଳିଛି ସୁନାର ଫସଲ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହ ପାଇପାରିଛନ୍ତି ରୋଜଗାର କ୍ଷମ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ କିନ୍ତୁ ସଫଳତା ମିଳିଥାଏ l ମରୁଡି ଅଞ୍ଚଳ

ଲୁଟେରାଙ୍କ ଟାର୍ଗେଟରେ କାମାକ୍ଷାନଗର ; ପୋଲିସର ହାତ ଖାଲି,ହେଉନି ପେଟ୍ରୋଲିଙ୍ଗ

କାମାକ୍ଷାନଗର ସହର ପାଲଟିଛି ଏବେ ଲୁଟେରାଙ୍କ ଆଡାସ୍ଥଳି।ସହରରୁ ପ୍ରତ୍ୟେକ ଦିନ ଲୁଟର ଚିତ୍ର ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି।ଲଗାତାର ଭାବରେ ୨ଦିନରେ ୨ଯାଗାରୁ ଲକ୍ଷାଧିକ ଟଙ୍କାର ସରଞ୍ଜାମ ଲୁଟ ହୋଇଛି।ସହରର ଚତୁର୍ପାଶ୍ବରେ ସିସିଟିଭି ଲଗାଯାଇଥିବା ବେଳେ ଲୁଟେରା ମାନେ ଅତି

ମହୁଲଖୋଳି ଗ୍ରାହକସେବା କେନ୍ଦ୍ର ପକ୍ଷରୁ ଗ୍ରାହକ ସଚେତନତା ଓ ସୁରକ୍ଷା ବୀମାରାଶି ପ୍ରଦାନ

ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ଅଧିନସ୍ଥ ଦେଓଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାହକ ସେବା କେନ୍ଦ୍ର ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାହକ ସେବା କେନ୍ଦ୍ରର ମହିଳା ସତ୍ୱାଧିକାରିଣୀ ଶ୍ରୀମତୀ ମୋନାଲିସା ରାଉତଙ୍କ ଉଦ୍ୟମରେ ଅନୁଷ୍ଠିତ

ସ୍କୁଲ ଫେରାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥନା ଗାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ !

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଶାସିଂହ ଗ୍ରାମର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ମାନେ ପହଞ୍ଚି ତାଙ୍କ ସ୍କୁଲ ଫେରାଇଦେବା ପାଇଁ ଦାବି କରି ବସିଥିଲେ। ଛାତ୍ରଛାତ୍ରୀ ମାନେ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥନା ଗାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି

ଏନଏଚଆରସି, ଏନସିପିସିଆର ଓ ଓଏଚଆରସି ର ହସ୍ତକ୍ଷେପ ସତ୍ୱେ, ଅନ୍ଧାର ଘେରରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ

ଢେଙ୍କାନାଳ ପୌରପାଳିକା ୩ ନମ୍ୱର ୱାର୍ଡ ରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରତିଷ୍ଠା ର ଅଗ୍ରଗତି କୁ ନେଇ ଜାତୀୟ ମାନବାଧିକାର କମିଶନ ଙ୍କ ଜିଲ୍ଲାପାଳ ଙ୍କ ଠାରୁ ୪ ସପ୍ତାହ ମଧ୍ୟ ରେ ଆକ୍ସନ ଟେକେନ୍ ରିପୋର୍ଟ ମଗା ଯାଇଥିବାର ଜଣାଯାଇଛି । ସୂଚନା ଅନୁଯାୟୀ ସୁପ୍ରିମ

ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଦୁର୍ନୀତି ଘଟଣା ; ଖବର ପ୍ରକାଶ ପରେ ରାତାରାତି ତିଆରି ହେଲା ସୂଚନା…

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ ଠାରେ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ (5T) ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହେଇଅଛି ।କୌଣସି କାର୍ଯ୍ୟର ଆରମ୍ଭ ପୂର୍ବରୁ ନାଗରିକ ମାନଙ୍କ ପାଇଁ ସୂଚନା

ନାଳରେ ବୁଡି ଯୁବକ ମୃତ

ପରଜଙ୍ଗ ଥାନା ଅଧୀନସ୍ଥ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ କୁଲେଇ ଗ୍ରାମ ର ରଗଡ଼ି ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସେହି ଗ୍ରାମର କୈଳାସ ଭୂତିଆଙ୍କ ପୁଅ ଡାକ୍ତର ଭୂତିଆ (୨୧) ଗ୍ରାମ ପାଖ ଗମ୍ଭାରିଆ ନାଳକୁ ମାଆ ଙ୍କ ସହିତ ଗାଧୋଇବାକୁ ଯାଇ ଗଭୀର ପାଣିରେ

ଫୁଲଟିଏ ମୋତେ କର

ଫୁଲଟିଏ ମୋତେ କର....ଗଢିବାକୁ ଯଦି ଭାବି ଅଛ ପ୍ରଭୁ. ଫୁଲଟିଏ ମୋତେ କର ..ସଦା ଫୁଟିବି ମୁଁ ତୁମରି କାନନେ..ହେବି ତୁମ ଗଲା ର ହାର..ଫୁଲଟିଏ ମୋତେ କର .. ଯାହା ରଖ ପଛେ ନାମ ମୋର ପ୍ରଭୁ....ଦିଅ ମୋତେ ଯେଉଁ ରଙ୍ଗ..ଏକାକୀ ଫୁଟିବି ତୁମରି ପାଇଁ ହେ..ଲୋଡ଼ା ନାହିଁ ମୋର

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡସୁଆଁଳ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି l ଗୁରୁତର ଦୁଇଜଣ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବେଗୁନିଆନାଳୀ ଗ୍ରାମର ଶଶୀକିଷାନ ଓ ଦିପୁନ କୁମାର ପ୍ରଧାନ l ସୂଚନା ଅନୁଯାୟୀ, ଉଭୟ ଏକ ବାଇକ ଯୋଗେ ନିଜ ଗ୍ରାମ

ପୌରପାଳିକା କର୍ତ୍ତୃପକ୍ଷ ଙ୍କ କାମ କୁ ନେଇ ଅସନ୍ତୋଷ ଅଞ୍ଚଳ ବାସୀ, ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଗଲା ଅଭିଯୋଗ ପତ୍ର !

ଯାହି ତାହିକି ଚାଲିଛି କାମ କେଉଁଠି ରାସ୍ତା ସମାନ ନାହିଁ ତ କେଉଁଠି ଡ୍ରେନ ସମାନ ଯୋଗୁଁ ନାଳପାଣି ଜମା ହୋଇ ପୋଚ ପାଲଟି ଗଲାଣି ତ କେଉଁଠି କାମ ପରେ ପାଣି ନ ଦେବାରୁ ଉଡୁଛି ସିମେଣ୍ଟ ଗୁଣ୍ଡ । କିଛି ଏଭଳି ଅବ୍ୟବସ୍ଥା ଘେରରେ ଢେଙ୍କାନାଳ ପୋୖରପାଳିକାର ଚାଲିଛି ଡ୍ରେନ ଓ ରାସ୍ତା କାମ ଅଭିଯୋଗ
error: Content is protected !!