News
lipub
samparksetu

ବିନା ସୂଚନା ଫଳକ ରେ ମନରେଗା କାମ ; ବିଭାଗୀୟ ଅଧିକାରୀ ନିରବ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ ଠାରେ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ(5T) ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହେଇଛି । କୌଣସି କାର୍ୟ୍ଯ ର ଆରମ୍ଭ

ସରକାରୀ ସହାୟତା ରୁ ବଞ୍ଚିତ ସୁନାଦି

କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ଗ୍ରାମପଞ୍ଚାୟତର ଅନ୍ଧାରି ଗ୍ରାମର ସୁନାଦି ପ୍ରଧାନ ଙ୍କ ଘର ଖଣ୍ଡିଏ ନାହିଁ । ଓଳିଏ ଖାଇଲେ ଓଳିଏ ଉପବାସ । ବୟସର ଅପରାହ୍ନ ରେ ମୂଲ ନଲାଗିଲେ ପେଟରେ ଦାନା ପସେନାହିଁ । ତିନି ଝିଅଙ୍କ ବିବାହ ପରେ ସ୍ଵାମୀ ଙ୍କ ଚାରି ବର୍ଷ ହେବ ଜୀବନ ଦୀପ ଲିଭି ଗଲାଣି । ଏବେ

ସନ୍ଦେହ ଘେରରେ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ; ନ୍ୟାୟ ଦାବି କଲା ଢେଙ୍କାନାଳ ବିଜେପି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟରତ ଢେଙ୍କାନାଳ ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଡେଙ୍ଗବୋରେଇ ଗ୍ରାମର ଯୁବକ ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ରାଜନୀତି ଯୋର ଧରିଛି। ଗତ ରାତିରେ ଲଳିତଙ୍କର ମୃତ୍ୟୁ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ହୋଇଥିବାବେଳେ

ଝିଅ ଘର ହେଲା ଜୀବନ ର ଶେଷ ଯାତ୍ରା

ପଥର ବୋଝେଇ ଟ୍ରକ ଏକ ବାଇକ ଉପରେ ମାଡିଯିବାରୁ , ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ । ମୃତକ ବାଇକ ଆରୋହୀ ଜଣଙ୍କ ନରସିଂହପୁର ଅଂଚଳର ଯଦୁମଣି ପୁହାଣ ବୋଲି ଜଣାପଡ଼ିଛି । ଯଦୁମଣି ତାଙ୍କ ଝିଅଘର ସ୍ଥାନୀୟ ମାଣିପୁର ଗ୍ରାମକୁ ଯାଉଥିଲେ । ଏହି ସମୟରେ ସେ ଦୁର୍ଘଟଣା ର ଶିକାର ହୋଇଥିଲେ

ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

ଢେଙ୍କାନାଳ ଜିଲ୍ଲା ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ୧୮ ତାରିଖ ସୋମବାର ଦିନ ଜାତୀୟ ଶିକ୍ଷାନୀତି ୨୦୨୦ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ଅଭିବୃଦ୍ଧି ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଏଥିରେ ବିଭାଗୀୟ ମୁଖ୍ୟ ସୁରେଶ ଚନ୍ଦ୍ର

ସୁରପ୍ରତାପପୁର ସମବାୟ ସମିତିରେ ନୋଟିସ ଲଗାଇବାକୁ ଯାଇ ଅଧିକାରୀ ହଟହଟା

ଧାନ କିଣା ଦୁର୍ନୀତିରେ ଲିପ୍ତ ଜଣେ ସମବାୟ କର୍ମଚାରୀଙ୍କ ନିଲମ୍ବନର ଏକ ବର୍ଷ ପରେ ପୁନଃ ନିଯୁକ୍ତିକୁ ନେଇ ତାତି ଉଠିଛନ୍ତି ସୁରପ୍ରତାପପୁର ସମବାୟ ସମିତି ଅର୍ନ୍ତଗତ ଚାଷି । ରବିବାର ପୂର୍ବାହ୍ନରେ ସମବାୟ ସମିତି ନିର୍ବାଚନ ସଂର୍ପକୀୟ ବିଜ୍ଞପ୍ତି ନୋଟିସ ନେଇ ଯାଇଥିବା ନିର୍ବାଚନ

କାମାକ୍ଷାନଗର ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ଢେ଼ଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଆଜି କାମାକ୍ଷାନଗର ସାମ୍ବାଦିକ ସଂଘର ସଦସ୍ୟ ମାନେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ସହିତ ଆଲୋଚନା କରିଛନ୍ତି।କିଭଳି ଭାବରେ ରକ୍ତ ଭଣ୍ଡାର ଚାଲୁ ହୋଇ ପାରିବ,ରୋଗି ମାନେ ଏହାର ଲାଭ ଉଠାଇ

ଖବର ପ୍ରକାଶନ ପରେ ରସିକ ମୁଣ୍ଡାଙ୍କ ଚିକିତ୍ସା କରିବା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା କଲା ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ଗ୍ରାମ ପଞ୍ଚାୟତ ଗୋପପୁର ଗାଁ ର ରସିକ ମୁଣ୍ଡା(୩୬) ୬ ମାସ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଇଥିଲେ ।ଜଣେ ଗରିବ ଆଦିବାସୀ ଯୁବକ ଦିନେ ଖଟିଲେ ପରିବାର ଚଳେ ତା ପକ୍ଷରେ ଉତ୍ତମ ଚିକିତ୍ସା ପାଲଟି ଥିଲା ସାତ ସପନ ।ସେ ଯେଉଁ ଘରେ

କପିଳାସ ଅଭୟାରଣ୍ୟରେ ହାତୀଙ୍କ ପାଇଁ ହେବ ରେଲୱେ ଓଭରପାସ ନିର୍ମାଣ

ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟ ତଥା ରେଞ୍ଜରେ ଜିଲ୍ଲାର ସର୍ବାଧିକ ହାତୀ ରହିଛନ୍ତି ।ହାତୀ ଗୁଡକି ଖାଦ୍ୟ ପାଇଁ ଏବଂ ନିଜ ଶରୀର ଦୃଷ୍ଟିରୁ ଦୈନିକ ୫୬ କିଲୋମିଟର ଯାତାୟତ କରୁଥିବାବେଳେ ଦୈନିକ ରେଳ ଲାଇନ ଅତିକ୍ରମ କରିଥାନ୍ତି । ଢେଙ୍କାନାଳ-ଶାଳଗାଁ ସେକସନର ରାଜା ଆଠଗଡ ଏବଂ

ପିଇବା ପାଣି ପାଇଁ ହନ୍ତସନ୍ତ ,୧୫ ଦିନ ହେଲା ନାହିଁ ପାଇପ୍ ପାଣି

ଖରାର ପ୍ରକୋପ ଯେତିକି ବଢୁଛି ପାଣି ସଂକଟ ବୃଦ୍ଧି ପାଇଛି। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ତୁମୁସିଙ୍ଗା ଗାଁ ର ପାଇପ୍ ପାଣି ଯୋଗାଣ ବନ୍ଦ ପଡ଼ିଛି। ସୂଚନା ଅନୁଯାୟୀ ପନ୍ଦର ଦିନ ହେଲା ପାଣି ପମ୍ପ ଖରାପ ହୋଇଛି। ତେଣୁ ପାଇପ୍ ଯୋଗେ ପାଣି ସପ୍ଲାଏ ବନ୍ଦ ଅଛି। ନଳକୂପ ଉପରେ ଲୋକ
error: Content is protected !!