ବାରିହାପୁର କେନ୍ଦୁପତ୍ର ଗୋଦାମ ଠାରେ ପରଜଙ୍ଗ ଓ କାମାକ୍ଷାନଗର କେନ୍ଦୁପତ୍ର ରେଞ୍ଜ ସ୍ତରୀୟ ବୈଠକ
ବାରିହାପୁର ଠାରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ପରଜଙ୍ଗ ଏବଂ କାମାକ୍ଷାନଗର ରେଞ୍ଜର ରେଞ୍ଜ ସ୍ତରୀୟ ବୈଠକ ଅନୁଷ୍ଠିତ ହେଇଅଛି ।କେନ୍ଦୁଝର ଡିଭିଜନ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ ଟି ରେଞ୍ଜର ସମସ୍ତ ସିଜିନାଲ କର୍ମଚାରୀ ଯଥା ମୁନୁସି,!-->…
ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକ ପାଳିତ
କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ କଳିଙ୍ଗ ର ବିର ପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ କାମାକ୍ଷାନଗର ଏନଏସି ନଗରପାଳ ଧର୍ମାନନ୍ଦ ପରିଡା ଙ୍କ ନେତୃତ୍ବରେ ସକାଳ ପ୍ରାୟ ୬.୩୦ରେ ପ୍ରଥମେ ଜଳାଶୟ ରେ ପହଞ୍ଚି ବ୍ରାହ୍ମଣ ମାନଙ୍କ!-->…
ବିଜୁବାବୁଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର ;୧୦୭ ୟୁନିଟ ରକ୍ତ ସଂଗ୍ରହ
ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ପରଜଙ୍ଗ ବ୍ଲକ୍ ବିଜେଡି ଦଳ ପକ୍ଷରୁ ମହାବିଦ୍ୟାଳୟ ଠାରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ।
ଖରାଦିନେ ରକ୍ତ ଅଭାବରେ କାହାରି ଜୀବନ ନଯାଉ ସେହି!-->!-->!-->…
ଢେଙ୍କାନାଳ ଜିଲ୍ଲା କନ୍ଧପାଳ ଗ୍ରାମରେ ଗୁଳିକାଣ୍ଡ, ଜଣେ ମୃତ
କଥା କଥାକେ ଫୁଟୁଛି ଗୁଳି, କେତେବଳେ କିଏ ଆହତ ତ କେତେ ବେଳେ ଗଡୁଛି ମୁଣ୍ଡ । ଏଭଳି ଘଟଣା ଏବେ ବାରମ୍ବାର ଘଟିବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ, ଠିକ ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ସଦର ଥାନା କନ୍ଧପାଳ ଗ୍ରାମରେ । ଗୁଳିକାଣ୍ଡରେ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ନୃପତୀ!-->!-->!-->…
ଦାଣ୍ଡିମାଳରେ ଚୋରଙ୍କ ଦୌରାତ୍ମ ; ଚେକଡ୍ୟାମ କବାଟ ବି ଗାଏବ,ପୋଲିସ ନିରବ ଦ୍ରଷ୍ଟା
ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତଗର୍ତ ଦାଣ୍ଡିମାଳ ଅଞ୍ଚଳରେ ଦୀର୍ଘ ଦିନ ହେବ ଚୋରୀ ବୃଦ୍ଧି ପ।ଇବାରେ ଲାଗିଛି ।
ସଦରଥାନା ଅନ୍ତର୍ଗତପ ପଞ୍ଚୁପଟି ମୁଳିସିଂହ, ଅଙ୍କରାନ୍ତିପୁର ସିମିନଈ,ନିଳାମ୍ବରପରୁ , ମହେନ୍ଦ୍ରପୁର ,ସାଇଁବିରି, ଗଦାଶିଳା, ଚାଇଁପରୁ ,ଶଙ୍କର ପ୍ରତାପପରୁ!-->!-->!-->…
ନିଖୋଜ ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର !
ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମର ଶ୍ରୀକାନ୍ତ ବେହେରା ଗତ ୧୦ ତାରିଖ ଦିନଠାରୁ ନିଖୋଜ ଥିଲେ। ପରିବାର ଲୋକ ନିକଟସ୍ଥ ଗାଁ ଚାନ୍ଦପୁର, ସୁରୁତନାଳି, ତୁଳସୀପଶି, ଭେରୁଣିଆ ପ୍ରଭୃତି ଖୋଜାଖୋଜି କରି ନିରାଶ ହୋଇଥିଲେ।
ପରିବାର ଲୋକଙ୍କ ମୁତାବକ ସେ ମାନସିକ!-->!-->!-->…
ରକ୍ତ ଆବଶ୍ୟକ ବେଳେ ମନେ ପଡ଼ନ୍ତି ସିଦ୍ଧାର୍ଥ
ରକ୍ତଦାତା ବେଳେ ବେଳେ ସାଜିଥାନ୍ତି ଦ୍ଵିତୀୟ ଭଗବାନ । ମେଡିକାଲ ହେଉ ବା ହେଉ କେଉଁ କ୍ୟାମ୍ପ ବା ହେଉ ବ୍ଲଡ଼ବ୍ୟାଙ୍କ ଏହି ସବୁ ସ୍ଥାନ ଗୁଡ଼ିକ ରେ ଆବଶ୍ୟକ ସମୟରେ ରକ୍ତ ଦାନ କିମ୍ବା ରକ୍ତ ଯୋଗାଡ଼ କରି ସାଜିଥାନ୍ତି ଜାଗ୍ରତ ପ୍ରହରୀ । ତେବେ ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସିଦ୍ଧାର୍ଥ!-->…
ସିଓଆର ନଥାଇ ଚାଲିଛି ଘରୋଇ ବିଦ୍ୟାଳୟ , ସରକାରୀ ବିଦ୍ୟାଳୟ ପଡୁଛି ଖାଲି
ଢେଙ୍କାନାଳ ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନଥିବାରୁ ସ୍କୁଲ ଖାଲି ପଡୁଛି , ନଚେତ ସରକାର ଛାତ୍ରଛାତ୍ରୀ ନଥିବାରୁ ନିକଟସ୍ଥ ସ୍କୁଲରେ ମିଶ୍ରଣ କରୁଛନ୍ତି । ସରକାରଙ୍କ ବିନା ଅନୁମତିରେ ଶହ ଶହବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଜିଲ୍ଲା!-->!-->!-->…
ସଚେତନ ସତ୍ତ୍ୱେ ଅଣାୟତ ଜଙ୍ଗଲ ନିଆଁ ; ୩ ବର୍ଷରେ ୭୦୩ ହେକ୍ଟର ନିଆଁରେ ପୋଡି ଜଙ୍ଗଲ ନଷ୍ଟ
ଢେଙ୍କାନାଳ ବନଖଣ୍ଡରେ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନ ବିଭାଫ ତରଫରୁ ସଚେତନତା ସହତି କର୍ମଚାରୀଙ୍କୁନ ନିୟୋଜିତ କରାଯାଉଛି । ଏହା ସତ୍ତ୍ୱେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଦେବା ଫଳରେ ବହୁମୂଲ୍ୟ ଔଷଧୀୟ ଅରଣ୍ୟ ଜଳିଯିବା ସହତି ତିନି ବର୍ଷରେ ଜଳିଗଲାଣି ୭୦୩ ହେକ୍ଟର ଜଙ୍ଗଲ ।
!-->!-->…
ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ସଡ଼କ ଦୁର୍ଘଟଣା ର ଶିକାର ହୋଇ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଖବର ନେବାରେ ଜଣାଯାଏ ଯେ ଭୁବନ ବ୍ଲକ ଜିରାଳ ଗ୍ରାମର ବିଜୁଳି ଛକରେ ଛୋଟ ସେଲୁନ ଦୋକାନ କରି ପେଟ ପୋଷୁଥିବା ଗୋଲେଖ ବାରିକ ଙ୍କ ଏକମାତ୍ର ପୁଅ କାହ୍ନ ବାରିକ, ସୋମବାର ସନ୍ଧ୍ୟା ସମୟରେ ଜିରାଳ ତାରିଣୀ ମନ୍ଦିର!-->…