ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍ ହିନ୍ଦୋଳ ଆନୁକୁଲ୍ୟରେ ଡଃ ବାବା ସାହେବ ଆମ୍ବେଦକର ଙ୍କ ଜନ୍ମଦିନ ବା ବିଶ୍ଵଜ୍ଞାନ…
ଆଜି "ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍(ADA) ହିନ୍ଦୋଳ" ଆନୁକୁଲ୍ୟରେ ଡଃ ବାବା ସାହେବ ଆମ୍ବେଦକର ଙ୍କ ଜନ୍ମଦିନ ବା ବିଶ୍ଵଜ୍ଞାନ ଦିବସ ପାଳିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସସ୍ମିତା ରାଣୀ ନାଏକ , ଅଧ୍ୟକ୍ଷା, ପଞ୍ଚାୟତ ସମିତି, ହିନ୍ଦୋଳ, ମୁଖ୍ୟବକ୍ତା- ଶ୍ରୀଯୁକ୍ତ ଶତିସ୍!-->!-->!-->…
ମନରେଗା କାର୍ଯ୍ୟରେ ମହାଦୁର୍ନୀତି ; ୧କୋଟି ୫୦ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ଟଙ୍କା ହଡପ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ରାଇତଳା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ହୋଇଛି ମିଥ୍ୟା ବିଲ କରି ୧କୋଟି ୫୦ଲକ୍ଷ ଟଙ୍କା ହଡପକରାଯାଇଥିବାର ଅଭିଯୋଗ କରାଯାଇଛି ।
ରାଇତଳା ପଞ୍ଚାୟତରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଢ କୋଟି ଟଙ୍କାର!-->!-->!-->…
ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ
ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ୧୪ ଅପ୍ରେଲ ୧୮୯୧ ମସିହାରେ ମହୁ (ମଧ୍ୟପ୍ରଦେଶ)ରେ ହୋଇଥିଲା। ତାଙ୍କ ପିତା ଶ୍ରୀ ରାମଜୀ ଶକପାଲ ଏବଂ ମାତା ଭୀମାବାଇ ଧର୍ମପ୍ରେମୀ ଦମ୍ପତି ଥିଲେ। ତାଙ୍କ ଜନ୍ମ ମହାର ଜାତିରେ ହୋଇଥିଲା,ଯାହାକି ସେତେବେଳେ!-->…
ଋଣ ଭାର ସହି ନପାରି ଚାଷୀ ଆତ୍ମହତ୍ୟା !
ବାଜିରାଉତ ଙ୍କ ସଂଗ୍ରାମୀ ମାଟି ରେ ମାଟି ସହ ସଂଗ୍ରାମ କରି କରି ଶେଷ ରେ ଋଣ ସୁଝି ନପାରି ଆତ୍ମ ହତ୍ୟା କଲେ ଚାଷୀ ରମେଶ l ଖବର ରୁ ଜଣା ଯାଇଛି ଭୁବନ ବ୍ଲକ କଣପାଳ ସାମିଲ ମହୁଲପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ l ଏହି ଗ୍ରାମଟି ସହୀଦ ବୀର ବାଜିରାଉତ ଙ୍କ ଗ୍ରାମ ଭାବେ ସାରା!-->…
ଏଣିକି ଦୁଇଟି ଡିଗ୍ରୀ ର କୋର୍ସ ଏକା ସଙ୍ଗେ କରିପାରିବେ ବିଦ୍ୟାର୍ଥୀ
ନୂତନ ଶିକ୍ଷାନୀତି ୨୦୨୦ କୁ ଅନୁମୋଦନ ମିଳିବା ପରେ ଆଜି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ସମୟପୋଯୋଗୀ ନିଷ୍ପତ୍ତି ନେଇଛନ୍ତି l ଯେଉଁଥିରେ ଏକ କାଳୀନ ଜଣେ ବିଦ୍ୟାର୍ଥୀ ଦୁଇଟି ଡିଗ୍ରୀ କୋର୍ସ କରିପାରିବ l ଏହା ଉଭୟ ଅନ୍ ଲାଇନ୍ ଓ ଫିଜିକାଲ ମୋଡ଼ ରେ ଶିକ୍ଷାଦାନ କରିବା ପାଇଁ!-->…
ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା!
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଜୁଳି ଗଲେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ଧାର ହୋଇଯାଏ। ବିଜୁଳି କଟିଲେ ରୋଗୀମାନଙ୍କୁ ଅନ୍ଧାରରେ ରହିବାକୁ ପଡୁଛି। ଯେଉଁ ଜେନେରେଟର ରହୁଛି ତାହା କାମରେ ଲାଗୁନାହିଁ। ରୋଗୀଙ୍କ ସମ୍ପର୍କୀୟ!-->…
ମହିଳାଙ୍କ ପ୍ରତି ଆକ୍ସିସ ବ୍ଯାଙ୍କ କର୍ମଚାରୀଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଜି ସାମାଜିକ ସୁରକ୍ଷା ଋଣ ପାଇଁ ଆକ୍ସିସ୍ ବ୍ୟାଙ୍କ ଆସିଥିଲେ । ତେବେ ଏହି ସମୟରେ ବ୍ୟାଙ୍କ କର୍ମଚାରୀ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି l ଗ୍ରାମର ଲକ୍ଷ୍ମୀପ୍ରିୟା ରାଜ,ରମେଶ!-->…
ଜଳକ୍ଲିଷ୍ଟ ସହର ଢେଙ୍କାନାଳ ; ୫୦ବର୍ଷ ଧରି ଲାଗିରହିଛି ପାନୀୟ ଜଳ ସମସ୍ୟା
ଢେଙ୍କାନାଳ ସହରରେ ୫୦ ବର୍ଷ ଧରି ପାନୀୟ ଜଳ ସଙ୍କଟ ଲାଗିରହିଛି । ପାଣି ଟୋପେ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ବେଳେ ଟ୍ୟାପରେ କେତେବେଳେ ପାଣି ଆସୁଛିତ କେତେବେଳେ ନାହିଁ । ଯାହା ଆସୁଛି ତାହା ସମୁଦ୍ର କୁ ଶଙ୍ଖେ । ସହର ତଳି ବସ୍ତି ସମସ୍ୟା ବି କହିଲେ ନସରେ । ପାନୀୟ ଜଳ ସଙ୍କଟ!-->…
ମଦ ମୁକ୍ତ ଗାଁ ପାଇଁ ଗ୍ରାମବାସୀଙ୍କ ଶୋଭାଯାତ୍ରା
ଗଁଦିଆ ବ୍ଲକ ନେଉଳପୋଇ ପଞ୍ଚାୟତ ଛାଟିଆ ଗ୍ରାମ ଠାରେ ମଦ ମୁକ୍ତ ଗାଁ ଅଭିଯାନ, ସଚେତନତା ରାଲି ଆରମ୍ଭ ହୋଇଛି। ଗ୍ରାମର ଆଦିବାସୀ ଓ ହରିଜନ ମହିଳାମାନଙ୍କ ଆହ୍ବାନ କ୍ରମେ ଗ୍ରାମର ଶତାଧିକ ମହିଳା ଏକ ରାଲିରେ ସାମିଲ ହୋଇ ମଦ ମୁକ୍ତ ଗ୍ରାମ କରିବା ପାଇଁ ସ୍ଲୋଗାନ ଦେଇଥିଲେ।
ଗ୍ରାମରେ ମଦ!-->!-->!-->…
ଗଁଦିଆ ବ୍ଲକରେ ବୁଲିଲା କୃଷିରଥ
ଗଁଦିଆ ବ୍ଲକରେ କୃଷି ବିଭାଗ ପକ୍ଷରୁ କୃଷକ ସଚେତନତା ଅଭିଯାନ ପରିପେକ୍ଷିରେ ଉକ୍ତ ବି ବିଭାଗ ପକ୍ଷରୁ ୮ ତାରିଖରୁ ଉକ୍ତ ରଥ ବ୍ଲକର ବି ବିଭିର୍ଣ୍ଣ ଅଂଚଳ ବୁଲିବା ଆରମ୍ଭ କରିଛି । ଏହି ସଚେତନତା ଅଭିଯାନ ୭ ଦିନ ଧରି ଚାଲିବ ଏହି ପରିପେକ୍ଷିରେ ଗଁଦିଆ ଓ ପୋରୁହଖୋଜ ଗ୍ରାମ ପଂଚାୟତ ରେ ଏହି ରଥ!-->…