ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନଖଣ୍ଡ ଅନ୍ତର୍ଗତ ଡିହଡୋଳ ସେକ୍ସନ ଖାଲପାଳ ଗ୍ରାମରେ ବାରହା ଆକ୍ରମଣରେ କିଶୋରୀ ସିଂ ବି ବର୍ମା (୬୨) ଗୁରୁତର ହୋଇଛନ୍ତି । ଖବର ମୁତାବକ ଶ୍ରୀ ବର୍ମା ପ୍ରତ୍ୟେକ ଦିନ ସକାଳୁ ପରିଭ୍ରମଣ ନିମନ୍ତେ ନିଜ ଘରଠାରୁ ପୁରୁଣା ଗ୍ରାମ ଅଭିମୁଖେ ଯାଇଥାନ୍ତି । ସେହିପରି!-->…
ଚୀନର ହୀନଚକ୍ରାନ୍ତ ପରେ ମଧ୍ଯ ଚମକିବ ଭାରତ
ସମଗ୍ର ବିଶ୍ଵରେ ବର୍ତ୍ତମାନ ସମୟରେ ବିଭିନ୍ନ ନାଟକୀୟ ଭାବେ ଉପୁଜିଥିବା ପରିବର୍ତ୍ତନ ଆଶ୍ଚର୍ଯ୍ୟ କରିଥିବା ବେଳେ, ଦକ୍ଷିଣ ଏସିଆ ମଧ୍ଯ ସେଥିରୁ ବାଦ୍ ପଡି ନାହିଁ l ନିକଟରେ ଚୀନର ଚତୁରତାକୁ ବୁଝି ନପାରି ପାକିସ୍ଥାନ ଓ ଶ୍ରୀଲଙ୍କା ଦୁର୍ଦ୍ଦଶା ଭୋଗୁଛନ୍ତି l
କୋଭିଡ଼ ମହାମାରୀ ସଂକ୍ରମଣ!-->!-->!-->…
କେନାଲ ରୁ ମହିଳାଙ୍କ ମୃତଦେହ ଉଦ୍ଧାର
ପରଜଙ୍ଗ ବ୍ଲକ ମାଣିକ ମରା ପଞ୍ଚାୟତ କାଦପଡ଼ା ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲରେ ଏକ ମହିଳାଙ୍କ ଶବ ଭାସୁଥିବା ର ଦେଖି ଦଦରା ଘାଟି ଫାଣ୍ଡି ଅଧିକାରୀ ଙ୍କୁ ଜଣାଇଥିଲେ। ଦଦରା ଘାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କେନାଲ ଦୁଇ ହୁଡ଼ା ରେ ଶହ ଶହ ଲୋକ ରୁଣ୍ଡ ହୋଇ!-->…
ଟଙ୍କିକିଆ ଚାଉଳ ପାଲଟିଛି ଲାଭଜନକ ବ୍ୟବସାୟ ; ୧ଟଙ୍କାରେ କିଣି ୧୫ଟଙ୍କାରେ ବିକ୍ରୀ କରୁଛନ୍ତି ହିତାଧିକାରୀ
ଢେଙ୍କାନାଳ ଜିଲ୍ଲାରେ ଟଙ୍କିକିଆ ଚାଉଳ ଦେଉଛି ରୋଜଗାର । କଥାଟା ଯେତିକି ସମ୍ବେଦନଶୀଳ ସେତିକି ଚିନ୍ତନର ବିଷୟ । ସରକାରଙ୍କୁ ଠକି ଖାଦ୍ୟସୁରକ୍ଷା ଯୋଜନାରେ ନିଜକୁ ସାମିଲ କରି ୧ଟଙ୍କାରେ ଚାଉଳ କିଣିବା ପରେ ସେହି ଚାଉଳକୁ ୧୫ ଟଙ୍କାରେ ବିକ୍ରୀ କରିବା ବେଶ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି!-->…
ଜଙ୍ଗଲର ଡାକ
ଜଙ୍ଗଲର ଚିତ୍କାର ସୂର୍ଯ୍ୟର ପ୍ରକୋପକୁ ବି ସିଥଳ ରୂପରେ ପରିଣତ କରିଦିଏ,ତା'ର ଛାତି ଚିରି ଯଦି ସହର ଆଉ ରାସ୍ତା ନିର୍ମାଣ ହୁଏ ତେବେ ସେ ପ୍ରାନ୍ତରେ ବାଟୋଇକୁ ବି ଆଶ୍ରୟ ମିଳେନାହିଁଖାଲି ମା'' ପରି ସିନା ସିଏ ତା'ର ଶିଥଳ ଛାଇ ଆଉ ଅମ୍ଳଜାନ ଦେଇ ଆମ ଜୀବନ ବଞ୍ଚାଏ ହେଲେ ସମୟ ଆସିବ!-->…
ରାସ୍ତା କଡରେ ଥିବା ଗଛରେ ପିଟି ହେଲା କାର ,ଚାଳକ ମୃତ !
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତଣ୍ଡିମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।
ମୃତକ ଜଣଙ୍କ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମାଲ । ସେ କୌଣସି କାମରେ ଘରୁ କଙ୍କଡାହାଡ଼!-->!-->!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୱାର୍ଡ ସଭ୍ୟ ମୃତ
କପିଳାସ ମୁଖ୍ୟରାସ୍ତା ଦେଓଗାଁ ଛକ ରେ ଗତକାଲି ବିଳମ୍ବିତ ରାତ୍ରୀ ରେ ଏକ ସଡ଼କ ଦୁର୍ଘଟଣା ରେ ନବ ନିର୍ବାଚିତ ୱାର୍ଡ ସଭ୍ୟ ଗୋପୀନାଥ ସାମଲ (୪୫ )ଙ୍କର ମୃତ୍ୟୁ ଘଟିଛି |ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ଅନୁସାରେ ନିଜ ଗାଁ ଦେଓଗାଁ ରୁ ପାଖ ଗାଁ କୁ ଯାତ୍ରା ଦେଖିବାକୁ ଯାଉଥିବା ସମୟରେ ଛକ ଉପରେ!-->…
ସଡକ ଦୁର୍ଘଟଣା ରେ ଜଣେ ମୃତ
ପିକଅପ୍ ଭ୍ୟାନ ଓଲଟି ଡ୍ରାଇଭର ମୃତ୍ୟୁ ହୋଇଛି। ମୃତକ ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର କିରଣ ସାହୁ। ସେ ଆଜି ଅପରାହ୍ନ ସମୟରେ ଚୁଡା ବୋଝେଇ କରି କାମାକ୍ଷାନଗରୁ ନିଜ ଗାଁ ଗଡପଳାଶୁଣି ଫେରୁଥିଲେ।
ଆସିବା ବାଟରେ ଜରଡା ଗ୍ରାମ ନିକଟରେ ଘାଟି ଅତିକ୍ରମ କରୁଥିବା ବେଳେ ଭାରସମ୍ୟ ହରାଇ!-->!-->!-->…
” ମୁଁ ବି ସ୍ୱୟଂ ସମ୍ପୂର୍ଣ୍ଣା ” ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା
ଭୁବନେଶ୍ୱର ପ୍ରେସକ୍ଳବ ଠାରେ ମଙ୍ଗଳବାର ଦିନ ଆୟୋଜିତ ମାସିକ ଓଡ଼ିଆ ଖବର କାଗଜ ଶାନ୍ତିସ୍ତୁପ ର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବରେ "ମୁଁ ବି ସ୍ୱୟଂ ସମ୍ପୂଣ୍ଣା -୨୦୨୨ " ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଢେଙ୍କାନାଳ ଝିଅ ଅଙ୍କିତା ସାହୁ । ପୁରସ୍କାର ସ୍ୱରୂପ ମାନପତ୍ର ,ପୁଷ୍ପଗୁଚ୍ଛ ଏବଂ!-->…
ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିକ୍ଷୋଭ
ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଦେଶରେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ବୃଦ୍ଧିନେଇ କୁଞ୍ଜକାନ୍ତ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ ରେ ମହଙ୍ଗାୟୀ ମକ୍ତୁ ଭାରତ ଅଭିଯାନ ଆହ୍ଵାନରେ ଏହି ବିକ୍ଷୋଭ!-->…