News
lipub
samparksetu

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା ,ଘର ନପାଇ ଭଙ୍ଗା ଘର ରହୁଛନ୍ତି ବୃଦ୍ଧଙ୍କ ପରିବାର

ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଂଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଇଥିବା ଅଭିଯୋଗ କରିଛନ୍ତି । ଯୋଜନାରେ ନାଁ ଥିଲା ଆଉ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ମିଳିଲା ସେ ବଞ୍ଚିତ ହେ।ଇଥିବା କହିଛନ୍ତି ଗିରିଆ ନାଏକ ।ଗିରିଆ ନାଏକ ୨୦୧୮-୨୦୧୯ ରେ

କଟାବାହାଳ ଗାଁର ପରିବା ବେପାରୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ବନ୍ଧା ହେଲେ ଦୁଇ ମଦ୍ୟପ ଯୁବକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଟାବାହାଳ ଗାଁରେ ଜଣେ ପରିବା ବେପାରୀଙ୍କୁ ଠେଙ୍ଗାରେ ପିଟି ପିଟି ବିଭତ୍ସ ଭାବେ ହତ୍ୟା କରିଥିବା ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟରପଦା ଗାଁର ବଗଲା ବାରିକ ଏବଂ ତାଙ୍କ ସହଯୋଗୀ

ଦୃଷ୍ଟି ଆଢ଼ୁଆଳରେ ୫୩ନମ୍ବର ରାଜପଥ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତିଲୁଚାଣି ଛକ ଠାରୁ ପରଜଙ୍ଗ ବଜାର ଦେଇ ଯାଇଥିବା ବାରିହାପୁର ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ରାଜପଥଟି ମରଣଯନ୍ତା ଅବସ୍ଥାରେ ଥିଲେ ମଧ୍ୟ ମରାମତି ଦିଗରେ ଆଜି ପର୍ଯ୍ୟନ୍ତ ବିଭାଗୀୟ କତୃପକ୍ଷଙ୍କ ନିଦ ଭାଙ୍ଗୁନି ।ଯାହାକି ପ୍ରତ୍ୟେକ ଜନସାଧାରଣଙ୍କ ଠାରୁ

ଭୁବନରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ, ବିଲମାଳ ରେ ଶବ ଝୁଣିଲା ବୁଲା କୁକୁର

ଉଦୁଉଦିଆ ଖରା ଚାରି ଆଡ଼ ସୁନସାନ, ବିଲ ମାଲରେ ପଡିରହିଛି ବୃଦ୍ଧା ଙ୍କ ଶବ ଏଭଳି ଦୃଶ୍ୟ ଦେଖି ଅତିଷ୍ଠ ସ୍ଥାନୀୟ ବାସିନ୍ଦା । କୁକୁର ଙ୍କୁ ଘଉଡାଇବା ସହ ତାଙ୍କ କବଳରୁ ରକ୍ଷା କରିଥିଲେ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ । ସୂଚନା

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଉତ୍କଳ ଦିବସ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏପ୍ରିଲ ୧ ତାରିଖ ଦିନ ଓଡ଼ିଶାର ପ୍ରତିଷ୍ଠା ଦିବସ-ଉତ୍କଳ ଦିବସ ଆୟୋଜିତ ହୋଇଯାଇଛି । ଏହି ଅବସରରେ କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର) ବିଭାଗ ପକ୍ଷରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲା

ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା , ୩ ଜଣ ଗୁରୁତର

ଢେଙ୍କାନାକ ସଦର ଥାନା ଅନ୍ତର୍ଗତ କପିଳାସ- ଢେଙ୍କାନାଳ ମୁଖ୍ୟ ରାସ୍ତା ନାଗିଆପସି ଛକ ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ସୂଚନା ଥାଉକି ତିନିଜଣ ବାଇକ ଯୋଗେ କପିଳାସ ବୁଲିବାକୁ ଆସିଥିଲେ । ଘରକୁ ଫେରୁଥିବା ସମୟରେ ନାଗିଆପସି ଛକ ନିକଟରେ ଏକ ଟ୍ରକ ଓ ବାଇକ ମୁହାଁମୁହିଁ

ମୋ ଓଡ଼ିଶା

ଓଡ଼ିଶା ମୋରି ରାଇଜ ନାଆଁ                            ଯେତେ ଦେଖେ ମୋତେ ଲାଗେ ନୂଆଁ ନୂଆଁଏଇ ରାଇଜର ପାହାଡ଼ ବଣ                      କରେ ସଭିଙ୍କ ମନ ହରଣ   ।ବାରମାସେ ଏଠି ତେର ପରବ                      ଓଡ଼ିଆ ଘର ପାଇଁ ଅତି ଗରବ   ।ଆରିସା କାକରା ସାଙ୍ଗକୁ

ବି.ବି. ହାଇସ୍କୁଲ ରେ ଓଡ଼ିଶା ଦିବସ ପାଳିତ

ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଓଡ଼ିଶା ଦିବସ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧(କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ସହକାରୀ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର

ବୀରଭୂମି ସାହିତ୍ୟ ସଂସଦ ସମାବେଶ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଡିହଡୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିରଭୂମି ସାହିତ୍ୟ ସଂସଦର ର କବିତା ପାଠ ଉତ୍ସବ ଓ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ମଧୁବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ
error: Content is protected !!