ନିଖୋଜ ଯୁବକ ଙ୍କ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ନିକଟ ପଥରଖଣି ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଆଠଗଡ ବିରକିଶୋର ପୁରର ସୂର୍ଯ୍ୟ ତ୍ରିପାଠୀ ଗତ୨୬ ତାରିଖରୁ ନିଖୋଜ ଥିଲେ।
ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଆଜି ସକାଳେ ଢେଙ୍କାନାଳ!-->!-->!-->…
ସତ୍ୟସାଇ ସେବା ସଂଗନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ବଡଝରା ଠାରେ ମହାନ ଉତ୍କଳ ଦିବସରେଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ର ଆୟୋଜନ ହୋଇଯାଇଛି । ଏଥିରେ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ର ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଦାସ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିବା ବେଳେ ଗ୍ରାମ!-->…
ଠେଙ୍ଗାରେ ପିଟି ପିଟି ପରିବା ବେପାରୀଙ୍କୁ ହତ୍ୟା
ଠେଙ୍ଗାରେ ପିଟି ପିଟି ଜଣେ ପରିବା ବେପାରୀକୁ ହତ୍ୟା କଲା ଭଳି ଏକ ବିଭତ୍ସକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହାଳ ଗାଁରେ । ମୃତ ପରିବା ବେପାରୀ ଜଣଙ୍କ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁର ରମେଶ ଚନ୍ଦ୍ର ଦେହୁରୀ ।
ରମେଶ ଗାଁ ପାଖ!-->!-->!-->…
କାମାକ୍ଷାନଗର ଉପଖଣ୍ଡ ସଦର ମହକୁମା ରେ ଉତ୍କଳ ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇଥିଲେ l ଏଥିରେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ଦେ,!-->…
ଓଡ଼ିଶାର ଜନ୍ମଦିନ
ଚଇତ୍ର ମାସର ଟାଣୁଆ ଖରାଆମ୍ବ ବଉଳର ବାସନା ଭରାସ୍ମୃତିକୁ ଉଖାରେ ମନଉଣିଶ ଛତିଶି ମସିହା ଥିଲାଓଡ଼ିଶା ପ୍ରଦେଶ ଜନମ ନେଲାଏପ୍ରିଲ୍ ପହିଲା ଦିନ ।
ଓଡ଼ିଆ କହନ୍ତି ଯେତେକ ଲୋକଏକତ୍ର ରହିଲେ ପାଇବେ ସୁଖଏକଥା ଫିରଙ୍ଗି ଭାବିସ୍ଵତନ୍ତ୍ର ରାଇଜ ଗଠନ କଲେଆନ୍ଧ୍ର ବଙ୍ଗଳାକୁ ପଡୋଶୀ କଲେପୂର୍ଣ୍ଣ!-->!-->!-->…
ବଧୂ ହତ୍ୟା ଅଭିଯୋଗରେ ବାପ ପୁଅ ଗିରଫ
ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତସ୍ତ ଦଲାର ଗ୍ରାମର ନନ୍ଦ କିଶୋର ଦାସ ଓ ତାଙ୍କର ପୁଅ ବିଷ୍ଣୁ ଦାସ କୁ ଆଜି ଗଁଦିଆ ପୋଲିସ ବଧୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ଘଟଣା ରୁ ଜଣାଯାଏ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ତରାଜଙ୍ଗ ଗ୍ରାମର ସଞ୍ଜୟ କୁମାର ଷଣ୍ଢ ଙ୍କର!-->…
ସଡ଼କ ଦୁର୍ଘଟଣା ରେ ଭାଇ ମୃତ, ସାନଭଉଣୀ ଗୁରୁତର
ନାଲକୋ ନଗର ଥାନା ଅନ୍ତର୍ଗତ ୫୫ଜାତୀୟ ରାଜପଥ କାଣ୍ଡସର ସ୍କୁଲ ସାହି ନିକଟରେ ଟ୍ରକ ବାଇକ ଦୁର୍ଘଟଣା ରେ ଭାଇ ମୃତ୍ୟୁ ସାନ ଭଉଣୀ ଗୁରୁତ୍ୱର ଆହତ।ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମର ଅନ୍ତର ଭୁତିଆ ଙ୍କ ପୁଅ ଅନିଲ ଭୁତିଆ (୧୯) ଏବଂ ଝିଅ!-->…
ଟାଟା ଷ୍ଟିଲ ଫାଟକ ସମ୍ମୁଖରେ ଦୁର୍ଘଟଣା,ଠିକା ସଂସ୍ଥାର ଦୁଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଟ୍ରକ,ଜଣେ ମୃତ୍ୟୁ ଜଣେ…
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ନିକଟରେ ଥିବା ଟାଟା ଷ୍ଟିଲ କମ୍ପାନୀ ଫାଟକ ସମ୍ମୁଖରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି।ମଧ୍ୟାହ୍ନ ବେଳେ ଏକ ବାଇକ ଯୋଗେ କମ୍ପାନୀ ଭିତରକୁ କାର୍ଯ୍ୟ କରିବାକୁ ଯାଉଥିବା ବେଳେ ଟ୍ରକ ଧକ୍କା ଦେବାରୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା!-->…
ପାନୀୟ ଜଳ ଯୋଗାଣ ପାଇଁ ଦାବି ପତ୍ର
ଢେଙ୍କାନାଳ ମୁନିସିପାଲିଟିର ୱାର୍ଡ ନଂ ୧୯ ସିମିଳିଆ ଗୋପାଳ ସାହି, ଡ୍ରାଇଭର ସାହି ଏବଂ ଉପ୍ରା ବିଦ୍ୟାଳୟକୁ ତୁରନ୍ତ ପାନୀୟ ଜଳ ଯୋଗାଣ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ଦାବି ପତ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ, ସହରାଞ୍ଚଳ ଜଳ ଯୋଗାଣ ବିଭାଗ କୁ ପ୍ରଦାନ କରାଯାଇଛି l ଦୀର୍ଘ ବର୍ଷ ହେଲା!-->…