ବିଧବା ମହିଳା ଙ୍କୁ ଆବାସ ଯୋଗାଇବାକୁ ଦାବି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗାଁରେ ୬୧ ବର୍ଷୀୟା ମହିଳାଙ୍କୁ ଅନେକ ଅଭିଯୋଗ ପରେ ଘର ଖଣ୍ଡିଏ ମିଳୁ ନଥିବାର ଅଭିଯୋଗ ହୋଇଛି ।
ଗାଁର ଲୋକନାଥ ନାଏକଙ୍କ ପତ୍ନୀ ସରଦି ନାଏକ (୬୧) ଜଣେ ବିଧବା ମହିଳା ଲୋକନାଥ ୨୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା!-->!-->!-->…
ନିର୍ବାଚନ ପରର ହିଂସା ; ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣିଲେ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ନିର୍ବାଚନ ପରର ହିଂସା ଦେଖିବାକୁ ମିଳିଛି। କାମାକ୍ଷାନଗର ବ୍ଲକ ବାଉଁଷପାଳ ପଞ୍ଚାୟତର ୪ ନଂ ଓ୍ବାର୍ଡରେ ଘଟିଛି ଘଟଣା । ସୂଚନା ମୁତାବକ ଗତ କାଲି ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ ୪ ନଂ ଓ୍ବାର୍ଡର ପବିତ୍ର ବିଶ୍ବାଳ ଘରକୁ ଫେରୁଥିବାବେଳେ, ଧାରୁଆ!-->…
ଓପିଏସ ମହା ବିଦ୍ୟାଳୟରେ କର୍ମନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ହିନ୍ଦୋଳରୋଡ ଓଡାପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କର୍ମନିଯୁକ୍ତି ସମ୍ପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠତି!-->!-->!-->…
ବିବାହିତା ମହିଳାଙ୍କୁ ପ୍ରେମ କରି ପୋଡିଦେବା ଘଟଣା ର ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁକ୍ତାପଶି ଅଞ୍ଚଳରେ ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ଜଙ୍ଗଲ ମଧ୍ୟରେ ପତ୍ର ଡାଳ ଘୋଡାଇ ନିଆଁ ଲଗାଇଦେବା ଭଳି ଘଟଣାରେ ପୋଲିସ ପ୍ରେମିକକୁ ଗିରଫକରିବା ସହିତ ମୋଟରସାଇକେଲ ଏବଂ ଦୁଇଟି ମୋବାଇଲ ଫୋନକୁ ଜବତ କରିଛି ।
କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ!-->!-->!-->…
ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଆକାଶ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଅନ୍ତର୍ଗତ ମାର୍ଥ।ପୁର ପଞ୍ଚାୟତର ଓଢଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଆକାଶ କଅଁର (୧୬) ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି । ସେ ଶତକଡା ୯୦ ଭାଗ ଭିନ୍ନକ୍ଷମ ଥିବାରୁ , ସେ ଚାଲିବାକୁ ସକ୍ଷମ ନୁହଁନ୍ତି ।ତେଣୁ ସେ ଜଣଙ୍କ ଉପରେ ନିର୍ଭର!-->…
ଭତ୍ତା ବୃଦ୍ଧି ଏବଂ ପେନସନ ଦାବୀ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ପଞ୍ଚାୟତ ହାଟ ପଡିଆ ।ଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଏବଂ ପେନସନ ଦାବୀରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କୃଷକ ନେତା କୈଳ।ସ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ!-->…
ଏନଏସଏସ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଢେଙ୍କାନାଳ ସ୍ୱୟଂଶାସିଟ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ୩ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସେଠୀଯୋଗଦେଇ ଏକ ସୁସ୍ଥ ସମାଜ ଗଠନ ଏବଂ ଏହାର ବିକାଶରେ ନେତୃତ୍ୱର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ ।
!-->!-->!-->…
ବାଦିବାହାଳ ବିଦ୍ୟାଳୟ ଖୋଲିବାକୁ ଦାବୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ବାଦିବାହାଳ ଗ୍ରାମରେ ଥିବା ପ୍ରାଥମକି ବିଦ୍ୟାଳୟକୁ ଖୋଲିବା ପାଇଁ ସ୍ୱୟଂସାହାୟକ ଗୋଷ୍ଠିର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।
ବାଦିବାହାଳ ଗ୍ରାମରେ ୧୯୭୬ ମସିହାରେ ବିଦ୍ୟାଳୟଟି ସ୍ଥାପନ ହୋଇଥିଲା । ଗ୍ରାମର ପିଲାମାନେ ଏଠାରେ ପାଠ!-->!-->!-->…
ଆନ୍ତର୍ଜାତୀୟ ଗଣିତ ଦିବସ ପାଳିତ
ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଗଣିତ ଦିବସ ପାଳିତ ହୋଇଯାଇଛି ।ଗଣିତ ବିଭାଗର ମୁଖ୍ୟ ଡା.ସୁରେଖା ବଳିଆରସିଂ ଗଣିତ ଦିବସର ପ୍ରାଧାନ୍ୟ ଉପରେ ଆଲୋକପାତକରଥିଲେ । ଆଜିର ଦିବସକୁ ପାଏ ଦିବସ କୁହାଯାଉଛି ବୋଲି କହିବା ସହତି ବେଦରେ ପାଏର ଆନୁମାନିକ ମୂଲ୍ୟ କିପରି ଶ୍ଳୋକ!-->…
ମୁକ୍ତାପଶି ନିକଟରେ ଗୁରୁତର ମହିଳା ଉଦ୍ଧାର ଘଟଣା ; ଅନୈତିକ ସମ୍ପର୍କ କୁ ନେଇ ସନ୍ଦେହ ପରେ ଜିଅନ୍ତା ଜାଳିଦେଲା…
ପ୍ରଥମେ ବିବାହିତ ମହିଳାଙ୍କ ସହିତ ସମ୍ପର୍କ ଏବଂ ପରେ ମହିଳାଙ୍କ ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଲା ବଏଫ୍ରେଣ୍ଡ । ଏ ଭଳି ଘୃଣ୍ଯ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଅଂଚଳରେ ।
ଯାହାକୁ ନେଇ କାମାକ୍ଷାନଗର ପୋଲିସ!-->!-->!-->…