News
lipub
samparksetu

ତିନି ଝିଅକୁ ନେଇ ଅସହାୟ ପରିବାର

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ନିମିଧା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ତିନି ଝିଅଙ୍କୁବଅସହାୟ ପରିବାର ଦୁଃଖ କଷ୍ଟରେ ରହୁଥିବାର ଜଣାପଡିଛି । ନିମିଧା ଗ୍ରାମ ଜଗନ୍ନାଥପୁର ଗ୍ରାମର ଉମାନାଏକଙ୍କ ସ୍ୱାମୀ ଦୁଃଖବନ୍ଧୁ ନାଏକ ଚାଲିଯିବା ପରେ ଏବେ ତାଙ୍କର ତିନି ଝିଅଙ୍କୁ ନେଇ ରହୁଛନ୍ତି ।

ଏବେ ବି ରହିଛି ଅନ୍ଧବିଶ୍ୱାସ , ବାହାଡା ଦାନ୍ତ ଉଠିଲେ ହେଉଛି କୁକୁର ସହିତ ବିଭାଘର !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଆଦିବାସୀ ମାନଙ୍କ ମଧ୍ୟରେ ରହିଥିବା ଅନ୍ଧ ବିଶ୍ୱାସକୁ ଦୂରେଇବା ଏବେ ବି ସମ୍ଭବ ହୋଇନାହିଁ ।। ରିଷ୍ଟ ଖଣ୍ଡନ ପାଇଁ ନାବାଳିକା ସହିତ କୁକୁରର ବିବାହ ତା ପୁଣି ବାଜାରୋଷଣୀ ସହିତ ଭୋଜି ଭାତର ପର୍ବ ମଧ୍ୟରେ ବେଶ ରୋଚକ ହୋଇଛି । କରଗୋଳା ପପଞ୍ଚାୟତ

ଯୁବକ ଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ

କକାମାକ୍ଷାନଗର ଥାନା ବାଙ୍କୁଆଳ ଗ୍ରାମ ରେ ଜଣେ ଯୁବକ ଙ୍କ ଉପରେ ଆକ୍ରମଣ ନେଇ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ବାଙ୍କୁଆଳ ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ସାହୁ ଆଜି ସକାଳୁ ନିଜ ବାଇକ ଯୋଗେ କୌଣସି କାର୍ଯ୍ୟରେ କାମାକ୍ଷାନଗର ଆସୁଥିଲେ l କିନ୍ତୁ ଗ୍ରାମ ନିକଟରେ

ଭୋଳେଶ୍ୱର ଓ ମାୟାଧର ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ସୋଗର ଚାମ୍ପିୟନ

କନ୍ତିଓ ପୂଟସାହି ପଞ୍ଚାୟତ ର ଜକା କ୍ରିକେଟ ଗ୍ରାଉଣ୍ଡ ରେ ଫାଇନାଲ ମ୍ୟାଚ୍ ସୋଗର ଓ ଆୟୋଜକ ଜକା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥେମେ ସୋଗର ବ୍ୟାଟିଂ ର ଆମନ୍ତ୍ରଣ ପାଇ ୧୫ ଓଭର୍ ରେ ୧୭୫ ରନ୍ ସଂଗ୍ରହ କରି ଥିଲା ଜବାବ ରେ ଜକା ୧୦୯ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇ ଥିଲା ।

ମହିମା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ, ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଏବଂ ବିଶ୍ବ ଓଡ଼ିଶା ଢେଙ୍କାନାଳର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ ରାଲିକୁ କଲେଜ ପରିସରରୁ ମହାବିଦ୍ୟାଳୟର

ଜଳ ବିଭାଜିକା ର ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ମହାବୀର ରୋଡ ଓ ଝିଲୀ ଗ୍ରାପ ରେ ଆଜି ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ଫେଜ୍ ୨) ର ସଚେତନତା କାର୍ଯ୍ୟକ୍ରମ ମହାବୀର ରୋଡ ହାଟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଫୁଲ୍ଲ କୁମାର

ଦ୍ଵିତୀୟ ଓଡିଶା ନାଭାଲ୍ ଟାଟା ହକି ପ୍ରତିଯୋଗିତା ଉଦଘାଟିତ

ଢେଙ୍କାନାଳ ଷ୍ଟାଡିୟମ୍ ଠାରେ ଦ୍ବିତୀୟ ଓଡିଶା ଟାଟା ହକି ଲିଗ୍ ଆରମ୍ଭ ହୋଇଛି l ଏହି ଉଦଘାଟନୀ ଉତ୍ସବ କୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ରାଜୀବ ସେଠ୍, ଡାଇରେକ୍ଟର ଓଡିଶା ନାଭାଲ୍ ହକି ଏକାଡେମୀ, ପ୍ରଦୀପ ଜାଳି ଶୁଭାରମ୍ଭ କରିଥିଲେ l ଜିଲ୍ଲାପାଳ ଶ୍ରୀ

ମେଗା ଫାଇନାଲ ରେ ନୂଆ ଟିମର ବାଜିମାତ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରିଆ ଖେଳ ପଡ଼ିଆ ଠାରେ ବାବା ସାଧୁ ଗୋସାଇଁ କ୍ରିକେଟ କ୍ଲବ ରିଆ ପକ୍ଷରୁ ଏକ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଯାହାର ମେଗା ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ଫାଇନାଲ ମ୍ୟାଚଟି ପରଜଙ୍ଗ

୮ ଟି ପରିବାର ର ଘର ଭାଙ୍ଗିଦେଲେ ବଣୁଆ ହାତୀ ପଲ

ଦିନକୁ ଦିନ ଜଙ୍ଗଲି ହାତୀ ପଲ ଗାଁ ମୁହାଁ ହେବାକୁ ଲାଗିଛନ୍ତି । ଭୟଭୀତ ହୋଇ ରାତ୍ରୀ ଯାପନ କରୁଛନ୍ତି ଗାଁ ଲୋକ । ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମହାବୀରୋଡ ରେଞ୍ଜ ଅଧିନରେ । ସୂଚନା ଥାଉକି , ମହାବୀରୋଡ ରେଞ୍ଜ ରଙ୍ଗଥଳୀ ବିଟ୍ ଅନ୍ତର୍ଗତ

ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଇରାଟାଙ୍ଗର ଗାଁ କେନାଲ ରାସ୍ତା ରେ ଗୋଟିଏ ଅଘଟଣ ଘଟି ଯାଇଛି l ଏଠି ଗୋଟିଏ ଟ୍ରକ ଯାହାର ନମ୍ବର OR 09 E6099 ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ସୂଚନା ଅନୁସାରେ ଟ୍ରକଟି କାମାକ୍ଷାନଗର ଆଡକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ କେନାଲ
error: Content is protected !!