ସଡ଼କ ଦୁର୍ଘଟଣା ରେ ଯୁବକ ଙ୍କ ଚାଲିଗଲା ଜୀବନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଖଲିବୋରେଇ ପଞ୍ଚାୟତ ବାଲିସାହି ଗ୍ରାମର ଅମିତା ନାଏକ (୩୦) ଏବଂ ଜଗା ନାଏକ , ଗତକାଲି ବିଳମ୍ବିତ ରାତିରେ ସେ ଅନୁଗୋଳ ରେ କାମ ସାରି ଘରକୁ ଫେରୁଥିଲେ ।
ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ଛକ ନିକଟରେ ତାଙ୍କର ବାଇକ୍ ଦୁର୍ଘଟଣା ଘଟିବାରୁ!-->!-->!-->…
କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରି ବିଜୁ ପଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ ଦଳିୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ପ୍ରଥମେ ଦଳ ତରଫରୁ ସକାଳେ ବସଷ୍ଟାଣ୍ଡ ଠାରେ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାପରେ!-->…
ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କର ଜନ୍ମଜୟନ୍ତୀ ପାଳନ
ଢେଙ୍କାନାଳ ସଚେତନ ନାଗରିକ ଫୋରମ ଆନୁକୂଲ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି l ଏହି ସଭାର ସଭାପତିତ୍ୱ କରି ପୂର୍ବତନ ନଗରପାଳ ତଥା ଆଇନଜୀବି ସୁରେନ୍ଦ୍ର ମିଶ୍ର, ବିଜୁ ବାବୁଙ୍କୁ ମରୋଣାନ୍ତର ଭାରତ ରତ୍ନ ପାଇଁ ଦାବି ରଖିଥିଲେ l ବ୍ୟୟଜ୍ୟେଷ୍ଠ ବିଜେଡ଼ି!-->…
ବାରହା ଆକ୍ରମଣ ରେ ଚାରି ଜଣ ଆହତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଳ ସାହି ଭିତରେ ପଶି ବାରାହା ଆକ୍ରମଣ କରିବାରୁ ଜଣେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି ।ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜ ବନ୍ୟା ସାହିରେ ଦେଖିବାକୁ ମିଳିଛି ।
ଖବର ଅନୁସାରେ ଆଜି ଦିନ ଗୋଟାଏ ବେଳେ!-->!-->!-->…
ଜନ୍ମମାଟିକୁ ଫେରିଲେ ଢେଙ୍କାନାଳ ପୁଅ
ୟୁକ୍ରେନ ଉପରେ ଋଷର ଆକ୍ରମଣ ଇତି ମଧ୍ୟରେ ୧୦ ଦିନରେ ପହଞ୍ଚିଛି । ଫଳରେ ୟୁକ୍ରେନକୁ ଡାକ୍ତରୀ ଛାତ୍ର ପଢିବାକୁ ଯାଇଥିବା ପ୍ରାୟ ୧୫ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାରରେ ଏବେ ଭୟର କମ୍ପନ ସୃଷ୍ଟି କରିଛି ।
ଢେଙ୍କାନାଳ ଗୋବିନ୍ଦପୁର ଗ୍ରାମର ସୁପ୍ରିତି ସ୍ବାଇଁ ୟୁକ୍ରେନରୁ!-->!-->!-->…
କାର୍ଡ ଥାଇ ମିଳିଲାନି ସିଟ
ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଶତାଧିକ ବିଦ୍ୟାର୍ଥୀ । ଆଡମିଟ କାର୍ଡ ଥାଇ ମଧ୍ୟସେମାନଙ୍କୁ ମିଳିଲାନି ସିଟ। ଖବର ନେବାରୁ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଶତାଧିକ ଛାତ୍ର ଛାତ୍ରୀ। ଆଡମିଟ କାର୍ଡ ଥାଇ!-->!-->!-->…
ବରସାହି କ୍ରିକେଟ ଟିମ୍ ଚମ୍ପିୟାନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଞ୍ଚାୟତର ବର ସାହି ଓ ବାଘୁଆ ସାହି ମଧ୍ୟରେ ବର ସାହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ , ଇଟାଭାଟି ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟସ ଜିତି ନିର୍ଧାରିତ ୧୫ ଉଭରେ ୬ ଉଇକେଟ୍ ବିନିମୟରେ ୧୮୮ ରନ୍!-->…
ମଦ ଭାଟି କର୍ମଚାରୀଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ
ସରକାରୀ ଦେଶୀ ମଦ ଭାଟି କର୍ମଚାରୀଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ । ଏଭଳି ଘଟଣା ଘଟିଛି ପରଜଙ୍ଗ ଥାନା ଅନ୍ତର୍ଗତ ପିତିରି ସରକାରୀ ଦେଶୀ ମଦ ଭାଟି ର ମ୍ୟାନେଜର ସୁରଜମଲ୍ ପ୍ରସାଦ ଙ୍କ ଉପରେ । ପରଜଙ୍ଗ ଅଞ୍ଚଳର ଆମ୍ବପଳାଶ ଗ୍ରାମର କୁଖ୍ୟାତ ଚୋରା ଦେଶୀ ମଦ ମାଫିଆ ସମୟ ମହାପାତ୍ର ଙ୍କ ଦୁଇ ପୁଅ!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିକାଶ ପାଇଁ ଦାବୀ
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିକାଶ ପାଇଁ ଜିଲ୍ଲାର ବୁଦ୍ଧିଜୀବୀ ମାନେ ଜିଲ୍ଳାପାଳଙ୍କ ନିକଟରେ ଦାବୀ କରିଛନ୍ତି ।କେନ୍ଦ୍ର ସରକାର ଢେଙ୍କାନାଳ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଳା ଭାବରେ ଘୋଷଣାକରଛନ୍ତି , ଫଳରେ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାରେ କୌଣସି କୌଣସି ପ୍ରତିବନ୍ଧକ!-->…
ଦ୍ୱିତୀୟ ପତ୍ନୀକୁ ହତ୍ୟା ଅଭିଯୋଗ ,ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ୍ ଗାଁ ତରାଟପାଳ ସାହିରେ ସ୍ତ୍ରୀକୁ ନିର୍ମମ ଭାବେ ଜଣେ ପିଶାଚ ସ୍ୱାମୀ ହତ୍ୟା କରିଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଗାଁର ୨୮ ବର୍ଷୀୟା ମହିଳା ସୋମବାରି ଗୋୟା । ଅଭିଯୋଗକୁ ଭିତ୍ତିକରି ପରଜଙ୍ଗ ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ!-->…