ସଡ଼କ ଦୁର୍ଘଟଣାରେ ଜଣେ ମୃତ , ୨ଗୁରୁତର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଚଟିଘର ନିକଟସ୍ଥ କପିଳାସ ଟାଙ୍ଗୀ ମୁଖ୍ୟ ରାସ୍ତା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।
ସୁଚନା ଅନୁଯାଇ , ଏହି ରାସ୍ତାରେ ଦୁଇ ଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୩ଜଣ ଗୁରୁତର ହୋଇଥିଲେ । ୧୦୭ ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ!-->!-->!-->…
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପୃଥକୀକରଣ ବୈଠକ
ଢେଙ୍କାନାଳ ଜିଲ୍ଲାପାଳାଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଥିବା ମିଶ୍ରିତ ମହାବିଦ୍ୟାଳୟ ମାନଙ୍କରେ ଥିବା ଡିଗ୍ରୀ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୃଥକୀକରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ସରକାରଙ୍କର!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜେ ଏନ୍ ଟାଟାଙ୍କ ୧୮୩ତମ ଜନ୍ମବାର୍ଷିକୀ ପାଳିତ
ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏହାର କାରଖାନାରେ ଜାମସେତ୍ଜୀ ନସେରୱନ୍ଜୀ ଟାଟାଙ୍କ ୧୮୩ତମ ଜନ୍ମବାର୍ଷିକୀ ଅବସରରେ ଟାଟା ଗ୍ରୁପ୍ର ପ୍ରତିଷ୍ଠାତା ଦିବସ ପାଳନ କରାଯାଇଛି ।
ଦେଶରେ ଶିଳ୍ପାୟନର ଜନକ ଭାବେ ପରିଚିତ ଜେ ଏନ୍!-->!-->!-->…
ବିଶ୍ୱ ବନ୍ୟପ୍ରାଣୀ ଦିବସ, ସୁରକ୍ଷା ଓ ସତର୍କତା ପାଇଁ ପ୍ରହରୀ ସାଜିଛନ୍ତି ଯୁବ ପରିବେଶ ବିତ୍ ଶୁଭ୍ରାଂଶୁ
ଢେଙ୍କାନାଳ ମାଟିର ଗୌରବ ଶୁଭ୍ରାଂଶୁ ଶତପଥୀ ଯୁବ ପରିବେଶ ବିତ ତଥା ପ୍ରକୃତି ପ୍ରେମୀ । ବାପା ତାଙ୍କର ଜଣେ ବନ ବିଭାଗ ଅଧିକାରୀ ଥିଲେ ତେଣୁ ବାଲ୍ୟ କାଳଟି ତାଙ୍କର ଜଙ୍ଗଲ ଭିତରେ ଅଧିକାଂଶ ସମୟ ବିତିଛି ତେଣୁ ଖୁବ୍ କମ୍ ବୟସରେ ସେ ପ୍ରକୃତି ପ୍ରେମ ରେ ଆବଦ୍ଧ ହୋଇଥିଲେ । ବାଣିଜ୍ଯ ବିଭାଗର!-->…
ଜାତୀୟ ରାଜପଥ ଉନ୍ନତି ଦାବୀ ରେ ଅର୍ଥନୈତିକ ଅବରୋଧ
କଟକ ଠାରୁ ଢେଙ୍କାନାଳ ଅନୁଗୁଳ ଜାତୀୟ ରାଜପଥ ୫୫ ଦୂରାବସ୍ଥା ନେଇ ଆଜି ଶ୍ୟାମାଚରଣ ପୁର ଷ୍ଟେସନ ନିକଟରେ ରେଳ ରୋକ କରାଯିବା ସହିତ ବଅଁରପାଳ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥର ଚାରିଲେନ କାମ ବନ୍ଦ ରହିଥିବାରୁ ରାସ୍ତା ଯାନବାହାନ ଚଳାଚଳ ପାଇଁ ଅଯୋଗ୍ୟ ହୋଇ!-->…
ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ଫୁଟିଲା ବୋମା ,ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୋଲିସ ।
ସୂଚନା!-->!-->!-->…
ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅବସ୍ଥାପିତ ତଥା ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କ ଅବସର ଗ୍ରହଣ
ତା.୨.୦୩.୨୦୨୨ରିଖ(ବୁଧବାର) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (କନିଷ୍ଠ) ଙ୍କର ମାର୍ଗଦର୍ଶନରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ଣ ୪ ଘଟିକା ସମୟରେ!-->!-->!-->…
ମେଧାବୃତ୍ତି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତୀତ୍ୱ
ଢେଙ୍କାନାଳ ସହରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଚଳତି ବର୍ଷ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବାର ଜଣାପଡିଛି । ନବମ ଶ୍ରେଣୀର ଛାତ୍ରୀ ଶୁଭଶ୍ମିତା ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସତ୍ୟଜତି ସାହୁ ଏବଂ ମନସ୍ୱିନୀ ଦାଶ ମେଧା!-->…
ଦୃଷ୍ଟିହୀନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ
ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ କଣ୍ଟାନାଳୀ ବାଇପାସ ଠାରେ ଥିବା ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଛି । ବିଦ୍ୟାଳୟ ପରିଚାଳଳନା କମିଟି ସମ୍ପାଦକ ବିଶ୍ୱନାଥ ବେହେରା ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଗହଣରେ ବିଦ୍ୟାଳୟର!-->…
ସମବାୟ ସଂପାଦକଙ୍କ ଇସ୍ତଫା , ସୁରପ୍ରତାପପୁରରେ ଚାଷୀ ପଡିଲେ ବଳି
ଚାଷୀ ତାର ଧାନ ବିକିବା ପାଇଁ ମଣ୍ଡି କୁ ନେଇ ବିକି ପାରୁନଥିବାରୁ ବଡ ହିନସ୍ତା ହେବାକୁ ପଡିଛି । ଅତ୍ୟଧିକ ଚାପର ବଶବର୍ତୀ ହୋଇ ସୁରପ୍ରତାପପୁର ର ସମବାୟ ସଂପାଦକ ଦାୟିତ୍ୱରୁ ସତ୍ୟପ୍ରକାଶ ସାହୁ ଇସ୍ତଫା ଦେଇଥିବା ଜଣାପଡିଛି ।
ଏନେଇ ଭୁବନ ବ୍ଲକ ସୁରପ୍ରତାପପୁର ସମବାୟ ସମିତି ଅର୍ନ୍ତଗତ!-->!-->!-->…