ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପ୍ରଭାତ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->…
କପିଳାସ ପୀଠରେ ଜାଗର ଯାତ୍ରା ,ରାତି ୪.୨୦ ରେ ଉଠିବ ମହାଦୀପ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ସ୍ଥିତ ଫରେଷ୍ଟ ଡାକବଙ୍ଗଳା ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ କପିଳାସ ପୀଠ ହେବାକୁ ଥିବା ମହା ଶିବରାତ୍ରି ଜାଗର ଯାତ୍ରାର ସୁପରିଚାଳନା ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
କୋଭିଡ଼ ସଂକ୍ରମଣ!-->!-->!-->…
ତାଳଡ଼ଙ୍ଗା – ସୁରଭି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ; ୨ଦିନରେ ରାସ୍ତାରୁ ଉଠିଗଲା ପିଚୁ
ଓଡ଼।ପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ତାଳଡ଼ଙ୍ଗା ଗ୍ରାମରୁ ସୁରଭି ଗ୍ରାମକୁ ଯାଇ ଥୁବ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଗ୍ରାମବାସୀ ଆଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ରାସ୍ତାରୁ ପିଚୁ ଉଠି ଯାଉଛି । ଯାହା!-->…
ଶଙ୍କରପୁର ହରିଜନ ସାହିରେ ପାନୀୟ ଜଳ ସମସ୍ୟା, ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଘେରାଉ
ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ବିଂଝାରପୁର ହରିଜନ ସାହିରେ ଦୀର୍ଘ ବର୍ଷ ହେଲା ଲାଗିରହିଛି ପାନୀୟ ଜଳ ସମସ୍ୟା l ସ୍ଥାନୀୟ ଲୋକ ମାନେ ସରପଞ୍ଚ ଏବଂ ବିଡିଓ ଙ୍କୁ ଅନେକ ଥର ନେହୁରା ହୋଇ କହିଥିଲେ ମଧ୍ୟ କେହି ଶୁଣିନାହାନ୍ତି l ଗ୍ରାମରେ ଗୋଟିଏ ବୋଲି ନଳକୂଅ l ତାହା ମଧ୍ୟ ଖୁବ କମ୍ ପାଣି ଦିଏ!-->…
ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଦୁଇ ମେଡିକାଲ ଛାତ୍ର
ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ କରିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର!-->…
ଢେଙ୍କାନାଳ ରୁ ଉଦ୍ଧାର ହେଲେ ନିଖୋଜ ପୀତବାସ ଦାଶ
ବାଲିଅନ୍ତା ସାମ୍ବାଦିକ ପୀତବାସ ଦାଶ ଢେଙ୍କାନାଳ ରୁ ଉଦ୍ଧାର ହୋଇଛନ୍ତି । ସେ ୩ ଦିନ ହେଲା ସେ ନିଖୋଜ ଥିଲେ। ଗୁରୁବାର ରାତି ୧ଟା ୩୦ ମିନିଟ୍ରେ ସେ ଅସୁସ୍ଥ ଅବସ୍ଥାରେ କାମାକ୍ଷାନଗର ଥାନାରେ ସେ ପହଞ୍ଚିଛନ୍ତି। ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି।ଥାନା!-->…
ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର ;ଗୁପ୍ତ ଘରକୁ ନେଇ ରହିଛି ରହସ୍ୟ ,ଘରକୁ ଜଗି ରହିଛନ୍ତି ନୃସିଂହ
ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ରୋମିଓ ତଥା ଫୋର ଟ୍ୱେଣ୍ଟି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୁପ୍ତ ରହସ୍ୟ। କମିଶନରେଟ ପୋଲିସର ତଦନ୍ତ ପରେ ଧୀରେ ଧୀରେ ଗୁମର ଗୁଡିକ ସାମ୍ନାକୁ ଆସିଛି । ବହୁ ପତ୍ନୀ ସାଙ୍ଗକୁ ଲୋକଙ୍କୁ ଫ୍ରଡ଼ କରିଥିବା ଭଳି ଆସିଛି ସଙ୍ଗିନ ଅଭିଯୋଗ ।!-->!-->!-->…
ବନ ସୁରକ୍ଷା ସଚେତନତା ଅଭିଯାନ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ବନସୁରକ୍ଷା କୁ ନେଇ ଗୋଟିଏ ଶୋଭାଯାତ୍ରା ହୋଇଯାଇଛି l ଏହି ଶୋଭାଯାତ୍ରା ରେ ଏ ସି ଏଫ ସୁବ୍ରତ ପାତ୍ର, ରେଞ୍ଜର ସତ୍ୟ ନାରାୟଣ ସାହୁ, ବନବିହାରୀ ସର୍ଦାର, ଅଗ୍ନିଶମ ବିଭାଗ, କେନ୍ଦୁପତ୍ର ର କର୍ମଚାରୀ,୨୬ ଜଣ ପୂର୍ବାଞ୍ଚଳ ବନ ସୁରକ୍ଷା ସମିତି!-->…
ଘଞ୍ଚ ଜଙ୍ଗଲରେ ପଡ଼ିଛି ମହିଳାଙ୍କ ଗଳିତ ମୃତଦେହ , ହତ୍ୟା ସନ୍ଦେହ !
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ହତୁରା ପଂଚାୟତ ପଡା ହରିଡାଗୋଜ ଜଙ୍ଗଲ ରେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡିଥିବା ଦେଖାଯାଇଛି । ମୃତଦେହ ଟି ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ପେଟ , ହାତ , ଛାତି ଏବଂ ଜଂଘ ରେ କଟା ଦାଗ ରହିଛି । ମୁହଁ ଏବଂ ହାତ ପୋଡିଯିବା ପରି ଦେଖାଯାଉଛି ।
ତିନି!-->!-->!-->…
ମଦ୍ୟପ ଭାଇର ପନିକି ଚୋଟରେ ଭଉଣୀ ଗୁରୁତର
ମଦ୍ୟପ ଭାଇର ଉନ୍ମୁକ୍ତ କାଣ୍ଡ । ଭାଇର ପନିକି ଚୋଟରେ ଭଉଣୀ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ବେଲପାଳ ଗ୍ରାମରେ ।
ଗ୍ରାମର ମଞ୍ଜୁ ମହାରଣା ୩୦ ବର୍ଷ ସ୍ବାମୀ- ଲାଲ ମୋହନ ମହାରଣ । ଆଜି ସଂନ୍ଧ୍ୟା ପାଖାପାଖି ଛଅଟା ସମୟରେ ମଦ୍ୟପ ଭାଇ ଇଶ୍ବର!-->!-->!-->…