News
lipub
samparksetu

ଢେଙ୍କାନାଳ ଜିଲ୍ଲା ରେ ଶାନ୍ତିଶୃଙ୍ଖଳା ରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ

ଢେଙ୍କାନାଳ ଜିଲ୍ଲାରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କାମାକ୍ଷାନଗର ବ୍ଲକ ଓ ପରଜଙ୍ଗ ବ୍ଲକରେ ମତଦାନ ହୋଇଛି ।କାମାକ୍ଷାନଗର ବ୍ଲକରେ ୩ ଟି ଜିଲ୍ଲାପରିଷଦ ଜୋନ ପଦବି ପାଇିଁ ୧୨ ଜଣ ପ୍ରତିଦ୍ବନ୍ଦିତା କରିଛନ୍ତି , ୨୨ ଟି ପଞ୍ଚାୟତରେ ସରପଞ୍ଚ ପଦ ପାଇିଁ ୮୨ ଜଣ ପ୍ରାର୍ଥି

ଫୁଙ୍ଗୁଳା ଫଗୁଣ

ଶୀତର ଚାଦରୁ ଫୁଙ୍ଗୁଳା ଫଗୁଣ ଧରାବକ୍ଷେ ଆଗମନ !ନଈକୂଳେକୂଳେ କାକର କାଆଁଳ ଚଷାକୁ ଦିଏ ଆହ୍ୱାନ !! ନଇତୁଠେ ଆଜି ନଇଁ ନବବଧୂ ହଳଦୀ ତନୁରେ

ଆସନ୍ତା ୨୩ ରେ ବାଧାପ୍ରାପ୍ତ ବୁଥ ରେ ସାନି ମତଦାନ, ରାଜ୍ୟ ନିର୍ବାଚନ କମିଶନ ପ୍ରକାଶ କଲେ ବିଜ୍ଞପ୍ତି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରେ ବାଧାପ୍ରାପ୍ତ ଘଟିଥିବା ନିହଲପ୍ରସାଦ ଗ୍ରାମ ପଞ୍ଚାୟତ ର ୪ ଟି ବୁଥ ଦଖଲ ହୋଇଥିଲା । ତେବେ ଏହି ୪ ଟି ବୁଥ ରେ ସାନି ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସାନି ମତଦାନ ଗ୍ରହଣ କରାଯିବା ବୁଥ ଗୁଡିକ ହେଲାଗଁଦିଆ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ଆହତ

ଆଜି ଦିନ ୧୦ ଘଟିକା ସମୟରେ କଣ୍ଟାବଣିଆ ବଜାର ମଧ୍ୟରେ ଯାଇଥିବା ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ଆହତ ହୋଇ ବଂଅରପାଳ ସ୍ଥିତ ସାମଲ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । କଣ୍ଟାବଣିଆ ବଜାର ରେ ଥିବା ଏକ ଦୋକାନ ଘର ଉପର ମହଲା ର

ବଡ଼ବନ୍ଧ ସାହି ରେ ଅଷ୍ଟପ୍ରହର ନାମ ଯଜ୍ଞ

କାମାକ୍ଷାନଗର ଏନଏସି ବଡବନ୍ଧ ସାହି କୋଠ ଘର ପ୍ରାଙ୍ଗଣରେ ୩୩ ତମ ଅଷ୍ଟପ୍ରହର ନାମ ଯଜ୍ଞ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଅପରାହ୍ନ ରେ ଘଣ୍ଟ , ଘଣ୍ଟା , କାହାଳୀ ଓ ନାମ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ସ୍ଥାନୀୟ

କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ହେଉଛି କାର୍ଯ୍ୟ ,ନିମ୍ନମାନର କାମରେ ଦୁଇ ଦିନ ରେ ଉଠିଲା ପିଚୁ !

ନିମ୍ନମାନର କାର୍ଯ୍ୟ ଉପରେ ଅଭିଯୋଗ ଆଣିଲେ ପରହଂସପୁର ଗ୍ରାମବାସୀ l ଗ୍ରମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିରେ ହେଉଛି କାର୍ଯ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ୨୩ ନମ୍ବର ଜାତୀୟ ରାଜପଥ ଠାରୁ ପରହଂସପୁର ଦେଇ କୁଆଳୋ ଗ୍ରାମ କୁ

ତୋ ପାଦପଦ୍ମେ ବିତୁ ଏ ଜୀବନ

ଲାଗୁଛି କାଳିଆ ତୁ ଅତି ନିଜର,ଲୁଚାଇବାକୁ ତୋ ପାଖେ କିଛି ନାହିଁ ମୋର। ପାଦ ଥାପି ଦେଲେ ତୋ ସିଂହ ଦୁଆରେ,ଉଲ୍ଲାସି ଉଠେ ଦେହ ମନ ମୋର। ବାଇଶି ପାହାଚ ଡେଇଁ ତୋ ଆଖିକୁ ଦେଲେ ଚାହିଁ,ଆଖିର ଲୋତକ ଆଉ ବାଡ଼ ମାନେ ନାହିଁ। ବୁଝି ମୁଁ ତ ପାରେନା ଏ କିମିଆ କଥା ତୋର,ଆୟତ୍ତରେ ନ ଥାଏ ମୁଁ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ସହଯୋଗୀଙ୍କ ପାଇଁ ନିରାପତ୍ତା ସମ୍ମିଳନୀ ‘ସୁମିଳନ’ ଆୟୋଜିତ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପରିସରରେ ଭେଣ୍ଡର ସହଯୋଗୀଙ୍କ ପାଇଁ ନିରାପତ୍ତା ଯୋଗାଯୋଗ ସମ୍ମିଳନୀ ‘ସୁମିଳନ’ ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ନେତୃମଣ୍ଡଳୀ ନିରାପତ୍ତା

ଷ୍ଟ୍ରଙ୍ଗ ରୁମ ଗେଟ ସମ୍ନାରେ ଆରମ୍ଭ ହେଲା ୨୪ଘଣ୍ଟିଆ ପହରା

ଗଁଦିଆ ବ୍ଲକରେ ଗତକାଲି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି ମତଦାନ ଉକ୍ତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀ ମାନଙ୍କର ଭାଗ୍ୟ ମତଦାନ ବାକ୍ସ ରେ ସିଲ ହୋଇ ଯାଇଛି । ଉକ୍ତ ଭୋଟବାକ୍ସ ଗୁଡିକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବରେ ମତଦାନ କେନ୍ଦ୍ରରୁ ଅଣାଯାଇ ବ୍ଲକରେ

ଭୋଟ କେନ୍ଦ୍ରରେ ରିଗିଂ ଓ ଭୋଟ ବାକ୍ସ ହଡପ ଅଭିଯୋଗରେ ୬ ଜଣ କୋର୍ଟ ଚାଲାଣ

ଗତ କାଲି ନିହଲପ୍ରସାଦ ଥାନା ଅନ୍ତର୍ଗତ ନିହଲପ୍ରସାଦ ପଂଚାୟତରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ୨,୬, ୭ ମତଦାନ କେନ୍ଦ୍ର ରେ ନିହଲପ୍ରସାଦ ଗ୍ରାମର କିଛି ଯୁବକ ମତଦାନ ସମୟରେ କେନ୍ଦ୍ର ଭିତରେ ଜବର ଦସ୍ତ ପଶି ଭୋଟ ରିଗିଂ କରିଥିଲେ । ସେହିପରି ଉକ୍ତ ପଂଚାୟତର
error: Content is protected !!