କାନ୍ଦରସିଂହାରେ ରାଜନୈତିକ ହିଂସା , ପୋଲିସର ତନାଘନା
ପରଜଙ୍ଗ ଥାନା କାନ୍ଦରସିଂହା ପଞ୍ଚାୟତର ରେ ରବିବାର ଦିନ ରାଜନୈତିକ ହିଂସା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସରପଞ୍ଚ ପ୍ରାର୍ଥୀଙ୍କ ଘରେ ପଶି ପ୍ରତିଦ୍ବନ୍ଦୀ ଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ନେଇ ଥାନାରେ ୨ ପକ୍ଷରୁ ଅଭିଯୋଗ ହୋଇଛି ।
ଉଭୟ ପକ୍ଷର ଅଭିଯୋଗକି ଭିତ୍ତି କରି!-->!-->!-->…
ଫୁଟିବା ପୂର୍ବରୁ ମଉଳି ଯିବାକୁ ବସିଛି ଅନାଥ ପିଙ୍କିର ସ୍ବପ୍ନ !
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଉପର ଦଳିତ ସାହିର ସ୍ବର୍ଗତ ବିଜୁ ନାଏକଙ୍କ କନ୍ୟା ପିଙ୍କି। ହେତୁ ପାଇବା ପୂର୍ବରୁ ବାପା ପର କରି ଆରପାରିକୁ ଚାଲିଗଲେ। ସମ୍ପର୍କୀୟଙ୍କ କହିବା ଅନୁସାରେ ବିଜୁ କୌଣସି ଦୂରାରୋଗ୍ୟ ବ୍ୟାଧିରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ!-->…
ଭଙ୍ଗା କୁଡିଆ ତଳେ ମା ଓ ଝିଅ !
ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ବ୍ଲକ ରେ ଆଜିବି ଅନେକ ଗରିବ ଅସହାୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଅନେକ ଙ୍କ ପାଖରେ ନା ଘର ଆଛି ନା ମିଳିଛି କୌଣସି ସରକାରୀ ସହାୟତା ।
ଏହିପରି ଏକ ପରିବାର ଅଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁରେ!-->!-->!-->…
ଫନି ବାତ୍ୟା ଦେଇ ଯାଇଛି ଅସରନ୍ତି ଦୁଃଖ! ରୋଜଗାରିଆ ପୁଅ ଏବେ ପଙ୍ଗୁ
ଫନି ବାତ୍ୟାରେ ଯିବାର ଚାରି ବର୍ଷ ହୋଇଗଲାଣୀ କିନ୍ତୁ ଆଖିରୁ ଲୁହ ଆଜି ବି ଶୁଖି ନାହିଁ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ମଙ୍ଗୁଳୁ ନାଏକ ବୟସ ୪୮ ବର୍ଷ। ଦୁଇ ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କୁ ନେଇ ପରିବାର। ଶ୍ରମିକ ଭାବରେ ପରିବାର ପ୍ରତିପୋଷଣ!-->…
ବୃଦ୍ଧାଙ୍କ ଚକ୍ଷୁ ଅସ୍ତ୍ରୋପଚାର ସମୟରେ ନଷ୍ଟ , ଥାନାରେ ମାମଲା
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ଠାରେ ଅବସ୍ଥିତ ଶର୍ବେଶ୍ୱର ମେମୋରିଆଲ ଚକ୍ଷୁ ଚିକିତ୍ସାଳୟ ଅବସ୍ଥିତ । ଏହି ଚକ୍ଷୁ ଚିକିତ୍ସାଳୟରେ ବୃଦ୍ଧାଙ୍କ ଚକ୍ଷୁ ଅସ୍ତ୍ରୋପଚାର ସମୟରେ ଡାକ୍ତର ଙ୍କ କୌଣସି ତୃଟି ହେତୁ ତାଙ୍କର ଚକ୍ଷୁ ନଷ୍ଟ ହୋଇଥିବାର ସେ ଥାନାରେ ଅଭିଯୋଗ କରିଛନ୍ତି ।
!-->!-->!-->…
ସରସ୍ୱତୀ ସ୍ତୁତି
ନମସ୍ତେ ମା ମହାମାୟାମହାପାତକନାଶିନୀନମସ୍ତେ ମା ବ୍ରହ୍ମାଜାୟାରୂପସୌଭାଗ୍ୟଦାୟିନୀ ।
ନିହାରିକା ମହାଶ୍ୱେତାବିଦ୍ୟାରୂପା ଜ୍ଞାନେଶ୍ୱରୀନିରଞ୍ଜନା ମହାବିଦ୍ୟାକାମପ୍ରଦା କାଦମ୍ବରୀ ।
ଶିବାନୁଜା ବରପ୍ରଦାବିଶାଳାକ୍ଷୀ ସୌଦାମିନୀମହାଫଳା ଚନ୍ଦ୍ରଲେଖାକାଳରାତ୍ରି ସୁଭାଷିନୀ ।
ଶ୍ରୀପଦା!-->!-->!-->!-->!-->!-->!-->…
ଶିବାନନ୍ଦ ତପୋ ଭୂମିର ୨୧ ତମ ବାର୍ଷିକ ମହୋତ୍ସବ
ପରଜଙ୍ଗ ବ୍ଲକ ମାଣିକ ମରା ଗ୍ରାମରେ ଶିବାନନ୍ଦ ତପୋ ଭୂମି ଆଶ୍ରମରେ ସ୍ୱାଧ୍ୟାୟ ସାଧନା ଶିବିର ତଥା ୨୧ ତମ ବାର୍ଷିକ ମହୋତ୍ସବ ଚାଲୁ ଅଛି। ଏହା ୩ଦିନ ଧରି ଚାଲିବ।
ବସନ୍ତ ପଞ୍ଚମୀ ଠାରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଅର୍ଥାତ୍ ଫେବୃଆରୀ ୫,୬ ଓ ୭ ତିନିଦିନ ଧରି ଯଜ୍ଞ, ବେଦବ୍ୟାଖ୍ୟାନ,!-->!-->!-->…
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ !
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନମିତା ଦେହୁରୀ(୩୦) ସ୍ଵାମୀ ସୁମନ୍ତ ଦେହୁରୀ, ଘର ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଶାଳ ଗାଡିଆ ଗ୍ରାମରେ। ସେ ଏକ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାପାଇଁ ତାଙ୍କ ବାପଘର ଢେ଼ଙ୍କାନାଳ!-->…
ଟାଟା ଷ୍ଟିଲ ମେରାମଣ୍ଡଳୀରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ସଡ଼କ ସୁରକ୍ଷା ପ୍ରତି ନିଜର ପ୍ରତିଶ୍ରୁତି ବଦ୍ଧତାକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ମାସ ଅବସରରେ ଚାଲିଥିଲା ଅଭିଯାନ ଅନ୍ତର୍ଗତ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଜିଲ୍ଲା!-->!-->!-->…
ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ଗାଈଗୋରୁ ମୃତ୍ୟୁ ବରଣ କରୁଥିବା ବେଳେ , ଚିକିତ୍ସକଙ୍କ ନିକଟରେ ଔଷଧ ନାହିଁ !
ଶୀତ ଋତୁରେ ଗୋରୁଗାଈଙ୍କ ଠାରେ ଏଫ୍ଏମ୍ଡି(ଫୁଡ୍ ମାଉଥ ଡିଜିଜ) ନାମକ ଏକ ପ୍ରକାର ସଂକ୍ରମିତ ରୋଗ ଦେଖାଯାଇଥାଏ। ଏହା ସାଧାରଣତଃ ଫାଟୁଆ ରୋଗ ବୋଲି କହିଥାନ୍ତି। ଏହି ରୋଗ ହେଲେ ଗୋରୁ ଗୋଡ଼ ଖୁରା ନିକଟରେ କ୍ଷତ ଦେଖାଯିବା ସହ ପାଟିରେ ମଧ୍ୟ ଘାଆ ହୋଇଥାଏ।
ଏହି ରୋଗ ପାଇଁ ପ୍ରତିଷେଧକ ଟୀକା!-->!-->!-->…