କାଗଜ କଲମରେ ସୌନ୍ଦର୍ଯ୍ୟକରଣ ; ପାର୍କରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ,ଆକୃଷ୍ଟ କରିପାରୁନି ସହର ବାସୀଙ୍କୁ
ଢେଙ୍କାନାଳ ସହରରେ ଥିବା ବଭିନ୍ନ ପାର୍କ ଏବେ ଅବହେଳିତ ହୋଇପଡିରହିଛି । ସୌନ୍ଦର୍ଯ୍ୟ କରଣ ନାମରେ ପ୍ରଶାସନ ତରଫରୁକୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପୁରୁଣା ପାର୍କ ଗୁଡିକର ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ମାନସିକତା ନାହିଁ ।
ଢେଙ୍କାନାଳ ପୌରପାଳିକା ଅଧିନରେ ରହିଛି!-->!-->!-->…
ସ୍ୱାମୀ ଚାଲିଯିବା ପରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନ୍ତିଓ ପୁଟସାହି ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ନର୍ମଦା ସାହୁ ଙ୍କ ସ୍ୱାମୀ ଗତ ୬ ମାସ ହେଲା ଆରପାରିକୁ ଚାଲିଗଲେଣି l ସରକାରୀ ଯୋଜନା ହରିଶ୍ଚନ୍ଦ୍ର ହିସାବରେ ସହାୟତା ମିଳିବା ଉଚିତ l ମାତ୍ର ଏ ଯାଏଁ ନର୍ମଦା ଙ୍କୁ ହରିଶ୍ଚନ୍ଦ୍ର ଯୋଜନା!-->…
ଲକ୍ଷ୍ୟାଧିକ ଟଙ୍କା ର କୀଟନାଶକ ଔଷଧ ଏବେ ନଦୀ ହୁଡା ଓ ବିଲ ରେ !
ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ପଞ୍ଚାୟତ କନ୍ଧରା ଗ୍ରାମ ର ଚାଷୀ ମାନଙ୍କ ପାଇଁ ଏ ଔଷଧ ଆସିଧିଲା କିନ୍ତୁ ଠିକ୍ ସମୟରେ ଚାଷୀ ମାନଙ୍କୁ ନଦେଇ ଫୋପାଡ଼ି ଦିଆଯାଇଛି କାହିଁକି ? କନ୍ଧରା ଗାଁ ର ଗାଁ ସାଥୀ ବିମଳ ସାହୁ ଧାନ ଚାଷ,ମୁଗ ଚାଷ , ବିଭିନ୍ନ ପ୍ରକାର ର ପନିପରିବା ଚାଷ ପାଇଁ କୃଷି!-->…
ଚାରି ବର୍ଷ ର ଶିଶୁ ପୁତ୍ର କୁ ଦଳିଦେଲା ଦନ୍ତା ,ସ୍ଥାନୀୟ ଅଂଚଳ ରେ ଆତଙ୍କ
ଦନ୍ତା ଆକ୍ରମଣରେ ଶିଶୁ ମୃତ। ନୀରିହ ଶିଶୁକୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାଅନୁଯାୟୀ, ଦନ୍ତା ଆକ୍ରମଣରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ଶିଶୁ ପୁତ୍ର ହେଲେ ପଶ୍ଚିମାଞ୍ଚଳ ରେଞ୍ଜ ମହୁଲଡଗର ଗ୍ରାମର!-->!-->!-->…
ଯୌତୁକ ଟଙ୍କା ନମିଳିବାରୁ ଆଠ ମାସର ଶିଶୁ କୁ ଧରି ଫେରାର ଥିବା ସ୍ୱାମୀ ଠାରୁ ଶିଶୁ ପୁତ୍ରକୁ ଉଦ୍ଧାର କଲା ପୋଲିସ
ଯୌତୁକ ଟଙ୍କା ନମିଳିବାରୁ ୮ ମାସର ଶିଶୁପୁତ୍ରକୁ ଧରି ସ୍ଵାମୀ ଫେରାର ହେବା ପରେ ଥାନାର ଦ୍ଵାରସ୍ଥ ହେଇ ଥିଲେ ମହିଳା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବେଲପାଳ ଗ୍ରାମରେ ଏଭଳି ଘଟଣା ଘଟିଛି। ଭୁବନ ଥାନା ପୋଲିସ ଏନେଇ ଅଧିକ ତଦନ୍ତ କରି ନିହାଲପ୍ରସାଦ ପୋଲିସ ସହାୟତା ରେ କାଶୀପୁର ରୁ!-->…
ରାଜନୈତିକ ଅପହରଣ ! ପୁସିଂ କାର୍ଡ ଛପାଇବାକୁ ଯାଇ ପ୍ରାର୍ଥୀ ନିଖୋଜ
ଢେଙ୍କାନାଳରେ ଭୋଟ୍ ପ୍ରଚାର ପାଇଁ ପୁସିଂ କାର୍ଡ ଛପାଇବାକୁ ଯାଇଥିବା ସମିତିସଭ୍ୟ ପ୍ରାର୍ଥୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପରିବାର ଲୋକ । ରାସ୍ତାରେ ତାଙ୍କର ଚପଲ ଏବଂ ବାଇକ୍ ପଡିଛି!-->…
ଗାଡି ଧକ୍କାରେ ମେଡିକାଲ କର୍ମଚାରୀ ମୃତ ; କ୍ଷତିପୁରଣ ଦାବିରେ ଜାତୀୟରାଜପଥ ଅବରୋଧ
ଅଜଣା ଗାଡି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାମାକ୍ଷାନଗର ମେଡିକାଲର ସଫେଇ କର୍ମଚାରି ମଙ୍ଗରାଜ ନାଏକ। କ୍ଷତିପୁରଣ ଦାବିରେ ୫୩ ନଂ ଜାତୀୟରାଜପଥ ଟାଙ୍ଗରପଡା ଠାରେ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନାଅନୁଯାୟୀ , ମଙ୍ଗରାଜଙ୍କ ଘର ଭୂବନ ଥାନା!-->!-->!-->…
ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଡାକ ଜୀବନ ବୀମା ଦିବସ ପାଳିତ
ଢେଙ୍କାନାଳ ଡାକ ମଣ୍ଡଳ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପ୍ରଧାନ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ ଡାକ ଜୀବନ ବୀମା ଦିବସ ପାଳିତ ହୋଇଯାଇଅଛି।
ଭାରତୀୟ ଡାକ ବିଭାଗ ଡାକ ଜୀବନ ବୀମା ସେବା ୧ ଫେବୃଆରୀ ୧୮୮୪ ମସିହାଠାରୁ ଆରମ୍ଭକରି ଆଜକୁ ପ୍ରାୟ!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ପୁରସ୍କାର ୨୦୨୧ରେ ସମ୍ମାନିତ
ପର୍ଯ୍ୟାବରଣ କ୍ଷେତ୍ରରେ ଦୀର୍ଘସ୍ଥାୟିତ୍ୱ ଓ ଅଭିନବ ପଦକ୍ଷେପ ନିମନ୍ତେ ଟାଟା ଷ୍ଟିଲ ମେରାମଣ୍ଡଳୀକୁ ପର୍ଯ୍ୟାବରଣରେ ଉତ୍କର୍ଷତା ପାଇଁ ସିଆଇଆଇ-ଆଇଟିସି ଦୀର୍ଘସ୍ଥାୟୀତ୍ୱ ପୁରସ୍କାର ୨୦୨୧ରେ ସମ୍ମାନିତ କରାଯାଇଛି ।
ଜାନୁଆରୀ ୩୧ ତାରିଖରେ ଭର୍ଚୁଆଲ ମଂଚରେ ଆୟୋଜିତ ୧୬ତମ ସିଆଇଆଇ-ଆଇଟିସି!-->!-->!-->…
ଯୌତୁକ ଟଙ୍କା ନମିଳିବାରୁ ଆଠ ମାସ ର ଶିଶୁ ପୁତ୍ରକୁ ଧରି ସ୍ୱାମୀ ଫେରାର
ଯୌତୁକ ଟଙ୍କା ନମିଳିବାରୁ ୮ ମାସର ଶିଶୁପୁତ୍ରକୁ ଧରି ସ୍ଵାମୀ ଫେରାର୍। ଥାନାର ଦ୍ଵାରସ୍ଥ ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବେଲପାଳ ଗ୍ରାମରେ ଏଭଳି ଘଟଣା ଘଟିଛି। ଭୁବନ ଥାନା ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।
ସୂଚନାଅନୁଯାୟୀ, ଭୁବନ ଥାନା ବେଲପାଳ ଗ୍ରାମର ଲକ୍ଷ୍ମୀଧର!-->!-->!-->…