News
lipub
samparksetu

ଗୋଟିଏ ଦିନରେ ନବବିବାହିତ ଦମ୍ପତିି ମୃତ୍ୟୁ ଘଟଣା ;ଶିଶୁ ଗୃହରେ ଶୁଦ୍ଧିକ୍ରୀୟା ପାଳିଲେ ସାଙ୍ଗସାଥୀ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶି ପଞ୍ଚାୟତ ଅଧୀନ ହରେକୃଷ୍ଣପୁର ଗ୍ରାମରେ ଗତ ୨୦ ତାରିଖରେ କିଛି ସମୟ ବ୍ୟବଧାନରେ ଘଟିଥିବା ନବବିବାହିତ ଦମ୍ପତି ମୃତ୍ୟୁ ଘଟଣାରେ ଏକାଦଶାହ ନିଆରା ଢଙ୍ଗରେ ପାଳନ କରାଯାଇଛି । ମୃତକ ଦିଲ୍ଲୀପ ନାୟକଙ୍କ ସାଙ୍ଗସାଥୀମାନେ ସହର ଉପକଣ୍ଠ ଶ୍ୟାମାଚରଣପୁର

ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ

ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ, ଆଜିର ଦିନରେ ବାପୁଜୀ ଙ୍କ ଦେହାନ୍ତ ହୋଇଥିଲା । ଏହି ଦିନକୁ ସାରା ଦେଶରେ ସହିଦ୍ ଦିବସ ଭାବେ ପାଳନ କରାଯାଉଛି। ଆଜି ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସ୍ଥାନୀୟ ବାଜି ଚୌକି ଛକ ରେ ଥିବା ବାପୁଜୀ ସ୍କୁଲ ପରିସର ରେ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୪ ତମ ଶ୍ରାଦ୍ଧ ଦିବସ ପାଳିତ

ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଜି ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ଉଦ୍ୟାନଠାରେ ଜାରୀର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅଵସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା

୧୦ ତମ ବନମାଳୀ କ୍ରିକେଟ କପ୍ ଉଦଯାପିତ

ନାଗିଆପସି ଠାରେ ୧୦ ତମ ବନମାଳୀ କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି । ଉକ୍ତ ମ୍ୟାଚ ତାଳବରକୋଟ ବନାମ କିଆଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଦର ବ୍ଲକ ନାଗିଆପସି ଗ୍ରାମରେ ୧୦ତମ ବନମାଳୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ କିଆଝର ୧୮ ଓଭର୍ ରେ ଅଲଆଉଟ୍ ହୋଇ ୧୫୫ ରନ୍

ଅର୍ଥ ସାଜିଛି ବାଧକ, ଦୁଇ ବର୍ଷ ହେଲା ବିଛଣା ରେ ଜ୍ଞାନରଞ୍ଜନ

ଓଡ଼ିଶା ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କିମ୍ବା କେନ୍ଦ୍ର ସରକାରଙ୍କର ହେଲଥ୍ କର୍ଡ ହେଉ ତାହାର ସୁବିଧା ଜାଣି ପାରୁନାହାନ୍ତି ଗ୍ରାମାଞ୍ଚଳରେ ଥିବା ଅଶିକ୍ଷିତ ଲୋକମାନେ । ନିର୍ବାଚନ ସମୟରେ ମିଠା ମିଠା କଥା କହୁଥିବା ସରପଞ୍ଚ କିମ୍ବା ଆଶା କର୍ମୀ କେହି ବି ସଠିକ୍ ବାଟ

ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ,୫୫ ନଂ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ନିର୍ମାଣ ଧୀନ ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେଗ୍ରାମବାସୀମାନ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ସମାଧାନ କରିବାକୁ ଦାବୀ କରିଛନ୍ତି ।

କୋଭିଡ୍ କଟକଣାରେ ହେବ ଜାଗର ଯାତ୍ରା: ପୀଠକୁ ଶ୍ରଦ୍ଧାଳୁଙ୍କୁ ମନା

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ମାର୍ଚ୍ଚ ୧ ତାରିଖରେ ମହାଶିବ ରାତ୍ରି ଅବସରରରେ ପାଳିତ ହେବ ପ୍ରସିଦ୍ଧ କପିଳାସର ଜାଗର ଯାତ୍ରା । ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଢେଙ୍କାନାଳର ପ୍ରଭୁ ଚଦ୍ରଶେଖର ଜୀଉଙ୍କ ପୀଠ କପିଳାସ ଜାଗର ଯାତ୍ରା ଅବସରରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ

ଫେବୃୟାରୀ ୧୫ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଆସନ୍ତା ଫେବୃୟାରୀ ୧୫ ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ନିମନ୍ତେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମଗାଦିରେ ଏହି ମେଳା ବେଶ ଧୁମ ଧାମରେ ୩ ଦିନ ଧରି ପାଳିତ ହୁଏ ।

ଲୋପ ପାଉଛି ପରମ୍ପରା,ବଜାୟ ରଖିବା ପାଇଁ ଲଢେଇ

ଯୁଗ ବଦଳୁଛି,ଲୋପ ପାଉଛି ପରମ୍ପରା ଆଧୁନିକତାର ଚାକଚକ୍ୟ କୁ ଆକର୍ଷିତ ଯୁବ ପିଢି ,ଭୁଲି ଯାଉଥିବା ନିଜର କୌଳିକ ବୃତ୍ତି, ବାଦ୍ୟ, ନୃତ୍ୟ ଚାଲିଚଳନ ,ଶିକ୍ଷା, ଜଙ୍ଗଲ ଜମି ଅଧିକାର କୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଛି ସଚେତନ,ଏଭଳି ପ୍ରୟାସ ଜାରି ରଖି ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ

ଅଧିକାରୀଙ୍କୁ ଡିଗ୍ରେଡେସନ, କାରଖାନା ରେ ୨ହଜାର ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଢେଙ୍କାନାଳ ଜିଲ୍ଲା ଓଡାପଡା ବକ୍ଲ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ଅଧିକାରୀ ମାରଣ ନିତୀ କୁ ନେଇ କାରଖାନାରେ ଅସନ୍ତୋଷର ନିଆଁ ଜଳିବାରେ ଲାଗିଛି । କର୍ମଚାରୀ ଙ୍କୁ ଡିଗ୍ରେଡେସନ କରିବା ସହିତ ଦରମାରେ ୧୦ ପ୍ରତଶିତ ହ୍ରାସ ଏବଂ ଇନକ୍ରୀମେଣ୍ଟକୁ ଫ୍ରିଜ କରି ଦିଆଯାଇ ଥୁବର ଅଭିଯୋଗ
error: Content is protected !!