News
lipub
samparksetu

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ , ଥାନାରେ ଅଭିଯୋଗ କଲେ ଭାଇ

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋଳାଗାଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଉକ୍ତ ଗାଁର ସିଲା ଚମ୍ପିଆ(୩୨)ଙ୍କୁ ସ୍ୱାମୀ ଅନାଦି ଚମ୍ପିଆ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ ଦୁଃଖୀରାମ ଲାଗୁରି ।

ହାତୀ ଆକ୍ରମଣରେ ଆହତ କାଳନ୍ଦୀଙ୍କୁ ମିଳୁନାହିଁ ଆର୍ଥିକ ସହାୟତା

ଗତ ଡିସେମ୍ବର ୨୦୨୩ ଦଶ ତାରିଖ ସକାଳ ୫ଟା ବେଳେ ଗଁଦିଆ ବ୍ଲକ ଆଙ୍କୁରଦା ଗ୍ରାମର କାଳନ୍ଦୀ ପ୍ରଧାନ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ l ତାଙ୍କର ଡାହାଣ ଗୋଡ଼ଟି ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଚାରି ଜାଗାରେ ଭାଙ୍ଗି ଯାଇଛି l ସେ କଟକ ଅଶ୍ୱିନୀ ହସ୍ପିଟାଲରେ ଲକ୍ଷାଧିକ

ଘୋଡ଼ାଡିଆଁ ଗ୍ରାମରେ ଘରପୋଡ଼ି

ଗତକାଲି ବିଳମ୍ବିତ ରାତିରେ ଓଡ଼ାପଡ଼ା ବ୍ଲକ ବଦାଳୋ ପଞ୍ଚାୟତ ଅନ୍ତର୍ଗତ ଘୋଡ଼ାଡିଆଁ ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଦିନେଶ ପାତ୍ର ଙ୍କ ପରିବାର ଶୋଇଥିବା ଅବସ୍ଥାରେ ହଠାତ୍ ଚାଳରେ ନିଆଁ ଲାଗି ଜଳି ଉଠିଥିଲା। ଫଳରେ

ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ହିନ୍ଦୋଳ ବ୍ଲକ କୁନୁଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଧାନୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘରପୋଡ଼ି ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ , ପଧାନୀ ଗ୍ରାମର ବୁଲା ନାଏକଙ୍କ ଘର ବିଳମ୍ବିତ ରାତିରେ ନିଆଁଲାଗି

ସନ୍ଦେହ ଘେରରେ ନବ ବଧୂର ମୃତ୍ୟୁ !

ପରଜଙ୍ଗ ଥାନା ଲୋଧଣୀ ଗାଁରେ ନବ ବଧୂର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ଜଣଙ୍କ ହେଉଛନ୍ତି ଲୋଧଣୀ ଗାଁର ୧୯ବର୍ଷୀୟା ସୁପ୍ରିୟା ସାହୁ ଓରଫ ଶିଖା । ଶିଖା ନିଜ ଘର ପାଖର ଯୁବକ ଦୁଃଶାସନ ରାଉତଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଉଭୟଙ୍କ ପ୍ରେମ କରୋନାର ଲକ

ଦୀପରୁ ଲାଗିଲା ନିଆଁ !

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧେଶ୍ଵର୍ ପୀଠରେ ଦୀପରୁ ନିଆଁ ଲାଗି ଜଣେ ମହିଳା ପୋଡ଼ି ହୋଇଥିବା ଜଣାଯାଇଛି । ଆଜି ପବିତ୍ର ପଣା ସଂକ୍ରାନ୍ତିରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ,ଆଜି ମହାବିଷୁବ ପଣାସଙ୍କ୍ରାନ୍ତିରେ ବାବା

ଜିଏମଆର ପ୍ଲାଣ୍ଟ ପରିସରରେ ଦୁର୍ଘଟଣାରେ ଡ୍ରାଇଭର ମୃତ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଜିଏମଆର୍ କମଳାଙ୍ଗ ପାଓ୍ବାରପ୍ଲାଣ୍ଟ ପରିସରରେ ଜଣେ କିର୍ଯ୍ୟରତ ଡ୍ରାଇଭର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ , ଆଜି ସକାଳ ପ୍ରାୟ ୮ ଘଟିକା ସମୟରେ ଏକ କୋଇଲା ଟ୍ରକ ଜିଏମଆର ପ୍ଲାଣ୍ଟ ପରିସରରେ କୋଇଲା ଅନଲୋଡିଂ

ସ୍କୁଟିଧକ୍କାରେ ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ତେଲିଭୂଇଁ କଳିଙ୍ଗା ରାସ୍ତାରେ ଏକ ସ୍କୁଟି ଧକ୍କାରେ ଜଣେ ମହିଳା ଗୁରୁତର ହୋଇ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଛନ୍ତି। ମହିଳା ଜଣଙ୍କ ହେଉଛନ୍ତି କଳିଙ୍ଗା ବନ୍ଧାନାଳୀ ଗ୍ରାମର କୁମୁଦିନୀ ପାଳ।ଆଜି ସଂଧ୍ୟାରେ

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ଥାନା ଅନ୍ତର୍ଗତ କଂସରା ପଂଚାୟତ ଆମ୍ବିଠି ଗ୍ରାମର ପ୍ରସନ୍ନ ବେହେରା ଗତକାଲି ଶୌଚ ହେବାକୁ ଯାଇଥିବା ବେଳେ ଜଙ୍ଗଲୀ ହାତୀ ହଠାତ ଆସି ଆକ୍ରମଣ କରି ଟେକି କଚାଡି ଦେଇଥିଲା । ଘଟଣା ସମ୍ପର୍କରେ ଜାଣି ଗ୍ରାମବାସୀଙ୍କ ସହଯୋଗରେ ପ୍ରସନ୍ନ ଙ୍କୁ

ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ କ୍ରମାଗତ ସପ୍ତମ ବର୍ଷ ପାଇଁ ଟାଟା ଷ୍ଟିଲ୍‌କୁ ୨୦୨୪ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିୟନ…

ନିରନ୍ତର ବିକାଶ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ପାଳନ ପାଇଁ ପ୍ରତିଶ୍ରୁତି ବଦ୍ଧତା ଏବଂ କାର୍ଯ୍ୟ ପାଇଁ ଟାଟା ଷ୍ଟିଲକୁ କ୍ରମାଗତ ସପ୍ତମ ବର୍ଷ ପାଇଁ ୱାର୍ଲଡ୍‌ଷ୍ଟିଲ ଦ୍ୱାରା ୨୦୨୪ ଷ୍ଟିଲ୍ ସଷ୍ଟେନେ ବିଲିଟି ଚାମ୍ପିୟନ ମାନ୍ୟତା ମିଳିଛି । ୨୦୧୮ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ
error: Content is protected !!