News
lipub
samparksetu

ଚାଷିଙ୍କ ବାଟ ଓଗାଳୁଛି ରେଳପ୍ରକଳ୍ପ ; ଚିନ୍ତାରେ ଚାଷୀ ,ବିପଦଶଙ୍କୁଳ ଭାବେ ରେଳଲାଇନ ପାର ହୋଇ ଯିବାକୁ ପଡୁଛି ବିଲକୁ

ଚାଷୀର ଉର୍ନତି ହେଲେ ଦେଶ ଉର୍ନତି ହୋଇପାରିବ।ଏ ଚିନ୍ତାଧାରା ନେଇ କେନ୍ଦ୍ରର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା ଚାଷିଙ୍କ ଉଦ୍ୟେଶ୍ୟରେ କାର୍ଯ୍ୟକାରି କରାଯାଉଛି।କିନ୍ତୁ କାମାକ୍ଷାନଗରରୁ ବ୍ଲକ ବଡ ଶୁଆଁଳ ଠାରେ ରେଳ ପ୍ରକଳ୍ପ ନିର୍ମାଣ ହେବାଦ୍ବାରା ଅଞ୍ଚଳର ଚାଷୀ

ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା ,ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ନିକଟରେ ଜଣେ ଶ୍ରମିକ ଉପରେ ଚଢ଼ିଗଲା ହାଇୱା ଟ୍ରକ। ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ଦେଖିବାକୁ ମିଳିଛି । ଗୁରୁତର ଯୁବକ ଜଣକ ପରଜଙ୍ଗ ଥାନା ବଡଝରା ଗାଁର ପ୍ରଫୁଲ୍ଲ ପଣ୍ଡା । ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେ଼ଙ୍କାନାଳ ନଗର୍ ଶାଖା ପକ୍ଷରୁ ପରାକ୍ରମ ଦିବସ ପାଳନ

ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ l ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ କୁ ପୁରା ଦେଶ ପରାକ୍ରମ ଦିବସ ରୂପେ ପାଳନ କରୁଛି l ଦୁଇ ବରପୁତ୍ର ଓଡ଼ିଶାରେ ହିଁ ଜନ୍ମ ଗ୍ରହଣ କରିଥିଲେ l ଏହି ଅବସରରେ ବିଶ୍ୱର ସର୍ବବୃହତ୍ ଛାତ୍ର ସଂଗଠନ ଅଖିଳ

ଗଁଦିଆ ବ୍ଳକ ରେ ସରିଲା ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚ

ଗଁଦିଆ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗଁଦିଆ ବ୍ଲକ ର ସରପଞ୍ଚ, ସମିତସଭ୍ୟ ତଥା ୱାର୍ଡ଼ ସଭ୍ୟ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ଶନିବାର ଶେଷ ହୋଇଛି। ୭୦୩ ୱାର୍ଡ଼ ସଭ୍ୟ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ୧୯ ଜଣଙ୍କ ନାକଚ ହୋଇଯାଇଛି। ୨୯

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା

କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଗଣିତ ପ୍ରୟୋଗଶାଳାରେ ଏକ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଛି । ଏହା ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର

ଟ୍ରକ ଧକ୍କାରେ ବ୍ୟବସାୟୀ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ବ୍ରିଜ ଛକ ଠାରେ ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି ।ମୃତକ ହେଲେ କାମାକ୍ଷାନଗର ଏନ,ଏ,ସି ର ଉଦୟ ନାୟକ(୭୫) । ତାଙ୍କୁ ଗୁରୁତର

୧୪ ତମ ମହାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,ପିତିରି ଚମ୍ପିୟାନ

ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତର ପରହଂସପୁର ଗ୍ରମରେ ୧୪ ତମ ମହାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏକ ଦିବସୀୟ ଖେଳ ଅନୁଷ୍ଠିତ ହେଇଯାଇଛି । ଏଥିରେ ତାଳଚେର ଓ ପରଜଙ୍ଗ ଅଞ୍ଚଳର ୮ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ , ପ୍ରଥମେ କୁଆଳୋ ଗ୍ରାମ ର ଯୁବ ସମାଜସେବୀ ଅଜିତ୍ କୁମାର ସାହୁ ପୂଜାର୍ଚ୍ଚନା

ମୁଁ ପୁରୁଷ !!

ମୁଁ ପୁରୁଷ !!ଝରାଇ ପାରିବିନି ଲୁହନାହିଁ ଅଭିମାନ କୋହଥାଉ ଯେତେ ଦୁଃଖ,ପ୍ରଚେଷ୍ଟା ମୋ ହେବାକୁ ହସହସକାରଣ?ମୁଁ ପୁରୁଷ !! ମୁଁ ପୁରୁଷ !!ପ୍ରସ୍ତର କଠୋର ସମଅଟେ ମୋ ହୃଦୟପାରିବିନି ମନା କରି,ମୁଁ ନିରୁପାୟ !କରିବିନି ଚିତ୍କାର ମୁଁପାଇଲେ ଆଘାତନ ହେଲେ କହିବେ ପରାମୋତେ

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଏବଂ କାଶୀପୁର ଗାଁ ମଧ୍ୟରେ ଥିବା ରେଳ ଧାରଣା ନିକଟ ବୁଦା ମଧ୍ୟରୁ ଜଣେ ଅଚିହ୍ନା ଯୁବକର ମୃତଦେହ ମିଳିଛି । କିଛି ବ୍ୟକ୍ତି ମୃତଦେହ ପଡିଥିବା ଦେଖି ସୁରପ୍ରତାପପୁର ପୋଲିସକୁ ଖବର ଦେଇଥିଲେ । ବ୍ୟକ୍ତି ଜଣଙ୍କର ବୟସ ୩୫ ରୁ ୪୦ ହେବ ବୋଲି ଅନୁମାନ

ଭୋଟର ର ମନ କଥା

ଭୋଟ ଯଦି ଦେବା ନୋଟ ନେବା ନାହିଁନୋଟ ଯଦି ନେବା ଭୋଟ ଦେବା ନାହିଁଏକଥା ମନରେ ହେଜ,ନିର୍ବାଚନର ଶଙ୍ଖ ବାଜିଲାଣିଭୋଟର ହୁଅରେ ସଜ। ପାଞ୍ଚଶ ହଜାରେ ଟଙ୍କାରେ କି ତୁମଅଭାବ ଟି ଯିବ ମେଣ୍ଟୀକଷଣ ଶୋଷଣ ଅତ୍ୟାଚାର ରବାଜିବନି ଆଉ ଘଣ୍ଟି।ଦାରିଦ୍ର୍ୟ କି ଯିବ ହଟି,ପର ଦୁଆର କୁ ଯିବନାହିଁ
error: Content is protected !!