ଚୋରା ବାଲି କାରବାର ବିବାଦରୁ ହତ୍ୟା !
ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଗ୍ରାମରେ ।ବ୍ରାହ୍ମଣୀ ନଦୀରୁ ବାଲି ଚୋରା କାରବାରକୁ ନେଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି । ମୃତକ ହେଲେ ଗେଙ୍ଗୁଟିଆ ଗ୍ରାମର ଅଜୟ କୁମାର ରାଉତ ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ , ବାଲି ଘାଟରେ ଟ୍ରାକ୍ଟର ଯୋଗେ ଚୋରା କାରବାର!-->!-->!-->…
ଯୌତୁକ ଜୁଇରେ ଆଉ ଏକ ବଧୂ
ବିବାହର ଦୁଇ ବର୍ଷ ପୂରି ନଥିବା ବେଳେ ଯୌତୁକ ରୂପି ରାକ୍ଷସର ଶିକାର ହେବାକୁ ପଡ଼ିଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଇ ଗାଁରେ ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି।
୨୦୧୯ ମସିହା ଜୁନ ମାସରେ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ!-->!-->!-->…
ପୃଥକ ପୃଥକ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ୩ ଗୁରୁତର
ଗୁରୁବାର ଦିନ ଢେଙ୍କାନାଳ ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ ୩ ଗୁରୁତର ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ଦିଲୀପ ନାୟକ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ପାଇ ଗଁଦିଆରୁ ବାଇକ ଯୋଗେ!-->!-->!-->…
ମହାଦିଆ ପିଏଚରେ ଅସହାୟ ଯୁବକ
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ହିନ୍ଦୋଳରୋଡ ଫାଣ୍ଡି ଅନ୍ତର୍ଗତ ମହାଦିଆ ପିଏଚରେ ଜଣେ ଅସହାୟ ଅଜଣା ଯୁବକ ଦୟନୀୟ ଭାବରେ ଦୁଇ ଦିନ ହେବ ଶୀତ କାକରରେ ପଡିରହିଥିବାର ଜଣାପଡିଛିବ।
ଯୁବକ ଜଣଙ୍କ ଖୋଲା ଦେହରେ ସେଠାରେ ରହିଥିବା ବେଳେ ସେ ନିଜର କୌଣସି ପରିଚୟ ଠିକରେ ଦେଇପାରୁନାହିଁ । ଭୋକ!-->!-->!-->…
ଚତୁର୍ଥ ଦିନରେ ୧ ହଜାର ୬୧୧ଙ୍କ ନାମାଙ୍କନ ପତ୍ର ଦାଖଲ
ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଚତୁର୍ଥ ଦିନରେ ସର୍ବାଧିକ ୧ ହଜାର ୬୧୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଦର ବ୍ଲକରୁ ଜଣେ ଜିଲ୍ଲାପରିଷଦ,୨୪ଜଣ ସମିତି ସଭ୍ୟ,୩୬ଜଣ ସରପ ଏବଂ ୧୬୦ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୨୨୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
!-->!-->!-->…
ଜଙ୍ଗଲୀ ବାରହା ଆକ୍ରମଣ ରେ ୯ ଜଣ ଆହତ
ଜଙ୍ଗଲୀ ବାରହା ଆକ୍ରମଣ ରେ ୯ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ତିନି ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ପରଜଙ୍ଗ ଥାନା ବାଘମୁଣ୍ଡା ଗ୍ରାମ ରେ ଆଜି ସକାଳ ପ୍ରାୟ ୯ ଟା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି l
ଗ୍ରାମ ର କିଛି ଲୋକ ଗାଁ ଦାଣ୍ଡରେ ନିଆଁ ପୁହିଁ ହେଉଥିବା ବେଳେ!-->!-->!-->…
ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଠାବ
କାମାକ୍ଷାନଗର ଥାନା ବିଜାଡିହ ଗ୍ରାମ ନିକଟ ଜଙ୍ଗଲର ଏକ ଶାଳଗଛରୁ ଡ୍ରଇଭରଙ୍କ ଝୁ୍ଲନ୍ତା ମୃତଦେହ ଠାବ ହୋଇଛି। ମୃତ ଡ୍ରାଇଭର ହେଲେ ଉତରପ୍ରଦେଶ ପିଲଭିତ୍ ଜିଲ୍ଲାର ସରଦାହ ଗ୍ରାମର ସଞ୍ଜିବ କୁମାର ମୋହରିଆ।
ସେ କଣ୍ଟାବଣିଆ ସ୍ଥିତ ଏକ ଘରୋଇ କମ୍ପାନିରେ ଏକମାସ ହେବ ହାଇଓ୍ବା ଡ୍ରାଇଭର ଭାବେ!-->!-->!-->…
ଶିକାରୀ ତାର ରେ ଲାଗି ବନ କର୍ମଚାରୀ ଗୁରୁତର !
ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ଦୁଦୁରକୋଟ ନିକଟସ୍ଥ ବାରିହାରଗଡି ପାହାଡ଼ ନିକଟରେ ବୁଧବାରସନ୍ଧ୍ୟା ରେ ବନ ବିଭାଗର କର୍ମଚାରୀ ମାନେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବା ଖବର ପାଇ ଯାଉଥିବା ସମୟରେ ହଠାତ ଜଣେ କର୍ମଚାରୀ ତାର ରେ ଲାଗି ଯାଇଥିଲେ ।
!-->!-->…
୧୨ତମ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଞ୍ଚାୟତ ମହୁଲଖୋଳି ରଙ୍ଗମାଟିଆ ଷ୍ଟାଡିଅମ ରେ ୧୨ ତମ ବାର୍ଷିକ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହେଇଯାଇଛି l ଆଜିର ଉଦଘାଟନ ମ୍ୟାଚରେ ମୁଖ୍ୟଅତିଥି ସମାଜସେବୀ ରାଧାରାଣୀ ବେହେରା ଓ ଅଭିରାମ ବେହେରା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ!-->…
ଅଙ୍ଗନବାଡ଼ି କେନ୍ଦ୍ର କୁ ପୃଷ୍ଟିକର ଖାଦ୍ୟ ନମିଳିବା ଘଟଣା ; କାର୍ଯ୍ୟରେ ଅବହେଳା ନିମନ୍ତେ କାରଣ ଦର୍ଶାଅ ନୋଟିସ ଜାରି…
ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡିକେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଢେଙ୍କାନାଳ ଅପଡେଟ ରେ ପ୍ରକାଶ ପାଇବା ପରେ ଜିଲା ସାମଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରାୟ ତଦନ୍ତ କରିଥିଲେ । ଏନେଇ କାମାକ୍ଷାନଗର!-->…