News
lipub
samparksetu

ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ସଦେଇବେରେଣୀ କଳାକୃତି ଗ୍ରାମ !

ସଦର ବ୍ଳକ୍ ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମପଞ୍ଚାୟତ ର ନବଜୀବନପୁର ଠାରେ ନିର୍ମିତ ସଦେଇବେରଣୀ କଳାକୃତି ଗ୍ରାମକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇ ଡୋକ୍ର। କଳାକୃତି କୁ ଆଗେଇ ନେବାକୁ ପ୍ରୟାସ କରାଯିବ । ଏଥି ନିମନ୍ତେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୬୫ ସରପଞ୍ଚ ,୩୨ ସମତି ସଭ୍ୟ,୪୨୮ ୱାର୍ଡ ମେମ୍ବରଙ୍କ ନାମାଙ୍କନ ପତ୍ର ଦାଖଲ

ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି । ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ହୋଇଥିବାର ଜଣାପଡିଛି । ସଦର ବ୍ଲକରୁ ୧ଜଣ ଜିଲ୍ଲା ପରିଷଦ,୫ଜଣ ସମିତି ସଭ୍ୟ,୯ ଜଣ ସରପଞ୍ଚ ଏବଂ ୩୯ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୫୪ ଜଣ ନାମାଙ୍କନ ପତ୍ର ଦାଖଲ

ପଲସର୍ ଆତଙ୍କ , ଛଡ଼ାଇ ନେଲେ ୨ ଲକ୍ଷ ୭୫ହଜାର

ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ପରମହଂସ ପୁର ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ରେ ଏକ ପଲସର ଯୋଗେ ଦୁଇ ଜଣ ଆସି ଆଉ ଏକ ମଟର ସାଇକେଲ ରେ ଯାଉଥିବା ଜଣେ ପେଟ୍ରୋଲ ପମ୍ପ ର କର୍ମଚାରୀଙ୍କ ଠାରୁ ବନ୍ଧୁକ ଲଗାଇ ଟଙ୍କା ଓ ବ୍ୟାଗ ଛଡ଼ାଇ ନେଲେ। ସୂଚନା

ରାସୋଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା, ୯ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ

ଢେଙ୍କାନାଳ ପୋଲିସ ହାତରେ ବ୍ୟାଙ୍କ ଲୁଟେରା, ଜବତ ହେଲା ବ୍ୟବହୃତ ମାରଣାସ୍ତ୍ର ଓ ପୁଳାପୁଳା ସୁନା ଏବଂ ଲକ୍ଷାଧିକ ଟଙ୍କା । ସୂଚନା ଅନୁଯାୟୀ ଗତ ୧୨ ତାରିଖ ବୁଧବାର ଦିନ ରାସୋଳ ଶାଖା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁ ପ୍ରାୟ ଦିନ ୩ ଟା ସମୟରେ ୫ ଜଣ ଯୁବକ ଟଙ୍କା

ଅସୁସ୍ଥ ମାଈ ହାତୀ ଛୁଆ କୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କଲା ବନ ବିଭାଗ

ଢେଙ୍କାନାଳ ବନଖଣ୍ଡ ମହାବୀରୋଡ ରେଞ୍ଜ୍ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆମ୍ବପଳାଶ ସଂରକ୍ଷିତ ଜଙ୍ଗଲ ରେ ଏକ ଗୋଠ ଛଡା ଅସୁସ୍ଥ ମାଈ ହାତୀ କୁ ଟ୍ରଙ୍କୁଲାଇଜ କରି ଚିକିତ୍ସା କରିଛି ବନ ବିଭାଗ। ସୂଚନା ମୁତାବକ ଦେବଗଡ଼ ବନ ଖଣ୍ଡରୁ ଏକ୍ ଗୋଠ ଛଡା ମାଈ ହାତୀ ଟି ମହାବିରୋଡ଼

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ତାଳବରକୋଟ ପଞ୍ଚାୟତ ଅନ୍ତର୍ଗତ ସିଆରିଆ ଗ୍ରାମରେ କଲ୍ୟାଣ ଫାଉଡେସନ ଏବଂ ବାପୁଜୀ କ୍ଳବ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିର ରେ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ ଜୟ

ନିଖୋଜ ରାଜ ମିସ୍ତ୍ରୀ ଙ୍କ ର ୪ଦିନ ପରେ ମୃତ ଦେହ ପୋଖରୀରୁ ଉଦ୍ଧାର

ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ପଞ୍ଚାୟତ ବାଲିମୀ ଗ୍ରାମର ଗୌରାଙ୍ଗ ଜେନାମଣୀ (୬୨) ଗତ ୧୩ ତାରିଖ ଗୁରୁବାର ଦିନ ଅପରାହ୍ନରେ ଗାଁ ପୋଖରୀ ଦେହୁରୀ ଗାଡିଆ କୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ପୋଖରୀ ହୁଡାରେ ସାଇକେଲ ଓ ଚପଲ୍ ପଡିଥିବା ଦେଖିବାକୁ ମିଳିଥିଲା। ଦମକଳ ବାହିନୀ ପୋଖରୀ ସାରା

ରାଇଜିଙ୍ଗ ଷ୍ଟାର କ୍ଲବ ତରଫରୁ ରକ୍ତ ଦାନ ଶିବିର ; ସଂଗ୍ରହ ହେଲା ୨୦୧ ୟୁନିଟ ରକ୍ତ

ଢେଙ୍କାନାଳର ଆଗ୍ରଣୀ ଯୁବ ଅନୁଷ୍ଠାନ ରାଇଜିଙ୍ଗ ଷ୍ଟାର କ୍ଲବ ତରଫରୁ ସ୍ଥାନୀୟ ଅଭିନନ୍ଦ ଗାର୍ଡେନ ଠାରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ପୁରୁଷ ଓ ମହିଳା ଓ ଦିବ୍ୟାଙ୍ଗ ରକ୍ତଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଖଣି ଓ ଇସ୍ପାତ

ଜଳିଗଲା ଟାଟା ଏସି !

ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ କଣ୍ଟାବଣିଆ ଟାଟା ବିଏସଏଲ କାରଖାନା ନକଟରେ ଏକ ଟାଟା ଏସିରେ ହଠାତ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଛି । ଟାଟାବିଏସଏଲ କାରଖାନାକୁ ଶ୍ରମିକ ମାନଙ୍କୁ ନେବା ଆଣିବା କରିବା ପାଇଁ ଏକ ଟାଟା ଏସି ଗାଡି ନଂ
error: Content is protected !!