ଆଇନ ସଚେତନତା ଶିବିର
ଢେଙ୍କାନାଳ ଜିଲ୍ଳା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଳା ଜଜ୍ ତଥା ଜିଲ୍ଳା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ସୁକାନ୍ତ କିଶୋର ଜେନାଙ୍କ ତତ୍ୱାବଧାନରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତହୋଇଯାଇଛି ।
ଏହି ଶିବିରରେ ସରକାରଙ୍କ ଦ୍ୱାରା କୋଭିଡ ପିଡିତା ମାନଙ୍କ ପାଇଁ ପ୍ରଣିତ ହୋଇଥିବା!-->!-->!-->…
ଶ୍ରୀ କୃଷ୍ଣଚନ୍ଦ୍ର ଆଇଚ ଙ୍କୁ ପରିବେଶ ସଂରକ୍ଷଣ କ୍ଷେତ୍ର ରେ ସମ୍ମାନ ଜନକ ଡକ୍ଟରେଟ୍
ମୃତ୍ତିକା ଓ ଜଳ ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ତଥା ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ନିମିତ୍ତ ରାଜ୍ୟ ଜଳ ବିଭାଜିକା ମିଶନ ର ପ୍ରାକ୍ତନ ପ୍ରକଳ୍ପ ନିର୍ଦ୍ଦେଶକ, ୱାଲଡେନଉଡ୍ସ ଇକୋ ଭିଲେଜ ର ମୁଖ୍ୟ ଉପଦେଷ୍ଟା ତଥା କାଇଣ୍ଡ ଇଣ୍ଡିଆ ର ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ଆଇଚ!-->…
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା, ୪ ଡକାୟତ ଗିରଫ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରାସୋଳ ଶାଖା ରୁ ୧୨ ତାରିଖ ବୁଧ ବାର ଦିନ ପ୍ରାୟ ୩ ଟା ସମୟରେ ୨ ଟି ବୁଲେଟ ରେ ପାଞ୍ଚ ଜଣ ଯୁବକ ଆସି କୋଟିଏ ରୁ ଉର୍ଦ୍ଧ ଟଙ୍କା ଓ ସୁନା ଗହଣା ଓ ଆଠ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଘଟଣାରେ ପୋଲିସ ୪ ଜଣ ଲୁଟେରା ଙ୍କୁ!-->…
ବେକରେ ଲାଗିଲା ଗୁଡି ସୂତା ,ଅଳ୍ପକେ ବର୍ତିଲେ ଯୁବକ !
ମକର ପର୍ଵ ଉପଲକ୍ଷେ ଆଜି ଯୁଆଡେ ଦେଖିବ ଗୁଡି।ୟା ଭିତରେ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ।ଢେଙ୍କାନାଳ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଲଷ୍ମୀ ବଜାର ନିକଟରେ ଜଣେ ଯୁବକଙ୍କ ବେକରେ ଏକ ଗୁଡି ସୂତା ଲାଗିଯାଇଥିଲା।
ତୁରନ୍ତ ସେ ଗାଡିକୁ ଅଟକାଇବା ସହିତ!-->!-->!-->…
ଅଙ୍ଗନବାଡ଼ି କେନ୍ଦ୍ରରୁ ପୃଷ୍ଟିକର ଖାଦ୍ୟ ନମିଳିବା ଘଟଣା ; ତଦନ୍ତ କଲେ ଡିଏସଏସଓ
ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡି କେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେସୋମବାର ଦିନ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରାୟ ତଦନ୍ତ କରିବାକୁ!-->…
ଆଭାସୀ ଜରିଆରେ ଜଳବାୟୁ ପରିବର୍ତନ ବୈଠକ
ଭୁବନ ସେଚାଂଚଳକୃଷକ ତାଲିମ କେନ୍ଦ୍ର ପରିସରରେ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା ଜଳବାୟୁ ପରିବର୍ତନକୁ ଆଖି ଆଗରେ ରଖି କେନାଲର ତଳମୁଣ୍ଡ ଚାଷୀକୁ କିଭଳି ପାଣି ପ୍ରଦାନ କରାଯିବ । ତା ସହ କିଭଳି ରୁତୁ ଭିତିକ ଫସଲ ଉତ୍ପାଦନ କରାଯିବ ସେ ନେଇ ଚାଷୀଙ୍କ ଠାରୁ ମତ ବିନିମୟ ହୋଇଥିଲା । ଏହି!-->…
କୋଭିଡ଼ ୧୯ର ମୁକାବିଲା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀର ତ୍ୱରିତ ପଦକ୍ଷେପ
ମହାମାରୀର ତୃତୀୟ ଲହରୀର ବିପଦ ସମଗ୍ର ବିଶ୍ୱରେ ଲୋକମାନଙ୍କୁ ସତର୍କ କରାଇଦେଇଥିବାବେଳେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପୂର୍ବ ଭଳି ଏହି ଆହ୍ୱାନର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ଏହାକୁ ବ୍ୟାପିବାରୁ ରୋକିବା ପାଇଁ ସ୍ୱାସ୍ଥ୍ୟ ସେବା, ସୁରକ୍ଷା, ପ୍ରବେଶ!-->…
୫ କୋଟି ଟଙ୍କାର ବିଲ୍ଡିଂ ପାଲଟିଛି ଭୂତକୋଠି !
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନବଜୀବନ ପୁର ଡୋକ୍ରା କାରିଗର ପାଇଁ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ।ତିନି ବର୍ଷ ହେବ ଉଦଘାଟନ ଶେଷ ହୋଇଥିଲେ ମଧ୍ୟ ଏହି କୋଠା ଘର ଏବେ ବି ଭୂତକୋଠିରେ ପରିଣତ ହୋଇରହିଛି । ନବଜୀବନପୁର ଗ୍ରାମ ଡୋକ୍ରା କାର୍ଯ୍ୟର ଗ୍ରାମ ଭାବରେ ବେଶ ପରିଚିତ ।
ସଦର ବ୍ଲକ!-->!-->!-->…
ବିଦ୍ୟୁତ୍ ଆଘାତରେ ମହିଳା ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଡଲା ଗ୍ରାମରେ ଜଣେ ମହିଳାଙ୍କ ର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । କଡଲା ଗ୍ରାମର ଯୁଧିଷ୍ଟିର ମୁଦୁଲୀଙ୍କ ପତ୍ନୀ କୁନ୍ତଳା ମୁଦୁଲୀ ନିଜ ଛାତ ଉପରକୁଲୁଗା ଶୁଖାଇବାକୁ ଯାଇଥିଲେ ।
ଛାତରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ!-->!-->!-->…
ସ୍ମୃତି ତୁମେ
କି ପଶାପାଲି ଖେଳୁଛ ବିଧାତାଅନ୍ତର ଯାଉଛି ହଲିସବୁ ଜିତାପଟ ତୁମରି ହେଉଛିଆତ୍ମୀୟ ଯାଉଛି ଚାଲି ।
ବିଜୟ ହାରିଲେ ଅଜିତ ହାରିଲେହାରି ଥିଲେ ହର ଭାଇମୀନ ଯାଇଥିଲେ ଦେବୁ ଦାଦା ଗଲେଅସ୍ତମିତ ଦାସ ଭାଇ ।
ସରଳ ହୃଦୟ ମଣିଷ ଭିଡରୁବାଛି ବାଛି କାହିଁ ନିଅକି ଅବା ଆଉ ବାକି ରଖିଅଛଥରେ ଖାଲି!-->!-->!-->!-->!-->…