ସତ୍ୟଜିତ ସ୍ମାରକି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ
ଢ଼େଙ୍କାନାଳ ଜିଲ୍ଲା ,ଭୁବନ ବ୍ଲକ ବାଲିବୋ ଗ୍ରାମ ବ୍ଲୁ ବାର୍ଡ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ୩୨ତମ ସତ୍ୟଜିତ ସ୍ମାରକି କ୍ରିକେଟ ଟୁର୍ଣ୍ଣମେଣ୍ଟ ର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି
ଫାଇନାଲ ମ୍ୟାଚ ରେ ଭୁବବ କ୍ରିକେଟ ଆସୋସିଏଶନ କୋଣାର୍କ କ୍ରିକେଟ କ୍ଲବ,ସୁକିନ୍ଦା କୁ!-->!-->!-->…
ପର୍ଯ୍ୟଟକଙ୍କ ଅନନ୍ୟ ଆକର୍ଷଣ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ;ଜିମ ସହିତ ପିଲାଙ୍କ ପାଇଁ ମନୋରଞ୍ଜନ ସହିତ ରହିବାର ସୁ…
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରଠାରେ ଥିବା ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ପର୍ଯ୍ୟଟକଙ୍କ ଅନନ୍ୟ ଆକର୍ଷଣ ପାଲଟିଛି । ପ୍ରତିଦିନ ପର୍ଯ୍ୟଟକ ମାନେ ଏହି ଅରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଜିମ ସହିତ ପିଲାମାନଙ୍କ ପାଇଁ ଦୋଳିର ମଜା ଉଠାଉଛନ୍ତି ।!-->…
ମିଲରଙ୍କ ମନୋମୁଖୀ କାର୍ଯ୍ୟ ,କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟିବାକୁ ନେଇ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଙ୍କଡାହାଡରେ ମିଲରଙ୍କ ମନୋମୁଖୀ କାର୍ଯ୍ୟଯୋଗୁ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟିବାକୁ ନେଇମିଲର ଏବଂ ଚାଷୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
କଙ୍କଡାହାଡରୁ ଧାନ!-->!-->!-->…
ମନ୍ଦିର ପୂଜକ ମହାସଂଘ ପକ୍ଷରୁ ସ୍ୱଚ୍ଛତା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶିବଶକ୍ତି ମନ୍ଦିର ପୂଜକ ମହାସଂଘ ଓଡିଶା ଶାଖା ଢେଙ୍କାନାଳ ଆନୁକୂଲ୍ୟରେ ଓଡ଼ାପଡ଼ା ବ୍ଲକ ନାଧରା ପ୍ରସିଦ୍ଧ ଶୈବପୀଠ ଶ୍ରୀ ଗୋକନକେଶ୍ୱର ଦେବଙ୍କ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଶୈବ ସଂସ୍କୃତି ର ପୁନରୁଦ୍ଧାର, ଶୈବ!-->!-->!-->…
ଗ୍ରାମୀଣ ଉଦ୍ୟାନ ଲୋକାର୍ପିତ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମୀଣ ଉଦ୍ୟାନ ବିଧାୟକ ସୁଧୀର କୁମାର ସାମଲଙ୍କ ଦ୍ୱାରାଉଦଘାଟିତ ହୋଇଯାଇଛି ।ଏହି ଅବସରରେବିଧାୟକଙ୍କ ଦ୍ୱାରା ପୁରୁଣା କଟକ-ସମ୍ବଲପୁର ରାସ୍ତା ଠାରୁ ଶିମିଳିପାଟଣା ଗ୍ରାମକୁ ସଂଯୋଗ କିରୁଥିବା ବିଜୁ ସେତୁ,!-->…
ଗଁଦିଆ ବ୍ଲକ ବିଶ୍ୱକର୍ମା ଶିଳ୍ପୀ ସଂଗଠନ ଗଠିତ
ଗଁଦିଆ ବ୍ଲକ ସ୍ତରୀୟ ବିଶ୍ୱକର୍ମା ଶିଳ୍ପୀ ସଂଗଠନ ନାମରେ ଏକ ନୂତନ ବ୍ଲକ ସ୍ତରୀୟ ଅନୁଷ୍ଠାନ ବରିଷ୍ଠ ସଭ୍ୟ ଗଙ୍ଗାଧର ରଣା ଙ୍କର ସଭାପତିତ୍ୟୁରେ ଧନିଅଣାଳୀ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଛି ।
ଏଥିରେ ଉକ୍ତ ସଂଗଠନର ସଭାପତି ଭାବେ ଦୁଖବନ୍ଧୁ ପାତ୍ର ଉପ ସଭାପତି ଭାବେ ପ୍ରସନ୍ନ କୁମାର!-->!-->!-->…
ଦୁଇ ବାଇକ ମୁହାଁମୁହିଁ ଧକ୍କା , ୩ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ଭାଲୁମୁଣ୍ଡା କ୍ରସର ପାଖରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଗୁରୁତର ହୋଇଯାଇଛନ୍ତି l ଗୁରୁତର ମାନେ ହେଲେ, ସୁନୀଲ ଟୁଡୁ (୨୮) ପିଙ୍କି ଟୁଡୁ (୨୦) ବିଜୟ ରାଉତ (୪୮) l
ସୂଚନା ଅନୁସାରେ ଆଜି ସୁନୀଲ ଟୁଡୁ ଓ ପିଙ୍କି ଟୁଡୁ ତାଙ୍କ!-->!-->!-->…
ଲାଉଲଇ ସେବା ସମବାୟ ସମିତି ରେ ଧାନ ମଣ୍ଡିର ସୁଭାରମ୍ଭ
ଦୀର୍ଘ ସମୟ ଅବସାନ ପରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଲାଉଲଇ ସେବା ସମବାୟ ସମିତିଠାରେ ଶକ୍ତି ରଘୁ ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ଖଙ୍କିରା ତରଫରୁ ଧାନ ମଣ୍ଡିର ସୁଭାରମ୍ଭ କରାଯାଇଛି।
ଏଥିରେ ଗଁଦିଆ ବିଡିଓ ଆଶିଷ ରଂଜନ ସାହୁ, ସହକାରୀ ଯୋଗାଣ ନିର୍ବାହୀ ଅଧିକାରୀ ବିଶ୍ଵଭୂଷଣ କର,!-->!-->!-->…
ବାଇକ କୁ ଧକ୍କା ଦେଲା ବାଇକ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରହଣି କେନାଲ ରୋଡ଼ ଠାରେ ଆଜି ଗୋଟିଏ ବାଇକ ସାଙ୍ଗରେ ବାଇକ ର ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଛନ୍ତି । ଆହତ ଜଣଙ୍କ ହେଲେ ଦିପ୍ତୀରଂଜନ ପୃଷ୍ଟି।
ସୂଚନା ଅନୁସାରେ ରହଣି କେନାଲ ରୋଡ଼ ଠାରେ ଆଜି ଅନଳ ରୁ ଦିପ୍ତୀରଂଜନ ପୃଷ୍ଟି (୨୪)ଓ ତାଙ୍କ!-->!-->!-->…
ବୀର ଯବାନ ଙ୍କୁ ସମ୍ବର୍ଦ୍ଧନା
ଦୀର୍ଘ ୧୭ ବର୍ଷ ଧରି ଦେଶ ର ସେବା କରି ନିଜ କାର୍ଯ୍ୟ ରୁ ଅବ୍ୟାହତି ନେଇଛନ୍ତି କାମାକ୍ଷାନଗର ବ୍ଲକ କାନପୁରା ବୀର ସୈନିକ ଶଶୀକାନ୍ତ ରାଉତ l ଆଜି ନିଜ ସେବା ରୁ ନିବୃତ ହୋଇ କାମାକ୍ଷାନଗର ସ୍ଥିତ ଅବସର ପ୍ରାପ୍ତ ସୈନିକ ସଙ୍ଘ କାର୍ଯ୍ୟାଳୟ ରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l
!-->!-->…