News
lipub
samparksetu

୨ ପୃଥକ ସଡ଼କ ଦୁର୍ଘଟଣା ରେ ୨ ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଉରବେଙ୍ଗିନିକଟରେ ଭାରସ୍ୟାମ ହରାଇ ଓଲଟିଲା କାର, କାର ଚାଳକ ଗୁରୁତର, କାର ରେ ଥିବା ଅନ୍ୟ ଦୁଇ ଜଣ ସ୍ୱାଭାବିକ ଥିବା ସୂଚନା ମିଳିଛି । ସୂଚନା ମୁତାବକ ଗୁରୁତର ଜଣଙ୍କ ହେଉଛନ୍ତି ଓଢଣା ଗ୍ରାମର ସୁଶାନ୍ତ ମଲିକ। ସୁଶାନ୍ତ ଏକ କାର୍ ରେ କଙ୍କଡାହାଡ

ଧାନ କ୍ରୟ ବେଳେ କଟନୀ ଛାଟନୀକୁ ନେଇ ଚାଷୀ ଅସନ୍ତୋଷ ;ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସମବାୟ ସମିତିରେ ଧାନ କ୍ରୟ ବେଳେ କଟନୀ ଛାଟନୀକୁ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଚାଷୀ ମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ କରିଛନ୍ତି । ଜିଲ୍ଲାରେ ୮୫ ଗୋଟି ସରକାରୀ ଧାନ କ୍ରୟ କେନ୍ଦ୍ରର ବ୍ୟବସ୍ଥା ଥିବା ବେଳେ

ଗୁପଚୁପ ତିଆରିକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ ,ଥାନାରେ ଅଭିଯୋଗ !

ପାରିବାରିକ କଳହର କରୁଣ ପରିଣତି ।ଗୁପଚୁପ ତିଆରି ବେଳେ ସ୍ତ୍ରୀକୁ ହତ୍ୟାକଲା ପିଶାଚ ସ୍ୱାମୀ । ଏ ଭଳି ଲୋମ ଟାଙ୍ଗୁରା ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଗାଁରେ । ବିହାର ରାଜ୍ୟ ସମସ୍ତିପୁର ଅଂଚଳର ରାମ କୁମାର ଚୌଧୁରୀ ନିଜ ସ୍ତ୍ରୀ ଅମ୍ରିତ୍ ଦେବୀ ଏବଂ

ଧାନମଣ୍ଡିକୁ ନେଇ ମହିଳା ଗୋଷ୍ଠି ମୁହାଁମୁହିଁ ;ସମବାୟ ସମିତି ଫାଟକରେ ପକାଇଲେ ତାଲା !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ସମବାୟ ସମିତିରେ ଧାନ ମଣ୍ଡିକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଦେବାକୁ ନେଇ ମହିଳା ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଧାନ ମଣ୍ଡିକୁ ନେଇ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ଗେଟରେ ତାଲା ପକାଇ ନାରାବାଜି କରିଥିବାର ଜଣାପଡିଛି ।

ଅଗ୍ରଣୀ ଚାଷୀଙ୍କୁ ତାଲିମ ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ସଦର ବ୍ଲକାର ଅଗ୍ରଣୀ ଚାଷୀମାନଙ୍କୁ ଚାଷର ବିକାଶ ପାଇଁ ଉଦ୍ୟାନ ବିଭାଗ ତରଫରୁ ତାଲିମ ପ୍ରଦାନ କରାଯାଇଥିବାର ଜଣାପଡିଛି ।ଚଳିତ ବର୍ଷ ବର୍ଷାର ଅନିୟମିତତା ସହିତ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟହୋଇଛି । ଚାଷୀ ମାନଙ୍କ ମନୋବଳ ଭାଙ୍ଗି ଯାଇଥିବା ବେଳେ ଚାଷୀ

ହାତୀ ପାଇଁ ୪ ପରିବାର ହନ୍ତସନ୍ତ

ଢେଙ୍କାନାଳ ଜିଲ୍ଲା ମହାବୀରୋଡ ରେଞ୍ଜ ଡିହୋଡଳ ସେକ୍ସନ ରେ ଦିନକୁଦିନ ବଣୁଆ ହାତୀ ପଲ ଉପଦ୍ରବ ଦେଖିବାକୁ ମିଳିଛି । ସୂଚନା ଥାଉକି କିଛି ଦିନ ତଳେ ପରଜଙ୍ଗ ଅଞ୍ଚଳର ଅଷ୍ଟଶମ୍ଭୁ ମନ୍ଦିର,ପାଟରପଦା ସ୍କୁଲ ପାଚେରୀ ଭାଙ୍ଗି ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଡୋମଳ ଗ୍ରାମର ସୁରେଶ ନାଏକ,

ଜଙ୍ଗଲ ଜମିକୁ ନେଇ ତହସିଲଦାର ଙ୍କ ଦ୍ଵାରସ୍ଥ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଆଳୋ ଗ୍ରାମର ୨୦ ହରିଜନ ପରିବାର ଙ୍କ ୪୦ ବର୍ଷ ଧରି ଜଙ୍ଗଲ କିସମ ଜମିକୁ ଜବରଦଖଲ କରିଆସୁଥିଲେ । କୁଆଳୋ ମୌଜାର ୧୪୯ ନମ୍ବର ଜାତୀୟ ରାଜପଥ କୁ ଲାଗିଥିବା ଜବରଦଖଲ ଜମି ଗୁଡ଼ିକୁ ଭୂମିହୀନ ଆବେଦନ କରିଆସୁଥିଲେ କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ

ନୀଳକଣ୍ଠ ପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠ ପୁର ଗାଁରେ ୧୫ ତମ ବାର୍ଷିକ ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ବରିଷ୍ଟ ବିଜେଡି ନେତା ଆଦିତ୍ୟ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟତମ

ଜିଲ୍ଲାର ୩୨ ଟି ପ୍ରମୁଖ ମନ୍ଦିରରେ ୧୪୪ ଧାରା ଜାରି

ରାଜ୍ୟରେ ଓମ୍ରିକନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ୩୨ ଟି ପ୍ରମୁଖ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲାରେ ରାତ୍ର ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଏହି ୩୨ ଟି ମନ୍ଦିରରେ

ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛି । ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟ କାଳୀନ
error: Content is protected !!