News
lipub
samparksetu

ପୋଖରୀ ରେ ବୁଡି ଚାଲିଗଲା ଜୀବନ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମ ପୋଖରୀ ଜଣେ ଯୁବକ ଶୈ।ଚ ହେବାକୁ ଯାଇ ପୋଖରୀ ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ଉକ୍ତ ଗ୍ରାମର ହେମନ୍ତ ସାହୁ (୪୦ ) । ହେମନ୍ତ ଆଜି ସକାଳେ ସଉଚ ପାଇଁ ପୋଖରୀ କୁ

ଭୁବନ ବେଢାପାଳ ରେ ଖୋଲିଲା ପ୍ରଥମ ଧାନମଣ୍ଡି

ଭୁବନ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି । ଭୁବନ ବ୍ଲକ ର ପ୍ରଥମ ଧାନ ମଣ୍ଡି ଅରଖପାଳ ପଂଚାୟତ ର ବେଢାପାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ମିଶନ ଶକ୍ତି ର ବ୍ଲକ

ଗଁଦିଆ ବ୍ଲକ ରେ ଧାନ ମଣ୍ଡିର ଶୁଭାରମ୍ଭ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଶୁଭାରମ୍ଭ ହୋଇଛି ଧାନମଣ୍ଡି । ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି ,ନିହଲପ୍ରସାଦ ସେବା ସମବାୟ ସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଧାନ

ଖଜୁରିଆକଟାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ

ହିନ୍ଦୋଳ ବ୍ଲକ ଖଜୁରିଆକଟା ଠାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ନୂତନ ସଦସ୍ୟ ମlନେ ଯୋଗ ଦେଇଥିଲେ l ବ୍ଲକର

ସାଆନ୍ଦା ସମବାୟ ସମିତି ରେ ଉଦଘାଟିତ ହେଲା ଧାନମଣ୍ଡି

ସାଆନ୍ଦା ସମବାୟ ସମିତି ରେ ଧାନମଣ୍ଡି ଉଦଘାଟିତ । ମା ରାମ ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ସସ୍ମିତା ପାଣି ଓ ସମ୍ପାଦକ ଧରିତ୍ରୀ ପଣ୍ଡା ଅନ୍ୟାନ୍ୟ ସଭ୍ୟା ଙ୍କ ସହଯୋଗ ରେ ସାଆନ୍ଦା ସମବାୟ ସମିତି ରେ ଧାନମଣ୍ଡି ଉଦଘାଟିତ ହୋଇଛି । ପ୍ରଥମ ଦିନ ରେ ମା ସନ୍ତୋଷୀ ମିଲ ଧାନ ଉଠେଇଥିଲେ

ଇନ୍ଦିପୁର ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଓଡାପୋଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ପଞ୍ଚାୟତ ସ୍ତରୀୟ ଷଷ୍ଠ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ଆଡମ୍ବରରେ ଉଦଯାପିତ ହୋଇଯାଇଛି ।ଏହି ଖେଳରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପୂର୍ବତ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା ଯୋଗଦେଇ ଦୀପ

ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା ;ଜିଲ୍ଲାର ୯୬ କେନ୍ଦ୍ରରେ ୧୭ ହଜାର ୬୪୭ ପରୀକ୍ଷାର୍ଥି

ଢେଙ୍କାନାଳ ଜିଲ୍ଳାରେ କରୋନା ପଜେଟିଭ ଦିନକୁ ଦିନ ବୃଦ୍ଧି ପାଉଛି ।ରାଜ୍ୟରେ କରୋନାର ତୃତୀୟ ଲହର ପାଇଁ ସରକାର ଗୁରୁବାର ଠାରୁ ସ୍କୁଲ ବନ୍ଦ କରିଛନ୍ତି । କିନ୍ତୁ ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡିଛି । ଓମିକ୍ରନ ଆଶଙ୍କା ଭିତରେ ବୁଧବାରଠାରୁ ମାଟ୍ରିକ ସମେଟିଭ୍

ମୁଣ୍ତେଇଲୋ ଘୋଡ଼ାଡ଼ିଆଁ ମଧ୍ୟରେ ରହିଥିବା ବହୁ ପ୍ରତିକ୍ଷୀତ ନାଳ ଉପରେ ବିଜୁ ସେତୁ ଯୋଜନାରେ ସୁଉଚ୍ଚ ସେତୁର ଭୂମିପୂଜନ…

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରଜଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମୁଣ୍ତେଇଲୋ ଘୋଡ଼ାଡ଼ିଆଁ ମଧ୍ୟରେ ରହିଥିବା ବହୁ ପ୍ରତିକ୍ଷୀତ ନାଳ ଉପରେ ବିଜୁ ସେତୁ ଯୋଜନାରେ ସୁଉଚ୍ଚ ସେତୁର ଭୂମିପୂଜନ ଉତ୍ସବ ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ କରକମଳରେ ହୋଇଯାଇଛି । ଉକ୍ତ

କଟକଣା କଡାକଡି କଲେ ରାଜ୍ୟ ସରକାର, ନୂଆ ଗାଇଡ଼ଲାଇନ୍ ନେଇ ସୂଚନା ଦେଲେ ଏସଆରସି

ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ,ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ୧୦୦ ଲୋକଙ୍କୁ ନେଇ ହେବ ବାହାଘର ଓ ବ୍ରତଘର ଏବଂ ୫୦ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା ହୋଇପାରିବ

ଜାତୀୟ ଭଲିବଲ ଚାମ୍ପିୟନ୍‌ସିପ୍‌ ରେ ଜିଲ୍ଲା ପାଇଁ ଗୌରବ ଆଣିଲେ ଟାଟା ଷ୍ଟିଲ ଦ୍ୱାରା ପ୍ରଶିକ୍ଷିତ ସୁବ୍ରତ ଓ ବିକାଶ 

ଟାଟା ଷ୍ଟିଲ ମେରାମୁଣ୍ଡଳୀର କ୍ରୀଡ଼ା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ସୁବ୍ରତ ବେହେରା ଓ ବିକାଶ ପାତ୍ର ପ୍ରଶିକ୍ଷଣ ହାସଲ କରିବା ପରେ ଓଡ଼ିଶା ଜୁନିୟର ଭଲିବଲ ଟିମ୍‌ର ସଦସ୍ୟ ଭାବେ ୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟାନ୍‌ସିପ୍‌ରେ ଭାଗ
error: Content is protected !!