ଓବିସି ସଂରକ୍ଷଣକୁ ନେଇ ବିଜେପିର ଦାବୀପତ୍ର
ଢେଙ୍କାନାଳ ଜିଲ୍ଲା ବିଜେପି ମୋର୍ଚ୍ଚା ତରଫରୁ ଓବିସି ସଂରକ୍ଷଣ ନିମନ୍ତେଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିବାର ଜଣାପଡିଛି ।
ରାଜ୍ୟରେ ପଛୁଆ ବର୍ଗ ମାନଙ୍କ ସଂଖ୍ୟା ୫୪ ଭାଗ ରହିଥିବା ବେଳେ ଗତ ୫ଟି ନିର୍ବାଚନରେ ଓବିସି!-->!-->!-->…
ପାନୀୟ ଜଳରୁ ବଞ୍ଚିତ ୨ଟି ୱାର୍ଡ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗା ପଞ୍ଚାୟତ କୁସୁପଙ୍ଗା ଗ୍ରାମର ଭଞ୍ଜ ସାହୁ ଏବଂ ମହାରଥୀ ସାହିରଲୋକ ମାନେ ପିଇବା ପାଣିର ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
ଦୁଇ ୱାଡବାସୀଙ୍କ ପାଇଁ ପୂର୍ବରୁ ବ୍ରାହ୍ମଣୀ ନଦୀ କୂଳରୁ ପାଇପ ଯୋଗେ ସେମାନଙ୍କୁ!-->!-->!-->…
ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ !
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରାକପାଟଣା ଗ୍ରାମରେ କେତେକ ଦୁର୍ବୃତ୍ତ ଜଣେ ଚାଷୀଙ୍କର ଧାନ ଗଦାରେ ନିଆଁ ଲଗାଇ ଦେବାରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।
ଗତ ଡିସେମ୍ବର ୨୨ତାରିଖରେ ଲଘୁଚାପ ବର୍ଷା ଆଶଙ୍କାରେ ଗ୍ରାମର!-->!-->!-->…
ସଦର ବ୍ଲକରେ ସଂରକ୍ଷଣକୁ ନେଇ ଅସନ୍ତୋଷ ; ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ସରପଞ୍ଚ ,ସମିତି ସଭ୍ୟ ସଂରକ୍ଷଣକୁ ନେଇ ଅସନ୍ତୋଷ ଦେଖାଦେବା ସହିତ ପୁର୍ନବିଚାର ପାଇଁ ଜିଲ୍ଳା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ ତାଲିକାରେପ୍ରଥମେ!-->!-->!-->…
ସୁବର୍ଣ୍ଣ ଙ୍କୁ ଆବାସ ଯୋଜନା ସାତସପନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ରେଣ୍ଠାପାଟ ପଞ୍ଚାୟତର ତଳପାଣିଗେଙ୍ଗୁଟିର ସୁବର୍ଣ୍ଣ ନାୟକଙ୍କ ସ୍ଵାମୀ ବିଗତ ବର୍ଷ ହେବ ମୃତ୍ୟୁ ଘଟିଥିବା ବେଳେ ନିଜର ତିନି ଝିଅ ଓ ଦୁଇ ପୁଅ କୁ ନେଇ ଅତି ଅଭାବ ଅନଣ୍ଟନରେ ଜୀବନ ବିତାଉଛନ୍ତି ।
ସରକାର ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଓ ବିଜୁ!-->!-->!-->…
ରତନପୁର ଗ୍ରାମ ପଂଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନୀ କଲେ ବିଧାୟକ
ଢେଙ୍କାନାଳ ଜିଲ୍ଲା ,ଗଁଦିଆ ବ୍ଲକ ରତନପୁର ଗ୍ରାମ ପଂଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନୀ ଉତ୍ସବରେ ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ ଜନହିତକାରୀ ପ୍ରକଳ୍ପ ଯଥା ରାଉସିଂହ ପ୍ରସାଦ ଉଚ୍ଚ!-->…
ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ପ୍ଲାଷ୍ଟିକ ର ବନ୍ଦ ପାଇଁ ମୋର ସବୁଜ ପ୍ରତିଶ୍ରୁତି କାର୍ଯ୍ୟକ୍ରମ…
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ପ୍ଲାଷ୍ଟିକ ର ବନ୍ଦ ପାଇଁ , ମୋର ସବୁଜ ପ୍ରତିଶ୍ରୁତି!-->…
ଚୂଆରେ ପଡି ଚାଲିଗଲା ୫ ବର୍ଷ ଶିଶୁର ଜୀବନ !
ମୃତ୍ୟୁ କେମିତି କେତେବେଳେ ଆସେ କେହିବି କହିପାରେନି। ଖେଳୁ ଖେଳୁ ଚାଲି ଗଲା କଁଅଳ ଜୀବନ । ଢେଙ୍କାନାଳ ଜିଲ୍ଲାର, ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ ଘଟିଛି ଏ ଭଳି ଦୁଃଖଦ ଘଟଣା ।
ଉକ୍ତ ଗ୍ରାମର ଶୁକାନ୍ତ ଖଟୁଆ ଙ୍କ ପୁଅ ଟକୁଲ ଖଟୁଆ (୫) ଆଜି ଦିନ ୯ ଘଟିକା ସମୟରେ ଘର ପାଖରେ ଥିବା ଏକ!-->!-->!-->…
ବିଦ୍ୟାଳୟ ତୋରଣ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୋରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଦର୍ଶାଇ ଗ୍ରାମାବାସୀ ମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସରକାରଙ୍କ ତରଫରୁ ପଞ୍ଚାୟତ ରାଜ ବିଭାଗ ଦ୍ୱାରା ବିଦ୍ୟାଳୟର ଗେଟ କାର୍ଯ୍ୟ!-->!-->!-->…
ହାତୀ ଭାଙ୍ଗିଲେ ବିଦ୍ୟାଳୟ ପାଚେରୀ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଚାଇଁପୁର ମଣିଦେବୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀପଲ କଦଳୀ ବଗିଚା ନଷ୍ଟ କରିଥିବାର ଜଣାପଡିଛି ।
ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ପାଇଁ ହାତୀ ମାନେ ମଠରଗଡି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ!-->!-->!-->…