ସିମିନଈ ନୋଡାଲ ବିଦ୍ୟାଳୟରୁ ଚୋରୀ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅନ୍ତର୍ଗତ ସିମିନଈ ଉଚ୍ଚ ପ୍ରାଥମିକ ନୋଡାଲ ବିଦ୍ୟାଳୟରୁ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଟଙ୍କା ସହିତ ଗ୍ୟାସ ଚୁଲା ଚୋରୀ କରିଥିବାର ଥାନାରେ ଅଭିଯୋଗ ହୋଇଛି । ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପ୍ରଧାନ ଶିକ୍ଷକଙ୍କ କୋଠରୀର ତାଲା!-->…
ବ୍ୟାନର କୁ ନେଇ ଗୋଷ୍ଠୀ ସଂଘର୍ଷ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ନିହଲପ୍ରସାଦ ଥାନା ପିଙ୍ଗୁଆ ଗ୍ରାମର ଶ୍ରୀନିବାସ ସାହୁ ଙ୍କ ଏକ ବ୍ୟାନରରେ ବିଧାୟକଙ୍କ ଫଟୋ ଲାଗିଥିଲା ଯାହାକି ନୂଆ ପିଙ୍ଗୁଆ ଅଂଚଳରେ ଟଙ୍ଗା ଯାଇଥିଲା । ଯାହାକୁ ମମତା ମହାଳିକଙ୍କ ପୁଅ କାଳିଆ ମହାଳିକ ଲଗାଇଥିଲେ ।ଏହକୁ ବିରୋଧ କରିଥିଲେ କୈଳାଶ ନାୟକ ଙ୍କ!-->…
ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇିଁ ପଦବୀ ସଂରକ୍ଷଣ ନିମନ୍ତେ ଦାବିପତ୍ର
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇିଁ ସଂରକ୍ଷଣ ଲିଷ୍ଟ ସରକାର ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକର ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲାପରିଷଦ ପଦବି ପାଇିଁ ଘୋଷଣା କରିସାରିଥିବା ବେଳେ ଆଦିବାସି ସଂପ୍ରଦାୟ ଲୋକମାନଙ୍କ ପାଇିଁ କୈାଣସି ପଦବି ସଂରକ୍ଷିତ ରହିନାହିଁ।
ଯାହା ଫଳରେ ଆଜି!-->!-->!-->…
ସ୍କୁଲ ମିଶ୍ରଣକୁ ବିରୋଧ , ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ
ସ୍କୁଲ ମିଶ୍ରଣ କୁ ନେଇ ଅସନ୍ତୋଷ ପୁଣି ମୁଣ୍ଡ ଟେକିଛି । ଢେଙ୍କାନାଳ ସଦର ବ୍ଳକ୍ ମଧୁସାହୁ ପାଟଣା ସ୍ଥିତ ରାଜୁଆପାଟଣା ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଦେଢ଼ବର୍ଷ ତଳେ ଶିକ୍ଷା ବିଭାଗ ଏହାକୁ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପିର ଚିଠି ପ୍ରେରଣ
ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ ଙ୍କ ନେତୃତ୍ୱରେ ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ପଠାଯାଇଛି । ପରଜଙ୍ଗ ବ୍ଲକ ମୁଖ୍ୟ ଡାକ ଘର ର ପୋଷ୍ଟ ବାକ୍ସ ରେ ମୁଖ୍ୟମନ୍ତ୍ରୀ ନବୀନ!-->…
ମନୋବଳ ଆଗରେ ହାର୍ ମାନିଛି ବାର୍ଦ୍ଧକ୍ୟ
ଧୁଡୁଧଡୁଡୁ ଚମ ଅଧା ଲୁଆଁ ଅଣ୍ଟା ତା ସାଙ୍ଗକୁ ବାର୍ଦ୍ଧକ୍ୟ ସ୍ୱର ବୟସ ଆସି ପ୍ରାୟ ୭୪ କିଏ ଘରେ ରହି ଜୀବନ ବିତାଏ ତ କିଏ ହାତପତେଇ ପେଟ ପୋସେ ହେଲେ ଏଭଳି ରହିଛନ୍ତି କିଛି ବ୍ୟକ୍ତି ଯିଏକି ଏଭଳି ବୟସରେ ମଧ୍ୟ ନିଜ ପେଟ ନିଜେ ପୋଷିବାକୁ ପସନ୍ଦ କରିଥାନ୍ତି ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି!-->!-->!-->…
କାର୍ଯ୍ୟକ୍ଷମ ହେଉନି ମହାବିଦ୍ୟାଳୟ ହଷ୍ଟେଲ ; ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବ୍ଲକର "ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ" ର ଅବ୍ୟବସ୍ଥା କହିଲେ ନସରେ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ଥିତ "ବାଜିରାଉତ ସ୍ମୃତି ମହା ବିଦ୍ୟାଳୟ" ରେ!-->…
ଧାନମଣ୍ଡି ନ ଖୋଲିବା ନେଇ ଚିନ୍ତାରେ ଭୁବନ କୃଷକ ସମାଜ
ଭୁବନ ଏନ ଏ ସି ଓ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଆଶଙ୍କାରେ ଥିବାର ଜଣାଯାଇଛି । କେବେ ଖୋଲିବ ମଣ୍ଡି ସେ ନେଇ ଭୁବନ କୃଷକ ସମାଜ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି । ଚାଷୀର ବର୍ଷକର କଷ୍ଟ ଅର୍ଜିତ ଧାନ ଫସଲ ବର୍ଷା ଯୋଗୁ କ୍ଷତି ହୋଇଛି । ଯାହା ବଞ୍ଚି ଯାଇଛି ତାହା କିପରି!-->…
ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ନିମନ୍ତେ କାର୍ଯ୍ୟକ୍ରମ
ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଜିଲ୍ଲା ଆନୁକୁଲ୍ୟରେ ସ୍ୱଚ୍ଛ।ସେବୀ ଅନୁଷ୍ଠାନ ଶୋଭା ର ସହଯୋଗ ରେ ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ସଂପର୍କିତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ଜିଲ୍ଲା!-->!-->!-->…