News
lipub
samparksetu

ଅହମ୍ମଦିଆ ଯୁବ ସଙ୍ଗଠନର ନବ ବର୍ଷରେ ସଫେଇ ଅଭିଯାନ

ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍‌ଭାବନା ସୃଷ୍ଟି କରି ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି କ୍ଷେତ୍ରରେ ଆଗକୁ ପାଦ ବଢାଇଛନ୍ତି

ଧାନମଣ୍ଡି ଖୋଲିବା ନେଇ ଆଶଙ୍କାରେ ଚାଷୀକୂଳ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ ମିଲର

ମହୁମାଛି ଆକ୍ରମଣରେ ତହସିଲ କର୍ମଚାରୀ ମୃତ

ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୧ ର ଲତାବିଲ ସାହି ର ପ୍ରଦୀପ ଦାସ ଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭୁବନ ତହସିଲରୁ ଅବସର ନେଇଥିବା କର୍ମଚାରୀ ପ୍ରଦିପ ଦାଶ ବଜାର କାମ ସାରି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ମହୁମାଛି ଆକ୍ରମଣ

ଭୁବନରେ ପ୍ରଥମ ମହିଳା ତହସିଲଦାର ଙ୍କ ଯୋଗଦାନ

୧.୪.୧୯୮୨ ମସିହାରେ ଆରମ୍ଭ ହୋଇଥିଲା ଭୁବନ ତହସିଲ କାର୍ଯ୍ୟାଳୟ । ତେବେ ସୂଚନା ଅନୁଯାୟୀ କାର୍ଯ୍ୟାଳୟ ଆରମ୍ଭ ଦିନରୁ ଏଠାରେ କୌଣସି ମହିଳା ତହସିଲଦାର କାର୍ଯ୍ୟରେ ଯୋଗ ଦେଇନଥିଲେ । ତେବେ ଭୁବନ ର ପ୍ରଥମ ମହିଳା ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଡ. ରୋଜାଲିନ ବେହେରା ।

୨୦୨୨ କୁ ସ୍ଵାଗତ

ଏମିତି ସମୟ ଚାଲିଥାଏ ଅବର୍ଷ ପରେ ବର୍ଷ ବିତିଯାଏକେତେ ଯା ଆସ ଲାଗିଛି ନିଇତିମନ ଜାଣେ, ହେଲେ ଭୁଲିଯାଏ l ଜୀବନ ଯଜ୍ଞରେ ଶ୍ଲୋକ ଦୁଇସୁଖ ଦୁଃଖ ନାମେ ଲେଖା ହୋଇବାର ବାର ଉଚ୍ଚାରିତ ହେଉଛନ୍ତିପୂର୍ଣ୍ଣାହୁତି ଯାଏଁ ଯିବେ ନେଇ l ଆହା କି ସୁନ୍ଦର ଏ ସଂସାରଭଳି ଭଳି ରଙ୍ଗ ତା

ସାମ୍ବାଦିକ ଙ୍କ ପିତୃ ବିୟୋଗ

ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ତଥା ଜଣା ଶୁଣା ସାମ୍ବାଦିକ ପ୍ରଦୀପ ସେନାପତି ଙ୍କ ପିତା ଶ୍ରୀଯୁକ୍ତ ମଧୁସୂଦନ ସେନାପତି ଙ୍କ ଗତକାଲି ହୃଦଘାତ ରେ ପରଲୋକ ଘଟିଛି । ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ

ମହାବାହୁ ସେବା ସମ୍ମାନ ରେ ସମ୍ମାନିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା

କେତେବେଳେ ସାଜନ୍ତି ଅନ୍ଧାରୀ ମୂଲକର ଆଲୋକ କେତେବଳେ କରିଥାନ୍ତି ନିଜକୁ ସମାଜ ସେବାରେ ବ୍ରତୀ ,ଏଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଯୁବ ସମାଜ ସେବୀ ତଥା ଯୁବ ସାମ୍ବାଦିକା ଆଙ୍କିତା ସାହୁ । ନିଜ କଲମର ବଳରେ ସାମ୍ବାଦିକ କ୍ଷେତ୍ର କୁ ସଦଉପଯୋଗ ବ୍ୟବହାର କରି

ନିଆରା ଢଙ୍ଗରେ କୁନିଝିଅ ମିକି ର ଜନ୍ମ ଦିନ ପାଳନ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି ।

ସୃଷ୍ଟି

" ତୁ ସୃଷ୍ଟି କଲୁ ଜଳ କଲୁ ତୁ ସୃଷ୍ଟି ସ୍ଥଳ ଓ ଆକାଶ… ଏହା ତୋହର ମହିମା। ମୁଁ ମାନବ… ଖଣ୍ଡ ବି ଖଣ୍ଡ କଲି ତୋ ସୃଷ୍ଟି କୁ, କରି ସୃଷ୍ଟି ମୁଁ ସୀମା। ତୁ ସୃଷ୍ଟି କଲୁ ମୋତେ… କଲୁ ତୁ ସୃଷ୍ଟି ମନୁଷ୍ୟ

ଆନ୍ତର୍ଜାତୀୟ ଏକତା ଏବଂ ଅଖଣ୍ଡତାର ପ୍ରତୀକ ହେଉଛି କାଦିଆନର ବାର୍ଷିକ ସମ୍ମିଳନୀ

ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ୧୨୬ତମ ତିନି ଦିବସୀୟ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିନ ୨୫ ଡିସେମ୍ବର ୨୦୨୧ ରେ କାଦିଆନ (ପଞ୍ଜାବ) ଠାରେ ଅନୁଷ୍ଠିତ ହୋଇଥିଲା । ଆଜିର ସମ୍ମିଳନୀରେ ଅହମ୍ମଦିଆ ମୁସଲିମ ଜମାତର ବିଶ୍ୱ ଖଲିଫା ହଜରତ ମିର୍ଜା ମସରୁର ଅହମ୍ମଦଙ୍କ ଭାଷଣର
error: Content is protected !!