News
lipub
samparksetu

ସରକାରଙ୍କ ତରଫରୁ ମୁଗ ବିହନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ

ଢେଙ୍କାନାଳ ଜିଲ୍ଳା ସଦର ବ୍ଲକ ନଡିଆଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଗେଡା ଗ୍ରାମରେ ଥିବା କୃଷକ ମାନଙ୍କୁ ସରକାରଙ୍କ ତରଫରୁ ମୁଗ ବିହନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି । ଗ୍ରାମରେ ଥିବା ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ଧାନ ଚାଷ

ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ ଶିବିର

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଭାରତ ସରକାରଙ୍କ ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିସର୍ସ କୋଅପରେଟିଭ୍ ଲିମିଟେଡ଼ (ଏଫ୍‌ଆଇଏସ୍‌ଏଚ୍‌ଓସିଏଫ୍‌ଇଡ଼ି) ସହଭାଗିତାରେ ଚାଷୀମାନଙ୍କ ପାଇଁ ମତ୍ସ୍ୟ ଚାଷ ଉପରେ ଏକ ପ୍ରଶିକ୍ଷଣ ତଥା ପରିଦର୍ଶନ ଯାତ୍ରା ଆୟୋଜିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାର

ଆମ୍ବପଡା ଗ୍ରାମରେ ୭ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରୀ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି କରମୂଳ ପଞ୍ଚାୟତ ଆମ୍ବପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୭ଲକ୍ଷ ଟଙ୍କାର ସମ୍ପତ୍ତି ଚୋରୀ ହୋଇଥିବା ଯୋରନ୍ଦା ଫାଣ୍ଡିରେ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ଜଣାଯାଇଛି ଆମ୍ବପଡା ଗ୍ରାମରେ ପବିତ୍ର ମୋହନ ନାୟକଙ୍କ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ବିହାରୀ ନାୟକଙ୍କୁ ଅବସର।କାଳୀନ ବିଦାୟ ସମ୍ବ୍‌ର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ମିଶ୍ରଙ୍କ ସଭାପତିତ୍ୱ କରିଥିଲେ ।ଶ୍ରୀ

ନିଯୁକ୍ତି ମେଳା ଅନୁଷ୍ଠିତ

କାମାକ୍ଷାନଗର ମହାବିଦ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସନ୍ମାନିତ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଉପସ୍ଥିତ

୫୦ ଟଙ୍କା ଫିଙ୍ଗି ୬୫ ହଜାର ଲୁଟିନେଲେ !

୫୦ ଟଙ୍କା ଫିଙ୍ଗି ୬୫ ହଜାର ଲୁଟିନେଲେ ! ଗଁଦିଆ ଥାନା ଯୋରନ୍ଦ। ଫାଣ୍ଡି ଅନ୍ତର୍ଗତ ମହାପଦା ଗ୍ରାମର ବିନୋଦ ନାଥ (୬୫) ମଙ୍ଗଳବାର ମଧ୍ୟାହ୍ନରେ ଯୋରନ୍ଦା ସ୍ଥିତ ଏସବିଆଇ ଶାଖାକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରୁ ସେ ୬୫ ହଜାର ଉଠାଇ ବାଇକ୍ ଡିକି ରେ ପଇସା ରଖି ଘରକୁ ଯିବା ବେଳେ ,ତାଙ୍କ

କଙ୍କଡାହାଡ଼ ଓ ପରଜଙ୍ଗ ରେ BSKY ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ୧୦୦୦ଟଙ୍କା ସହାୟତା ରାଶି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକରେ

ରୋଟ୍ରାକ୍ଟ କ୍ଳବ ଢେଙ୍କାନାଳ ଓ ରୋଟ୍ରାକ୍ଟ କ୍ଳବ ପିସ୍ ସିଟି ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଢେଙ୍କାନାଳରେ ମଧ୍ୟ ଶୀତର ଲହରୀ ଜାରି ରହିଛି।ଏହାକୁ ଆଖି ଆଗରେ ରଖି ରୋଟ୍ରାକ୍ଟ କ୍ଳବ ଅଫ ଢେ଼ଙ୍କାନାଳ ଓ ରୋଟ୍ରାକ୍ଟ କ୍ଲବ ପିସ୍ ସିଟି ଢେଙ୍କାନାଳ ପକ୍ଷରୁ ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି।ଉଭୟ କ୍ଲବର ସଦସ୍ୟମାନେ ଗରିବ

କୁଲେଇ ଓ ଗେଙ୍ଗୁଟିଆ ଗାଁରେ ହାତୀ ଉପଦ୍ରବ

ପରଜଙ୍ଗ ଥାନା ମହାବିରୋଡ ରେଞ୍ଜ ଦଦରାଘାଟି ଫାଣ୍ଡି ରଙ୍ଗଥଳୀ ବିଟ୍ ଅଧୀନ ଗେଙ୍ଗୁଟିଆ ପଞ୍ଚାୟତର ଗେଙ୍ଗୁଟିଆ ଗ୍ରାମ ଓ କୁଲେଇ ଗ୍ରାମରେ ଗତକାଲି ରାତିରେ ୨୦ ରୁ ୩୦ ଟି ହାତୀ ଉଭୟ ଗ୍ରାମ ରେ ପଶି ଖଳା ରୁ ୩୦୦ ରୁ ଉର୍ଦ୍ଧ୍ବ ଧାନବିଡା ଖାଇବା ସହିତ କୁଲେଇ ଗ୍ରାମର କେଦାର ଜେନାଙ୍କ ଝରକା

ଅଗ୍ନିକାଣ୍ଡ ରେ ଜଳିଗଲା ୫ ବଖରା

ଅଗ୍ନିକାଣ୍ଡ ରେ ଜଳିଗଲା ୫ ବଖରା ଘର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଚାନ୍ଦପୁର ପଞ୍ଚାୟତ ଖାଇରପସି ହରିଜନ ସାହିରେ ଚତୁର୍ଭୁଜ ନାୟକ ଙ୍କ ଘରେ ଆଜି ସନ୍ଧ୍ୟା ପ୍ରାୟ ୫ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟି ୫ବଖରା ସମ୍ପୂର୍ଣ୍ଣ ପଡିଯାଇଛି । ସୂଚନା ଅନୁଯାୟୀ ,ଆଜି ଚତୁର୍ଭୁଜ ନାଏକ ଏବଂ
error: Content is protected !!