News
lipub
samparksetu

ଏସଟିଏଫ ହାତରେ ଧଳା ଜହର ବେପାରୀ : ୨ ଗିରଫ ଏବଂ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ

ଢେଙ୍କାନାଳରୁ ୨ ବେପାରୀଙ୍କୁ ଗିରଫ କରିବା ସହ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ତେବେ ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା ଘଟିପିରି ଗାଁ ରାସ୍ତା କଡରେ ଡିଲ ସମୟରେ ୨ ବେପାରୀ

ପରଜଙ୍ଗ ବିଧାୟକଙ୍କ ଦ୍ଵାରା ୧୨ଗୋଟି ପ୍ରକଳ୍ପର ଉଦଘାଟନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଦା ଗ୍ରାମପଞ୍ଚାୟରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ଦ୍ୱାରା ଆଜି ୬୦ଲକ୍ଷ୍ୟ ଟଙ୍କାର ୧୨ଗୋଟି ପ୍ରକଳ୍ପ ଉଦଘାଟନ ହୋଇଯାଇଛି । ସାଆନ୍ଦା ତଳବେରେଣାପାଲା ମଣ୍ଡପ,ବୁଢ଼ାତୋଟା ହରିଜନ ସାହି

ନାଗନାଥେଶ୍ୱର ମନ୍ଦିର ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଡ଼ନାଗେନା ସ୍ଥିତ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମନ୍ଦିର ଉନ୍ନୟନ ପରିଷଦର ଏକ ବୈଠକ ରବିବାର ଦିନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ବର୍ଷାଦିନେ ଜଳ ନିଷ୍କାସନ, ଯଜ୍ଞ ମଣ୍ଡପ ନିର୍ମାଣ, ବିବାହ ମଣ୍ଡପ ନିର୍ମାଣ ସହ ପାର୍କ ପ୍ରତିଷ୍ଠା

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା , ଓମିକ୍ରନ ସଂକ୍ରମଣ ପାଇଁ ସଚେତନ ରହିବାକୁ ପରାମର୍ଶ ;ଜିରୋ ନାଇଟ ସେଲିବ୍ରେସନ…

ଢେଙ୍କାନାଳ ଜିଲ୍ଲା ଓସୱାନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ୍‌ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହିତ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତେ ସଚେତନ ରହିଲେ କୋଭିଡ୍ ମୁକ୍ତରଖିବାରେଯତ୍ନବାନ ହୋଇ ପ୍ରସ୍ତୁତ ରହିବାକୁ ପରମର୍ଶ

ଜାତୀୟ ନିଯୁକ୍ତି ନିତୀ ପ୍ରଣୟନ ପାଇଁ ଦାବୀ

ଢେଙ୍କାନାଳ ଜିଲ୍ଲା ସହିତ ଦେଶରେ ବେକାରୀ ସମସ୍ୟା ଜଟିଳ ହୋଇପଡିଛି । ଏହି ସମୟରେ ଦେଶରେ ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟକୌଣସି ଜାତୀୟ ନିଯୁକ୍ତି ନିତୀ ପ୍ରଣୟନ କରାଯାଇନାହିଁ । ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଦେଶ ବି ବାତ ଫାଉଣ୍ଡେସନ ତରଫରୁ ଏତ ଜାତୀୟ ନିଯୁକ୍ତି ନିତୀ ପ୍ରଣୟନ

ଗୀତା ଜୟନ୍ତୀ ଅବସରରେ ପାଲା ଗାୟକ ସଂଘର ତ୍ରୟୋଦଶ ବାର୍ଷିକ ସାମ୍ବତ୍ସରିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ କନ୍ତିଓ ପୁଟସାହି ପଞ୍ଚାୟତର କନ୍ତିଓ ନୂଆସାହିରେ ଗତ ଗୀତା ଜୟନ୍ତୀ ଅବସରରେ ଶ୍ରୀମଦ ଭଗବତ ଗୀତା ବିଶ୍ବଶାନ୍ତି ମହାଯଜ୍ଞ ଏବଂ ପରେ କାମାକ୍ଷାନଗର ପାଲାଗାୟକ ସଂଘର ତ୍ରୟୋଦଶ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଘଟସ୍ଥାପନ,

ସୁରପ୍ରତାପପୁରରେ ଲୋକକଳା ଉତ୍ସବ ଅନୁଷ୍ଠିତ

ରାଜ୍ୟ ଲୋକକଳା ନିର୍ଦ୍ଦେଶକଙ୍କ ଉପସ୍ଥିତ ରେ ଅକ୍ଟୋବର ୨୪ରେ ହୋଇଥିବା ଲୋକକଳା ପ୍ରଶିକ୍ଷଣର ପ୍ରମାଣପତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନ ବ୍ଲକ ଉପସଭାପତି ଅଶୋକ କୁମାର ସାମଲଙ୍କ ଅଧକ୍ଷତାରେ ସୁରପ୍ରତାପପୁର ମା କାଲୁଣୀ ପୀଠରେ ୨୫ଟି ଲୋକନୃତ୍ୟ ଦଳ ଭାଗନେଇଥିଲେ । ଲଉଡିବାଡି , ଦଣ୍ଡ

ଗ୍ରୀଲ୍ ତାଡି ଘରେ କଳା କନା ବୁଲାଇଲେ ଲୁଟେରା

ଗ୍ରୀଲ୍ ତାଡି ଘରେ କଳା କନା ବୁଲାଇଲେ ଲୁଟେରା । ଘରେ ପଶି ଟଙ୍କା, ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଢେଙ୍କାନାଳ ସହରର କଣ୍ଟାନାଳୀ ଅଞ୍ଚଳରେ ରବିବାର ରାତିରେ ଲୁଟେରାମାନେ ଏହି ଲୁଟ୍ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ , କଣ୍ଟାନାଳୀ

ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍ ; ଚାଳକ ମୃତ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଣସିଂହ ପlଟରାଣୀ ମନ୍ଦିର ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ମୃତ ବ୍ୟକ୍ତି ଜଣଙ୍କ ଆତିଣ୍ଡା ଗ୍ରାମ ବୈରାଗୀ ବେହେରା ଙ୍କ ପୁଅ ବଳରାମ ବେହେରl (୩୧) । ସୂଚନା ଅନୁଯାୟୀ ବଳରାମ ଆଜି ନିଜ ଆପାଚି ବାଇକ୍ ଯୋଗେ ବାଟ

ସ୍ବର୍ଗତ ବିକ୍ରମ କେଶରୀ ପାଣିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଢେଂକାନାଳ ସୁରକ୍ଷା ସମିତି ଆବାହକ ପ୍ରିୟବ୍ରତ ଗଡନାୟକଙ୍କ ଆବାହକତ୍ବ ରେ ସ୍ବର୍ଗତ ବିକ୍ରମ କେଶରୀ ପାଣିଙ୍କ ଶ୍ରଦ୍ଧାଞ୍ଜଳି ସଭା ଢେଂକାନାଳ ଜିଲ୍ଲା ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ଯକ୍ରମର ଶିଳ୍ପୀ ଶ୍ରୀ ପରେଶ ପଟ୍ଟନାୟକଙ୍କ ସଭାପତିତ୍ବରେ ସର୍ବଶ୍ରୀ ପୂବତନ ମନ୍ତ୍ରୀ
error: Content is protected !!